ମଦ ପିଇ 4 ଜଣ ମୋ ସହିତ ଏମିତି କରିଛନ୍ତି, ମୋ ର ପେନ ହେଉଛି…? ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ବର୍ତ୍ତମାନ ପ୍ରତିଦିନ ସମାଜରେ ଚୋରି, ହତ୍ୟା, ଡକାୟତ ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଘଟି ଚାଲିଛି। ସମାଜର ଲୋକ ମାନେ ନୃଶଂସ ପାଲଟି ଯିବା ସହିତ ସୈତାନ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି। ମନୁଷ୍ୟ ପ୍ରତି ହିଂସ୍ର ଭଳି ବ୍ୟବହାର କରି ଥାଆନ୍ତି। ସେମାନେ କାହାରିକୁ ଖାତିର କରୁ ନାହାଁନ୍ତି କି ଏମିତିକି ଆଇନକୁ ମଧ୍ୟ ଭୟ କରୁ ନାହାଁନ୍ତି। ଏଭଳି କାର୍ଯ୍ୟ ସେମାନେ ବାରମ୍ବାର କରି ଚାଲି ଥାଆନ୍ତି।

ଏଭଳି ଘଟଣା ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ଯୁବତଙ୍କୁ ଚାରି ଜଣ ପିଶାଚ ଯୁବକ ଦୁଷ୍କର୍ମ କରିଛନ୍ତି ବୋଲି ସୂଚନା ରହିଛି।

ତେବେ ସମସ୍ତଙ୍କୁ ଆତଙ୍କିତ କରିବା ଭଳି କାର୍ଯ୍ୟ କଲାପ ଧୀରେ ଧୀରେ ଆଜିର ସମାଜରେ ବୃଦ୍ଧି ପାଇବାରେ ଲାଗିଛି। ଚୋରି, ଡକାୟତି ଏବଂ ହତ୍ୟା ଭଳି ଘଟଣା ରେ ପୂର୍ଣ୍ଣ ହେଉଛି ପ୍ରତିଦିନ ର ଖବର କାଗଜ।ଯେତେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ।

ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? ଏହାକୁ ନେଇ ଆଜିର ସାଧାରଣ ଲୋକ ବାସ୍ତବରେ ଚିନ୍ତିତ ଏବଂ ଭୟଭୀତ ଅଟନ୍ତି।

ମାଜରେ ପ୍ରତିଦିନ ଘଟୁଥିବା ଏହିଭଳି ଆତଙ୍କିତ କାର୍ଯ୍ୟ କଲାପ ଲୋକଙ୍କ ମନରେ ଭୟ ଏବଂ ଆତଙ୍କ ସୃଷ୍ଟି କରିବା ସ୍ୱାଭାବିକ କଥା।କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା, ଚୋରି, ଡକାୟତି କରିବାର ନିମ୍ନ ଧାରଣା? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ। ସେହିପରି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଅନେକ ମାତ୍ରାରେ କ୍ରାଇମ୍ ବଢ଼ିବାରେ ଲାଗିଛି। ସେହିପରି ଏବେ ନିକଟରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ଟି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵର ରୁ ।

ତେବେ ଘଟଣା ଅନୁସାରେ ଜଣେ ମହିଳା ଙ୍କୁ 4 ଜଣ ବ୍ୟକ୍ତି ଆସି ଜୋର ଜବରଦସ୍ତ ମଦ୍ଯପାନ କରାଇ ଗଣ ଦୁଷ୍କର୍ମ କରିଛନ୍ତିି ଆଉ ଏହା ପରେ ତାଙ୍କୁ ଏକ ଶୂନଶାନ ଜାଗାରେ ଛାଡ଼ି ପଳାଇ ଆସି ଥିଲେ ।

ତେବେ ମହିଳା ଜଣକ ସେଠାରୁ ପିଡିତ ଅବସ୍ଥାରେ ରାଜରାସ୍ତା ରେ ପହଞ୍ଚି ଥିଲେ ଏବଂ ରାସ୍ତା କଡରେ ବସି ଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଆସି ଉଦ୍ଧାର କରିବା ସହିତ ପୋଲିସ କୁ ମଧ୍ୟ ଖବର ଦେଇ ଥିଲେ । ଏହାପରେ ପୋଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦେଖା ଯାଉ ମହିଳା ଜଣଙ୍କୁ କେବେ ନ୍ୟାୟ ମିଳିବ ଯାହା ଏବେ ଦେଖିବା ପାଇଁ ରହିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।