Jyotisa Shastra – ମେଷ, ମିଥୁନ, କର୍କଟ, କନ୍ୟା, ଓ କୁମ୍ଭ ରାଶି ବାଲା ଲୋକ ଥରେ ପଢନ୍ତୁ ଏହି ଖବର, ଖୁବ ଶୀଘ୍ର ଚମକିବ ଏମାନଙ୍କ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ସେ ଏଥିପାଇଁ କାରଣ ଗ୍ରହର ଦିଗ ଓ ଦଶା ଅନୁସାରେ ବ୍ୟକ୍ତିର ଭାଗ୍ୟ ବଦଳିଥାଏ , ଏହି ଗ୍ରହ ମାନଙ୍କର ଚାଲି ଚଳନ କାରଣରୁ ବ୍ୟକ୍ତିର ଜୀବନ ରେ କେବେ ସୁଖ ଓ କେବେ ଦୂଃଖର ସ୍ଥିତି ଆସିଥlଏ l ଆପଣ ଙ୍କୁ ଜଣେଇ ଦେବୁ କି ଏହି ୫ ଟି ରାଶିର ଉପରେ ଗ୍ରହର ଖରାପ ପ୍ରଭାବ ଶେଷ ହୋଇ ଯାଇଛି l ଏହି ରାଶି ର କୁଣ୍ତଳୀରେ ଗ୍ରହର ସାଢେସାତି ସମୟ ଶେଷ ହୋଇ ସାରିଛି l   କହିଦେବୁ କି ଆସୁଥିବା ସମୟରେ ଏହି ରାଶିଗୁଡିକର ଭାଗ୍ୟ ଚମକିବାର ଅଛି l ତେବେ ଆସନ୍ତୁ ଆପଣଙ୍କୁ କହିବା ସେହି ଭାଗ୍ୟଶାଳି ରାଶିଗୁଡିକ କଣ କଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ l

ପ୍ରଥମ ରାଶି,ମେଷ ରାଶି : –ସବୁ ଠାରୁ ପ୍ରଥମେ ମେଷ ରାଶିର ଆସେ l ଏହି ରାଶିର ଲୋକ ଙ୍କର ଜୀବନ ରେ ବଡ ଓ ଭଲ ପରିବର୍ତ୍ତନ ଦେଖା ଦେଉଛି l ଏହି ପରିବର୍ତ୍ତନ କାରଣରୁ ବହୁତ ବଡ ଲାଭ ହେବ l ଆସୁଥିବା ସମୟରେ ନିଜ ରାଗ ଉପରେ କଣ୍ଟ୍ରୋଲ୍ ରଖନ୍ତୁ l ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ l ଓ ଧନରେ ବହୁତ ବୃଦ୍ଧି ହେବ ।

ଦ୍ୱିତୀୟ ରାଶି,ମିଥୁନ ରାଶି : ମିଥୁନ ରାଶିର ସବୁ ଅଧୁରା କାମ ପୁରା ହେବ l ଯେଉଁ କାର୍ଯ୍ୟରେ ଆପଣ ବହୁତ ସମୟରୁ ସଫଳତା ହାସିଲ୍ କରିବାକୁ ଚେଷ୍ଟିତ ଅଛନ୍ତି l ତାହା ସଫଳତା ମିଳିବ l ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସଂବନ୍ଧି ଟିକିଏ ସାବଧନତା ରହିବାର ଅଛି l କିନ୍ତୁ ଧନ ବୃଦ୍ଧିର ପୁରା ଯୋଗ ରହୁଛି l ବେପାରରେ ଲାଭ ହୋଇପାରେ ।

ତୃତୀୟ ରାଶି,କର୍କଟ ରାଶି : କର୍କଟ ରାଶିର ଲୋକଙ୍କର ଯଦି ଲମ୍ବା ସମୟ ରୁ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧା ଅଛି ତେବେ ତାହା ଭଲ ହୋଇଯିବ l   ଏହା ସହ ଆପଣଙ୍କ ପରିଶ୍ରମର ଫଳ ମିଳିବ l ହଠାତ ଧନର ପ୍ରାପ୍ତି ହୋଇପାରେ । ଆପଣଙ୍କ ଲମ୍ବା ସମୟରୁ ଚାଲି ଆସୁଥିବା ପୀଡାରୁ ମୁକ୍ତି ମିଳିବ ।

ଚତୁର୍ଥ ରାଶି,କନ୍ୟା ରାଶି : ଏହି କନ୍ୟା ରାଶିର ଲୋକଙ୍କ ପାଇ ବହୁତ ଶୁଭ ସମୟ ଅଛି l ଗୋଟେ ପଟେ ତାଙ୍କୁ ସୁଖ ଓ ସମୃଦ୍ଧି ମିଳିବ l ସେମିତି ଅନ୍ୟପଟେ ବେପାରରେ ବହୁତ ଲାଭପ୍ରାପ୍ତି ହେବାର ଅଛି l କହିବାକୁ ଗଲେ ଆସୁଥିବା ସମୟ ଭଲରେ କଟିବାର ଅଛି ।

ପଞ୍ଚମ ରାଶି,କୁମ୍ଭ ରାଶି : ଏହି କୁମ୍ଭ ରାଶିର ଲୋକ ମାନଙ୍କର ଜୀବନ ବହୁତ ଖୁସିମୟ ରହିବ l ଏହା ସହ ଯେଉଁ କାର୍ଯ୍ୟ ବି କରୁଛନ୍ତି ସେଥିରୁ ଫାଇଦା ପାଇବେ l ମା ଲକ୍ଷ୍ମୀଙ୍କର କୃପା ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।