“ଐଶ୍ୱରୀୟା ରାୟ ତା ସୁନ୍ଦରତା ପାଇଁ ଫେମସ କିନ୍ତୁ ମୁଁ ସାର୍ଟ ଖୋଲିଦେଲେ ଫେମସ !”: ହେଲେ ମୋତେ କେହି ବାହାହେବାକୁ ରାଜି ହେଉନାହାଁନ୍ତି ?

ଆମ ଓଡ଼ିଆ ଚଳଚିତ୍ର ଜଗତରେ ଏପରି କଳାକାର ମାନେ ଅଛନ୍ତି ଯେଉଁ ମାନଙ୍କର ଅଭିନୟ ର ଯାଦୁ ଆଜି ଦର୍ଶକ ମାନଙ୍କ ହୃଦୟରେ ଅଭିସ୍ମରଣୀୟ ହୋଇ ରହିଯାଇଛି | ତେବେ ଖାଲି ଅଭିନୟ ନୁହଁ ବିଭିନ୍ନ କ୍ଷେତ୍ରରେ ସେମାନେ ଚେଷ୍ଟା ଆଉ ପ୍ରୟାସ କରିକି ଆଜି ସଂମାନ ଜନକ ସ୍ଥାନରେ ଯାଇକି ପହଞ୍ଚି ପାରିଛନ୍ତି | ତେବେ ଆଜି ଆମେ ସେମିତି ଜଣେ କଳାକାର ଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଙ୍କର ନାମ ହେଉଛି ରାଜୀବଲୋଚନ ଓଝା | ଯିଏକି ଖାଲି ଫ୍ଲିମ ରେ କାମ କରି ନାହାନ୍ତି ବିଭିନ୍ନ କ୍ଷେତ୍ରରେ ତାଙ୍କର ଦକ୍ଷତା ଦେଖାଇ ଆଜି ଲୋକ ମାନଙ୍କର ହୃଦୟରେ ରହିପାରିଛନ୍ତି |

ତେବେ ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟ ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରନ୍ତି ଓ ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି।

ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାରଙ୍କୁ ସବୁବେଳେ ଅନୁସରଣ କରି ଥାଆନ୍ତି। ତାଙ୍କ ରିୟଲ ଲାଇଫ ଠାରୁ ଆରମ୍ଭ କରି ଡ୍ରେସିଙ୍ଗ ଷ୍ଟାଇଲ ପର୍ଯ୍ୟନ୍ତ ଆଦି ବିଷୟରେ ଜାଣିବା ପାଇଁ ସବୁବେଳେ ଜାଗ୍ରତ ହୋଇ ରହି ଥାଆନ୍ତି। ବିଶେଷକରି କଳାକାର ମାନଙ୍କର ଡ୍ରେସିଙ୍ଗ ଷ୍ଟାଇଲ ଉପରେ ନଜର ରହିଥାଏ। ତେବେ ଆଜି କିନ୍ତୁ ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଯାଉଛୁ ସେ ସମସ୍ତ ଙ୍କ ଠାରୁ ଟିକେ ଭିନ୍ନ । ତାହେଲେ ଆସନ୍ତୁ ସେପରି ଜଣେ କଳାକାର ଙ୍କ ବିଷୟରେ ଅଧିକ ଆଲୋଚନା କରିବା |

 ତେବେ ଆଜି ଆମେ ଯେଉଁ କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ନିଜେ ହସନ୍ତି ଏବଂ ଆପଣ ସମସ୍ତ ଙ୍କୁ ହସାନ୍ତି । ଯିଏକି ଧେଡିଆ ନାମରେ ବେଶ୍ ପରିଚିତ । ତାଙ୍କର କ୍ଯାରିୟର ପ୍ରଥମେ ଫାଲତୁ କଥାରୁ ଆରମ୍ଭ ହୋଇ ଥିଲା ଏବଂ ସରୁ ଗୋସେଇଁ, ଆମେ ତ ଟୋକା ଶଣ୍ଢମାର୍କାରେ ଯିଏ କହିଥିଲେ କଣ କଲା ସେ , ଆଜି ତାଙ୍କରି ବିଷୟରେ ଆମେ ଆପଣଙ୍କୁ କହିବୁ ସେ ହେଉଛନ୍ତି ରାଜୀବଲୋଚନ ଓଝା।

 

ତେବେ ରାଜୀବଲୋଚନ କହିଛନ୍ତି ଯେ ଗାଁରେ ଯାତ୍ରାରେ ପ୍ରଥମେ ତାଙ୍କ ମାମୁଁ ଠାରୁ ପ୍ରେଣିତ ହୋଇ କମେଡିଆନ୍ ରୋଲ୍ ଆରମ୍ଭ କରିଥିଲେ। ଏହାପରେ ଫାଲତୁ କଥାରୁ ତାଙ୍କର ଅଭିନୟର କ୍ଯାରିୟର ଆରମ୍ଭ କରିଲେ ସୀନେ ଜଗତରେ। ତେବେ ରାଜୀବଲୋଚନ କୁହନ୍ତି ଯେ ଐଶ୍ବରୀୟା ତା ସୁନ୍ଦରତା ପାଇଁ ଫେମସ୍ କିନ୍ତୁ ମୁଁ ସାର୍ଟ ଖୋଲିଦେଲେ ଫେମସ୍ ହୋଇଯାଏ। କାହିଁକି କେଜାଣି ଲୋକମାନେ ମୁଁ ସାର୍ଟ ଖୋଲିଦେଲେ ହସନ୍ତି ତେଣୁ କଣ ଗୋଟେ ସ୍ପେସାଲ୍ କ୍ଯୁାଲିଟି ଅଛି ବୋଧେ ମୋର। ତେବେ ରାଜୀବଲୋଚନଙ୍କ ଘର କେଉଁଝରରେ ସେ ଏବେ ସମ୍ ହସ୍ପିଟାଲରେ ଚାକିରି କରିବା ସହିତ ଅଭିନୟ ଜଗତରେ ମଧ୍ଯ ତାଙ୍କର ଯାତ୍ରା ଜାରି ରଖିଛନ୍ତି।