ଶୁଣନ୍ତୁ live କଲ୍ ରେକର୍ଡିଂ! ମୋ ଆଖିଆଗରେ ଜନ୍ମ ହୋଇଥିଲା ,ମୋ ପୁଅ ସେ I ମୋ ଆଗରେ ଚାଲିଗଲା……କାନ୍ଦି କାନ୍ଦି ଏମିତି କହିଲେ ଅଭିନେତ୍ରୀ ପୁଷ୍ପା ପଣ୍ଡା…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଶୁଣିବାକୁ ପାଉଥିବେ ପ୍ରତେକ ଦିନ ।ବର୍ତ୍ତମାନ ଏକ ଅଭାବନୀୟ ଘଟଣା ଟି ଭାଇରାଲ ହେବାରେ ଲାଗିଛି ଆଉ ଆପଣ ଙ୍କର ଛାତି କୁ ଥରାଇ ଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଜଣା ପଡିଛି କି ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ମୃତ୍ୟୁ ରେ ସାରା ଅଲିଉଡ ଜଗତରେ ଦୁଃଖ ର ଛାୟା ଖେଳି ଯାଇଥିବା ବେଳେ ବର୍ତ୍ତମାନ ଆଉ ଗୋଟିଏ ବହୁତ ବଡ଼ ଦୁଃଖର ଘଟଣା ଟି ଘଟି ଯାଇଛି ।

ଯେଉଁଠି କୁହାଯାଉଛି କି ଅମ୍ଲାନ ଙ୍କର ସାନ ଭାଇ ଅର୍ଥାତ ମିହିର ଙ୍କର ସାନ ପୁଅ ଙ୍କର ମୃତ୍ୟୁ ଘଟିଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।


ତେବେ ଆପଣ ମାନେ ଅମ୍ଲାନ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ, ଆଉ ଯିଏ କି ତାଙ୍କର ଅଭିନୟ ମାଧ୍ୟମରେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ବେଶ ନାଁ କରିବାକୁ ଲାଗିଛନ୍ତି । ଆଉ ସାରା ଓଡିଶା ବାସୀ ମାନେ ମଧ୍ୟ ଅମ୍ଲାନ ଙ୍କର ଅଭିନୟ କୁ ବେଶ ପସନ୍ଦ କରିଥାନ୍ତି ।

ଯାହା କୁହାଯାଉଛି କି ପ୍ରଥମେ ଅମ୍ଲାନ ଙ୍କର ମା ଙ୍କର ମୃତ୍ୟୁ ଘଟିଥିଲା ଆଉ ତାହା ପରେ ଅମ୍ଲାନ ଙ୍କ ବାପ ଅର୍ଥାତ ମିହିର ଦାସ ଙ୍କର ମୃତ୍ୟୁ ଘଟିଥିଲା । ଆଉ ଏତେ ସବୁ ଦୁଃଖ ଘଟଣା ଘଟି ଯାଇଥିବା ପରେ ଅମ୍ଲାନ ଙ୍କ ଜୀବନରେ ଅର୍ଥାତ ତାଙ୍କର ପରିବାରରେ ଘଟି ଯାଇଛି ଆଉ ଏକ ଦୁଃଖ ଘଟଣା ।

ଯାହା ଜଣା ପଡିଛି ଗତ କାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ ଅମ୍ଲାନ ଙ୍କ ସାନ ଭାଇ ଅକ୍ଲାନ୍ତ ଙ୍କର ମୃତ୍ୟୁ ଘଟିଛି । ଆଉ ସତୀ ଚୌରା ସ୍ଥିତ ମଶାଣି ରେ ତାଙ୍କର ଅନ୍ତିମ ସତ୍କାର ହୋଇଛି ବୋଲି ମଧ୍ୟ କୁହାଯାଉଛି ।

ଆଉ ଏହି ଭଳି ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଅମ୍ଲାନ ଙ୍କର ମନବଳ କୁ ପୁରା ପୁରୀ ଭାଙ୍ଗି ଦେଇଛି ବୋଲି କୁହାଯାଉଛି ।ଆଉ ଯେଉଁ ଘଟଣା ପାଇଁକି ଅମ୍ଲାନ ଙ୍କ ପରିବାର ସମେତ ଅମ୍ଲାନ ଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି ।ଆଉ ଯାହାକୁ ନେଇକି ଅମ୍ଲାନ ଧର୍ଯ୍ୟ ହରା ହୋଇ ପଡିଛନ୍ତି ବୋଲି କୁହାଯାଇଛି ।

ପରିବାରରେ ମା, ବାପା ଓ ଭାଇ ଙ୍କୁ ହରାଇବା ପରେ ପୁରା ପୁରୀ ଏକା ହୋଇ ଯାଇଛନ୍ତି ଅଭିନେତା ଅମ୍ଲାନ । ଆଉ କଣ କରିବେ କଣ ନାହିଁ ସେ ଜାଣି ପାରୁ ନାହାନ୍ତି, ଏହି ଦୁଃଖଦ ଘଟଣାକୁ ନେଇ ସମସ୍ତ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଆଉ ଅଭିନେତ୍ରୀ ପୁଷ୍ପା ପଣ୍ଡା କହିଥିଲେ ଯଦି ଆମରି ପେଟରୁ ଜନ୍ମ ହୋଇ ଏତେ ସାନ ବେଳରୁ ଚାଲିଯାଏ ବହୁତ କଷ୍ଟ ଦେଇଥାଏ। ମିହିର ଦାସ ଙ୍କର ପାଖେପାଖେ ସବୁବେଳେ ତାଙ୍କ ସାନ ପୁଅ ରହିଥାନ୍ତି।

ଆଉ ତାଙ୍କୁ ଦେଖିଲେ ଲାଗୁଥିଲା ମିହିର ଦାସ ଅଛନ୍ତି ବୋଲି। ହେଲେ ଏହି ଭଳି ଏକ ଅଭାବନୀୟ ଘଟଣା ର ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଓ ଯାହା କୁ ନେଇକି ସାରା ଓଡିଶା ବାସୀ ଦୁଃଖ ପ୍ରକାଶ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।