ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ! ମୋବାଇଲ ହେଲା କାଳ, ମୋବଇଲ ରେ ଏତେ ବ୍ୟସ୍ତ ଯେ ନିଜ ୬ ମାସର ଛୁଆ କୁ ଭୁଲିଗଲା ମା…..
ତେବେ ମୋବାଇଲ ହେଲା କାଳ । ମୋବାଇଲ ରେ କଥା ହେବାରେ ଏତେ ବ୍ୟସ୍ତ ରହିଲେ ଯେ ୬ ମାସ ର ଶିଶୁ କୁ ଭୁଲି ଗଲା ମା । ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ପରେ କଣ ହେଲା । ମହିଳା ଜଣଙ୍କ କଣ ତାଙ୍କ ଶିଶୁ କୁ ଫେରି ପାଇଲେ କି ? ତେବେ ଏହା ପରେ କଣ ହେଲା ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।
ତେବେ ଯଦି ଆମେ ଗୋଟେ ମା କଥା କହିବା ତେବେ ଗୋଟେ ମା ପାଇଁ ତାର ଛୁଆ ସବୁଠୁ ଅଧିକ ପ୍ରିୟ ହୋଇ ଥାଏ । ଗୋଟେ ମା ବର୍ଂ ନିଜେ ଭୋକ ରେ ରହି ଥାଏ କିନ୍ତୁ ସେ ସର୍ବଦା ନିଜ ଛୁଆ ର ପେଟ କଥା ଚିନ୍ତା କରି ଥାଏ ।
ସେଥି ପାଇଁ ମା ସବୁ ବେଳେ ପୂଜନୀୟ ହୋଇ ଥାଏ । ତେବେ ଆଜି କାଲି ସମୟ ରେ ସବୁ କିଛି ଓଲଟା ଜଣେ ମା ପାଇଁ ତାର ଛୁଆ ସବୁକିଛି ହୋଇ ଥିବା ବେଳେ ଏହି ଭିଡିଓ ରେ ଦେଖା ଯାଇଛି ଯେ ଗୋଟେ ମା ପାଇଁ ତାର ଛୁଆ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମୋବାଇଲ ଅଟେ ବୋଲି । ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଭିଡିଓ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।
ଏଥିରେ ସ୍ପଷ୍ଟ ଭାବରେ ଦେଖା ଯାଇଛି ଯେ ଗୋଟିଏ ମା ନିଜର ୬ ମାସ ର ଶିଶୁ କୁ ଅଟୋ ରେ ଛାଡି ଦେଇ ମୋବାଇଲ ରେ କଥା ହୋଇ ହୋଇ ଚାଲି ଯାଇଛନ୍ତି । ଏବଂ ଏହି ଭିଡିଓ ଟି ଆପଣ ମଧ୍ୟ ଦେଖିଲେ ଆପଣ ଙ୍କ ଦେହ ଶୀତେଇ ଉଠିବ ଯେ ମା ଜଣଙ୍କ ଏପରି କେମିତି କରି ପାରିବ । ତେବେ ଭାଗ୍ୟ ଭଲ ହୋଇ ଥିବା ହେତୁ ପିଲା ଟି ଏକ ଭଲ ଲୋକ ଙ୍କ ହାତ ରେ ପଡ଼ିଲା ।
ଯଦି କୌଣସି ଖରାପ୍ ଲୋକ ହାତ ରେ ପଡି ଥାଆନ୍ତା ଭବନ୍ତୁ କଣ ହୋଇ ଥାଆନ୍ତା । ମାତ୍ର ୬ ମାସ ଶିଶୁ ର ବ୍ୟବହାର ଜଣେ ବହୁତ୍ ଭଲ ଭାବରେ କରି ପାରି ଥାଆନ୍ତି । ତେବେ ଭିଡିଓ ଟି ରେ ସ୍ପଷ୍ଟ ଭାବରେ ଦେଖା ଯାଇଛି ଯେ ସେହି ବ୍ୟକ୍ତି ଜଣଙ୍କ ମହିଳା କୁ ପଛରୁ ଚିତ୍କାର କରି ମ୍ୟାଦମ ମ୍ୟାଦମ୍ ବୋଲି ଡକୁ ଅଛନ୍ତି ।
କିନ୍ତୁ ମହିଳା ଜଣଙ୍କ ଫୋନ୍ ରେ ଏତେ ବ୍ୟସ୍ତ ଯେ ତାଙ୍କ ର ସ୍ୱର ତାଙ୍କ ଜାଏ ପହଞ୍ଚି ପାରୁ ନାହିଁ । ସେ ନିଜ ଫୋନ ରେ କାହା ସହିତ ଗପିବା ରେ ବହୁତ୍ ବ୍ୟସ୍ତ ଅଛନ୍ତି । ଓ ନିଜ ର ଗପ କୁ ଜାରି ରଖି ଆଗକୁ କୁ ଚାଲୁ ଅଛନ୍ତି । ସେ ସମ୍ପୂର୍ଣ ଭାବେ ନୁହଁ ଛୁଆ ଟିକୁ କେଉଁଠି ଛାଡ଼ି ଦେଇଛନ୍ତି ବୋଲି ଭୁଲି ଯାଇଛନ୍ତି । ତେବେ କିଛି ସମୟ ପରେ ବ୍ୟକ୍ତି ଙ୍କ ଡାକ ମହିଳା ଜଣଙ୍କ କାନ ରେ ବାଜିବା ଯୋଗୁ ସେ ନିଜ ଛୁଆ କୁ ନିଜ ପାଖକୁ ନେଇ ଥିଲେ ଓ ସେଠାରୁ ଚାଲି ଯାଇ ଥିଲେ ।
ତେବେ ଆଜିକାଲି ଏହି ସବୁ ଘଟଣା ବହୁତ୍ ସାଧାରଣ ହୋଇ ଯାଉଚି । ଲୋକ ମାନେ ନିଜ ମୋବାଇଲ ରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେ ସବୁକିଛି ଭୁଲି ଯାଉ ଅଛନ୍ତି । ତେବେ ଏହି କଥା ର ଏକ ଛୋଟ ଉଦାହଣ ଏହି ମହିଳା ଙ୍କ ର ଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।