midia ଆଗରେ ନିଜ ପୁଅର କାହାଣୀ କହୁ କହୁ ଖୋଲି କହିଦେଲେ.. olywod ଅଭିନେତା ସିଦ୍ଧାନ୍ତ ମହାପାତ୍ର (Sidhant Mohapatra ) -ଦେଖନ୍ତୁ video …
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଓଡ଼ିଆ ଫିଲ୍ମ ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସିଦ୍ଧାନ୍ତ ମହାପାତ୍ର ଙ୍କର ଆଗକୁ ଆସିବାର ଥିବା ଏହା ନୂଆ ଫିଲ୍ମ ବାପା ସୁପର ମ୍ୟାନ ବିଷୟରେ । ଆଉ ଯେଉଁ ଫିଲ୍ମ ରେ ସୁନ୍ଦର ଭାବରେ ଏହି ଫିଲ୍ମ ରେ ଥିବା ସମସ୍ତ ଫିଲ୍ମ ମେମ୍ବର୍ସ ମାନେ ଅଭିନୟ କରିଛନ୍ତି ।
ଆଉ ଏଥିରେ ସିଦ୍ଧାନ୍ତ ଙ୍କ ପୁଅ ଭାବରେ ଅଭିନୟ କରୁଥିବା ଶୁଭମ ତାଙ୍କର ପୁଅ ଭଳି ଆଉ ସେ ଅଭିନୟ କରିଛନ୍ତି ଏହି ଫିଲ୍ମ ରେ ସିଦ୍ଧାନ୍ତ ଙ୍କର ପୁଅ ଭୂମିକା ରେ ବୋଲି କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଫିଲ୍ମ ବିଷୟରେ । ତେବେ ନୂଆ ବର୍ଷ ଅବସରରେ ଏକ ନୂଆ ଫିଲ୍ମ ଟି ଆସିବାକୁ ଯାଉଛି ଆଉ ଯାହାର ନାଁ ହେଉଛି ବାପା ସୁପରମ୍ୟାନ ।
ଆଉ ଯେଉଁଥିରେ କୁହାଯାଉଛି କି ଆପଣ ମାନେ ଅନେକ ପ୍ରକାରର ଫିଲ୍ମ ଦେଖିବାକୁ ପାଉଥିବେ ଯେଉଁଥିରେ ମା ଙ୍କର ଭୂମିକା କୁ ଦେଖେଇଥାନ୍ତି ଓ ଜଣେ ମା ଙ୍କ ନିଜର ପିଲା ମାନଙ୍କ ପ୍ରତି ଥିବା ଅବଦାନ ବିଷୟରେ ଅନେକ ସମୟରେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ଆପଣ ମାନେ ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯେଉଁଥିରେ ସୁଦ୍ଧାନ୍ତ ମହାପାତ୍ର ତାଙ୍କର ଆସିବାକୁ ଥିବା ନୂଆ ଫିଲ୍ମ ବାପା ସୁପରମ୍ୟାନ ରେ ବାପା ଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତାଙ୍କର ପିଲା ମାନଙ୍କ ପାଇଁ ତାହା ଏହି ଫିଲ୍ମ ରେ କୁହାଯାଇଛି ।
ତାହା ସହିତ ସୁଧାଂଶୁ ଙ୍କ ଦ୍ୱାରା ପ୍ରକାଶ ପାଇଥିବା ଏହି ଫିଲ୍ମ ରେ ସିଦ୍ଧାନ୍ତ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ବେଳେ ତାଙ୍କର ପୁଅ ଭୂମିକା ରେ ଅଭିନୟ କରିଛନ୍ତି 7 କ୍ଲାସ ରେ ପାଠ ପଢ଼ୁଥିବା ଶୁଭମ ଙ୍କ କଥା କୁହାଯାଇଛି । ଆଉ ଯାହା କୁ ଓଡ଼ିଶାର ଦର୍ଶକ ମାନେ ସିଦ୍ଧାନ୍ତ ଙ୍କର ନିଜ ପୁଅ ବୋଲି ଭାବୁଛନ୍ତି ।
ଆଉ ଏହି କଥା ଉପରେ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ଶୁଭମ ମଧ୍ୟ ତାଙ୍କର ପୁଅ ଭଳିଆ, କିନ୍ତୁ ତାଙ୍କର ପୁଅ ସାଇ ସିଦ୍ଧି ଚଣ୍ଡିଗଡ଼ ରେ ଗ୍ରାଜୁଏସନ କରୁଛନ୍ତି ବୋଲି କହିଛନ୍ତି । ଆଉ ଏହି ବ ପୁଅ ଭୂମିକା ରେ ଅଭିନୟ କରିଥିବା ଶୁଭମ ଙ୍କୁ ଏହି ଫିଲ୍ମ ର ସମସ୍ତ ଟିମ ମେମ୍ବର ମାନେ ବହୁତ ସପୋର୍ଟ କରିଛନ୍ତି ତାଙ୍କର ଅଭିନୟ ରେ ବୋଲି କହିଛନ୍ତି । ଆଉ ଏହି ନୂଆ ବର୍ଷ ରେ ଏହି ଫିଲ୍ମ ରି ଆସିବାକୁ ଯାଉଛି ବୋଲି କୁହାଯାଉଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।