ଦେଖନ୍ତୁ Shocking ଭିଡ଼ିଓ ରାତି ଅଧରେ ସ୍କୁଲ ଅଜା ପାଠ ପଢେଇବ ବୋଲି ଡାକିଲା, ଖରାପ ଭିଡ଼ିଓ କରି ଛାଡିଦେଲା ….
ମୋର ମା ନାହିଁ ତେଣୁ ସ୍କୁଲ ଅଜା ମତେ ପାଖରେ ରଖିଲା ଆଉ ପାଠ ପଢ଼ାଇବା ବୋଲି କହିଲା ଆଉ କଣ ହେଲା କେଜାଣେ ଆଇ ଫୋନ ଧରିଲା ଆଉ ଅଜା ମୋ ସହ ଦୁଷ୍କର୍ମ କରିଲା | ଆଉ ଯେଉଁ ଭିଡ଼ିଓ କୁ ଆଇ ଅଜା ମୋବାଇଲ କି ପଠାଇବା କଥା ଗାଁ ହ୍ଵାଟ୍ସଆପ ଗ୍ରୁପ ରେ ଛାଡ଼ି ଦେଲା ଯାହା ପରେ ମୋ ଇଜ୍ଜତ ନିଲାମ ହୋଇ ଗଲା | ହଁ ଦର୍ଶକବନ୍ଧୁ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାସଳାଇ ବେଡ଼ା ରେ |
ସମ୍ପର୍କୀୟ ସ୍କୁଲ ଅଜା ନାତୁଣୀ ର ଦେହକୁ ଉପଭୋଗ କରିଛି ଆଉ ଯାହାକୁ ନେଇ ସମ୍ପର୍କୀୟ ଅଜା ଆଈ ଏବେ ଗିରଫ ହୋଇଛନ୍ତି | ଏମିତି କିଛି ଘଟଣା ଏବେ ଥାନାରେ ପହଞ୍ଚିବା ପରେ ସାରା ମୟୁରଭଞ୍ଜ ରେ ଏହା ଚର୍ଚ୍ଚା ର ବିଷୟ ପାଲଟି ଯାଇଛି | ଗ୍ରାମ ବାସୀ ମାନେ ଥାନାରେ ଘଟଣା ଜଣାଇବା ପରେ ଥାନା ଅଧିକାରିଣୀ ସମ୍ପୂକ୍ତ ନାତୁଣୀ ଙ୍କୁ ଉଦ୍ଧାର କରିବା ସହ ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁ ଙ୍କୁ ଗିରଫ କରିଛି |
ଏଠାରେ କହି ରଖିବାକୁ ଚାହିଁବୁ କି ନାତୁଣୀ ର ଘର ଶୋଷ ଥାନା ଅଞ୍ଚଳ ରେ ଆଉ ନାତୁଣୀ ର ମାଆ ମରିଯିବା ପରେ ମାମୁଁ ଗୋପୀନାଥ ପୁର ଗାଁ କୁ ନେଇ ଆସି ଥିଲା | ଆଉ ତାପରେ ଡଙ୍ଗା ପାଣି ର ଜଣେ ସମ୍ପର୍କୀୟ ଅଜା ଯିଏ କି ସ୍କୁଲ ରେ ଶିକ୍ଷକ ଅଛନ୍ତି ତାଙ୍କର ଝିଅ ନଥିବାରୁ ସେ ମାମୁଁ ପାଖରେ ଅଳି କଲେ କି ମୋର ଝିଅ ନାହିଁ ମୁଁ ୟାକୁ ଝିଅ କରି ନେଇ ରଖିବି | ଆଉ ନେଲା ପରେ ତାକୁ ପାଠ ମଧ୍ୟ ପଢାଉ ଥିଲେ ତେବେ ଅଜା ଙ୍କ ପାଖରେ ରହି ପାଠ ପଢୁ ଥିବା ବେଳେ ଅଜା ତା ସହିତ ଯେଉଁ ସମ୍ପର୍କ ରଖିଲେ ଆଉ କୁଆଡେ ତାକୁ ମୋବାଇଲ ରେ ଉଠାଉ ଥିଲେ |
ଆଉ ତାପରେ ଅଜା ମୋବାଇଲ କୁ ଆଈ ସେ ଭିଡ଼ିଓ ପଠାଇବା ପରିବର୍ତ୍ତେ ଗାଁ ର ହ୍ଵାଟ୍ସଆପ ଗ୍ରୁପ କୁ ଛାଡ଼ି ଦେଲେ ଆଉ ତାପରେ ଥାନାରେ ଆସି କଥା ପହଞ୍ଚି ଗଲା | ତେବେ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଝିଅର ଖୁଡି ଥାନାରେ ମଧ୍ୟ ଏତଲା ଦେଇଛନ୍ତି, ଶିକ୍ଷକ ତଥା ଅଜା ରାମଚନ୍ଦ୍ର ସ୍ୱାଇଁ ଆଉ ତାଙ୍କ ପତ୍ନୀ ଜୋସ୍ନା ରାଣୀ ଙ୍କୁ ପୋଲିସ ଗିରଫ କରିଛି | ଆଉ ସବୁଠାରୁ ବଡ଼ କଥା ହେଉଛି ଏବେ ଏହି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ପଛର ରହସ୍ୟ କଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ | ତେବେ ପୋଲିସ ର ତଦନ୍ତ ପରେ ହିଁ ଏହା ପଛର ପ୍ରକୃତ ସତ କଣ ତାହା ସାମ୍ନାକୁ ଆସିବ |