ଏହି Cute ଝିଅର Most Talented ଡ଼୍ୟାନ୍ସ ଦେଖି Nora Fatehi ମଧ୍ୟ ଫେଲ ମାରିବ…86 Million ଲୋକ ଦେଖି ସାରିଲେଣି…
ଆଜିକା ସମାଜ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହା ଦ୍ୱାରା ଆମେ ସବୁକିଛି ଅବଗତ ହୋଇ ପାରି ଥାଉ | ଏହି ଟେକନୋଲୋଜି ଦୁନିଆଁ ରେ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ତେବେ ଏହି ସବୁ ମଧ୍ୟରୁ ଛୋଟ ଛୋଟ ଛୋଟ ପିଲା ମାନଙ୍କର ଭିଡ଼ିଓ ନିଆଁରା ଲାଗି ଥାଏ କାରଣ ତାଙ୍କ କୁନି କୁନି ଓଠ ରେ ସେମାନେ ଯାହା ବି ଚୁଲବୁଲି କଥା କହି ଦେଇ ଥାଆନ୍ତି ତାହା ମନକୁ ଖୁବ ଖୁସି ଦେଇ ଥାଏ |
ତେବେ ଆଜିକାଲି ଯୁଗରେ କିଛି ଏମିତି ପିଲା ଅଛନ୍ତି ଯେଉଁ ମାନଙ୍କର ଜ୍ଞାନ ବହୁତ ପ୍ରଖର ଓ ବୁଦ୍ଧିମାନ ଅର୍ଥାତ ସେମାନଙ୍କ ଆଗରେ କୌଣସି ବଡ଼ ପିଲା ମଧ୍ୟ ଫେଲ ହୋଇ ଯିବ | ଛୋଟ ଛୁଆ ଙ୍କର ବାପା ମା ମାନେ ନିଜ ପିଲା ର କିଛି ଭିଡ଼ିଓ ପ୍ରସ୍ତୁତ କରି ତାହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି ଆଉ ଯାହା ଲୋକ ମାନଙ୍କୁ ମଧ୍ୟ ବେସ ପସନ୍ଦ ଆସିଥାଏ |
ତେବେ ସେଭଳି ଏକ କୁନି ପିଲା ଡ୍ୟାନ୍ସ ର ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ନୃତ୍ୟ ମଧ୍ୟ ଏଭଳି ଏକ କଳା ଯାହାକୁ ଦେଖିଲେ ମନକୁ ଖୁସି ମିଳିଥାଏ ଏବଂ କେଉଁଠି ଯଦି ଗୀତ ବାଜୁ ଥାଏ ତେବେ ଆମ ପାଦ ମଧ୍ୟ ନାଚି ଉଠେ | ଆମକୁ ନାଚବାକୁ ସୁଯୋଗ ମିଳିଲେ ଆମେ କିଛି ନ ଭାବି ସେଠାରେ ଟିକିଏ ଆମେ ନାଚି ଦେଇ ଥାଉ | ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି ଏକ କୁନି ଝିଅ ଜବରଦସ୍ତ ଡ୍ୟାନ୍ସ କରି ଦେଖାଉଛି |
ଆଉ ସେଠାରେ ଅନେକ ଲୋକ ଏକତ୍ରିତ ହୋଇ ଡ୍ୟାନ୍ସ କୁ ଉପଭୋଗ କରୁଛନ୍ତି ଆଉ ତାଳି ମାରି କୁନି ଝିଅ ଟିକୁ ଆହୁରି ଉତ୍ସାହିତ କରୁଛନ୍ତି | ଏହି କୁନି ଝିଅ ଟି ଏକ ହିନ୍ଦୀ ଗୀତ ମନୱା ଲାଗେ ସାୱରେ ଗୀତ ଟିରେ ନୃତ୍ୟ କରୁଛନ୍ତି ଯାହାକି ଯିଏ କେହି ଦେଖିଲେ ଖୁବ ଆକର୍ଷିତ ହେବ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ ଦେଖି କୁନି ଝିଅ ଟିକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି |