ମୋତେ ଅଫର କେବେ ଆସିନି, ସେମିତି ଅଫର କେବେ ଆସିଲେ ମୁଁ ଛାଡିବାକୁ ଚାହିଁବିନିୟୟ

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି।

ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ।

କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ। ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ।

ତେଣୁ ସେହିଭଳି ଜଣେ କଳାକାର ଯିଏକି ନିଜର ଜୀବନରେ ଅଭିନୟ ଜଗତକୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ସେ ହେଉଛନ୍ତି ସିରିଏଲ ଜଗତର ହିରୋଇନ୍ ଭାଗ୍ୟଶ୍ରୀ । ସେ ସିରିଏଲ ରେ ବହୁତ କାମ କରିଛନ୍ତି। ତାଙ୍କର ପ୍ରତିଟି ଅଭିନୟ କୁ ଦର୍ଶକ ବହୁତ ପସନ୍ଦ କରନ୍ତି।


ଭାଗ୍ୟଶ୍ରୀ ପ୍ରଥମେ ରଜ କ୍ୱିନ ରେ ଭାଗ ନେଇଥିଲେ ତାପରେ ଆରମ୍ଭ ହୋଇଥିଲା ତାଙ୍କର ଯାତ୍ରା। ତେବେ ଭାଗ୍ୟଶ୍ରୀ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ତାରିଣୀ ଆଖିର ତାରା ଧାରାବାହିକ ରେ ଅଭିନୟ କରିଛନ୍ତି।

ସେଥିରେ ସେ ତ୍ରୀଶା ନାମରେ ଏବଂ ଜଣେ ଖଳନାୟିକା ଭୁମିକାରେ ଅଭିନୟ କରୁଥିବା ର ଆପଣମାନେ ଦେଖିଥିବେ।ଆଉ ଆଜି ତାଙ୍କ ଅଭିନୀତ ସିରିଏଲ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରିଥାନ୍ତି। ତେବେ ଗୋଟିଏ ସାକ୍ଷାତକାରରେ ତାଙ୍କୁ ତାଙ୍କର ଅଭିନୟ ପ୍ରତି କିଛି କଥା ପଚାରିଥିଲେ।

ଆଉ ସେ ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇଥିଲେ। ଆଉ କହିଥିଲେ ଯଦି ଓଡ଼ିଆ ସିନେମା ରେ ସୁଯୋଗ ମିଳେ ତାହାଲେ ସେ ହାତଛଡ଼ା କରିବେ ନାହିଁ ବୋଲି କହିଥିଲେ, ଆଉ ଭଗବାନ ତାଙ୍କୁ ସେହି ସୁଯୋଗ କେବେ ଦେବେ ସେ ଅପେକ୍ଷା କରିଛନ୍ତି ବୋଲି କହିଥିଲେ।

ଏମିତି ବହୁତସାରା କଥା ସାକ୍ଷାତକାରରେ କହିଛନ୍ତି। ତେବେ ଭିଡିଓ ଦେଖିଲେ ସବୁକିଛି ଜାଣି ପାରିବେ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଆଉ ଯାହାକୁ ଦର୍ଶକ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।