ଦେଖନ୍ତୁ viral ଭିଡିଓ – ମୋତେ ଠକିଦେଲା ଆର୍ମି ଅଫିସର ସେ ମୋ ସହ ହଜାରେ ରୁ ଅଧିକ ଥର….
ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ତେବେ ଆଜିର ଏହି ସମାଜରେ ଲୋକ ମାନଙ୍କ ଜୀବନରେ କେତେବେଳେ କଣ ଘଟଣା ଘଟୁଛି ବା ଆଗକୁ ଘଟିବ କେହି ବି ଜାଣି ପାରିବେ ନାହିଁ।
ଆଜିକାଲି ର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ର ବିଷୟ ପାଲଟିଯାଏ।
ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।ଆଉ ବିଶେଷକରି ଶିକ୍ଷିତ ଲୋକମାନେ ହିଁ ଏହିଭଳି କାମ ସବୁ କରୁଥିବାର ଦେଖିବାକୁ ମିଳୁଛି।
ତେବେ ବର୍ତ୍ତମାନ ସମୟରେ ପ୍ରେମ ସମ୍ପର୍କ ଏକ ଟ୍ରେଣ୍ଡ ହୋଇଗଲାଣି କହିଲେ ଚଳେ। ଯେଉଁଠି ଦେଖ ସେଇଠି ପ୍ରେମ କୁ ନେଇ କିଛି ନା କିଛି ଘଟଣା ନିଶ୍ଚିତ ଘଟିଥିବେ। କିଏ ଶାରୀରିକ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ଦେଇ ବିବାହ କରୁ ନାହାନ୍ତି ତ ଆଉ କେଉଁଠି ପ୍ରେମ କରି ଆତ୍ମହତ୍ୟା କରୁଛନ୍ତି।
ତେବେ ସେହିଭଳି ଏକ ଖବର ସାମ୍ନାକୁ ଆସିଛି କି ବିବାହର ପ୍ରତିଶ୍ରୁତି ଦେଇ ଆଠ ବର୍ଷ ଧରି ଶାରିରୀକ ସମ୍ପର୍କ ରଖିଲେ ଆଉ ପରବର୍ତ୍ତୀ ସମୟରେ ପ୍ରତାରଣା କରିଥିଲେ ଆର୍ମି ଅଫିସର। ଏଭଳି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ଵର ର ଖଣ୍ଡଗିରି ଥାନା ଅଞ୍ଚଳରୁ ଏବଂ ଯୁବତୀ ଜଣକ ଆର୍ମି ଅଫିସର ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
ତେବେ ସେହି ଯୁବତୀ ଜଣକ କହିବା ଅନୁସାରେ, ଦୁହେଁ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଯୁବକ ଜଣକ କିଛି କାମ କରୁନଥିଲେ ବୋଲି ବିବାହ ମନା କରି ଦେଇଥିଲେ। କିନ୍ତୁ ଯେତେବେଳେ ଯୁବକ ଜଣକ ଆର୍ମିରେ ଚାକିରି କଲେ ସେତେବେଳେ ସେ ଝିଅ ଘରକୁ ଆସି ବିବାହ କରିବେ ବୋଲି ଜିଦ୍ କରିଥିଲେ। ଆଉ ଦୁଇ ପରିବାରଙ୍କ ସମ୍ମତିରେ କୋର୍ଟ ମ୍ୟାରେଜ୍ ହେବ ବୋଲି ତାରିଖ ଠିକ୍ ହେଲା।
କିନ୍ତୁ ଯୁବକ ଜଣକ ସେହି ଦିନ କୋର୍ଟ କୁ ଆସି ନଥିଲେ। ଆଉ ଝିଅ ଘର ଶୁଣିବାକୁ ପାଇଲେ ଯେ ସେହି ଯୁବକଙ୍କ ପାଇଁ ଅନ୍ଯ ଝିଅ ଦେଖା ଚାଲିଛି ବୋଲି। ଏହିସବୁ ଜାଣିବା ପରେ ଯୁବତୀ ଜଣକ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ କିନ୍ତୁ ଯୁବକ ଜଣକ ତାର ନମ୍ବରକୁ ବ୍ଲକ୍ କରେ ଦେଇଥିଲା। ଆଉ ପରେ ସେ ଖଣ୍ଡଗିରି ଥାନାରେ ଯାଇ ଅଭିଯୋଗ କରିଥିଲେ।