ମିଥୁନ ଚକ୍ରବର୍ତ୍ତୀ ୨୪ ବର୍ଷ ପୂର୍ବରୁ ଏହି ଝିଅକୁ ଅଳିଆ ଗଦାରୁ ଉଠାଇ ଆଣିଥିଲେ, ଆଜି ସେହି ଝିଅ ଦେଖିବାକୁ ଏତେ ସୁନ୍ଦର ଏବଂ ହଟ୍ ଦେଖିଲେ ଫିଦା ହୋଇଯିବେ…

ସୋସିଆଲ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି ଫିଲ୍ମ୍ ଓ ଟିଭି ଇଣ୍ଡଷ୍ଟ୍ରି ର ହିରୋ ହିରୋଇନ୍ ମାନେ । ସେମାନେ ନିଜର ଲାଇଫ ଷ୍ଟାଇଲ , ଲଭ୍ ଲାଇଫ , ନିଜର ଡ୍ରେସ୍ , ଓ ନିଜର ଭିନ୍ନ ଭିନ୍ନ ପ୍ରକାର ର ରୁଚି ପାଇଁ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସବୁବେଳେ ଆକ୍ତିଭ ରହି ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି । ତେବେ ତାଙ୍କର ଏହି ସବୁ ତଥ୍ୟ କୁ ମିଡ଼ିଆ ମଧ୍ୟ ସାଧାରଣ ଜନତା ଙ୍କ ସମ୍ମୁଖ କୁ ଆଣି ଥାଆନ୍ତି ।

ଏହା ସହିତ ହୋରୋ ହିରୋଇନ୍ ମାନେ ନିଜର ସନ୍ତାନ ମାନଙ୍କ ପାଇଁ ମଧ୍ୟ ପ୍ରାୟ ସମୟ ଚର୍ଚ୍ଚା ରେ ରହି ଥାଆନ୍ତି। ଆଉ ଏମିତି ଆମେ ଦେଖିଛେ ଯେ ହିରୋ ହିରୋଇନ୍ ମାନଙ୍କ ପିଲା ମାନେ ମଧ୍ୟ ଇଣ୍ଡଷ୍ଟ୍ରି ରେ ନିଜର ଅଭିନୟ ଦେଖାଇ ସାରିଛନ୍ତି ।

ତେବେ ଆଜି ଆମେ ଏମିତି ଏକ ହିରୋ ଙ୍କ ଓ ତାଙ୍କ ଝିଅ ବିଷୟ ରେ ଆଲୋଚନା କରିବା ପାଇଁ ଯାଉଛୁ ଯିଏ ବଲିଉଡ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଏକ ମେରୁଦଣ୍ଡ ବୋଲି କୁହାଯାଏ। ସେ ଜଣଙ୍କ ଆଉ କେହି ନୁହନ୍ତି ବଲିଉଡ୍ ର ସୁପର ଷ୍ଟାର୍ ମିଥୁନ ଚକ୍ରବର୍ତ୍ତୀ ।ତେବେ ବର୍ତ୍ତମାନ ଚର୍ଚ୍ଚା ବିଷୟ ମିଥୁନ ନୁହନ୍ତି ବରଂ ତାଙ୍କ ଝିଅ ।ଏବେ ଏବେ ଗଣ ମାଧ୍ୟମ ରେ ଚର୍ଚ୍ଚା ର ବିଷୟ ଆସିଚି ଯେ ମିଥୁନ ଚକ୍ରବର୍ତ୍ତୀ ଙ୍କ ଝିଅ ଏବେ ବହୁତ ବଡ଼ ହୋଇ ଯାଇଛନ୍ତି ଓ ଖୁବ୍ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ଓ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ଦେବାକୁ ଯାଉଛନ୍ତି।

ତେବେ ଜଣାଇ ଦେଉଛୁ ଯେ ସୁପର୍ ଷ୍ଟାର୍ ଙ୍କ ମିଥୁନ ଚକ୍ରବର୍ତ୍ତୀ ଙ୍କ ଝିଅ ର ନାମ ଦିଶାନି ଅଟେ ଆଉ ସେ ବର୍ତ୍ତମାନ 24 ବୟସ ର ଯୁବତୀ ଅଟନ୍ତି । ସେ ବର୍ତ୍ତମାନ ଖୁବ୍ ସୁନ୍ଦର୍ ଦେଖାଯିବା ସହିତ ବହୁତ୍ ବୋଲ୍ଡ ଓ ହଟ୍ ଲାଗୁ ଅଛନ୍ତି । ପିଲା ଦିନରୁ ତାଙ୍କର ଲକ୍ଷ ଥିଲା ଯେ ସେ ବଡ଼ ହୋଇ ଏକ ସଫଳ ଅଭିନେତ୍ରୀ ହେବେ ଯେଉଁଥି ପାଇଁ ସେ ନିୟୁୟର୍କ ଆକ୍ଟ୍ ସ୍କୁଲରେ ଅଭିନୟ ଶିଖୁଥିଲେ ଓ ସେଇଠୁ ହିଁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ତେବେ ସେ ଅଭିନୟ କ୍ଷେତ୍ର ରେ ବହୁତ୍ ଆଗରେ ଅଛନ୍ତି ଓ ବର୍ତ୍ତମାନ ଅଭିନୟ ଜଗତ ରେ କାମ କରିବାକୁ ଯାଉଛନ୍ତି । ଯଦି ଆମେ ମିଥୁନ ଚକ୍ରବର୍ତ୍ତୀ ଙ୍କ ବିଷୟ ରେ କହିବା ତେବେ ତାଙ୍କର ଆଉ ରି ତିନୋଟି ପୁଅ ସନ୍ତାନ ଅଛନ୍ତି ଆଉ ଦିସାନି ତାଙ୍କ ଏକ ମାତ୍ର ଝିଅ ଅଟେ । କିଛି ରିପୋର୍ଟ ର ସୂଚନା ଅନୁସାରେ ଦିସାନୀ ମିଥୁନ ଙ୍କ ନିଜ ଝିଅ ନୁହନ୍ତି  ।

ସେ ତାଙ୍କର ପୋଷ କନ୍ୟା ଅଟନ୍ତି ଯାହାକୁ ମିଥୁନ 24 ବର୍ଷ ପୂର୍ବେ ଅଳିଆ ଗଦା ରୁ ଉଠାଇ ଆଣିଥିଲେ। ତେବେ ବର୍ତ୍ତମାନ ସେହି ଝିଅ ଏବେ ବଡ଼ ହୋଇ ବହୁତ୍ ସୁନ୍ଦର ଦେଖା ଯାଉଛି ଓ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ ପାଦ ଦେବାକୁ ଯାଉଛି। ମିଥୁନ ଙ୍କ ଏହି କାର୍ଯ୍ୟ ରେ ତାଙ୍କ ପତ୍ନୀ ୟୋଗିତା ତାଙ୍କୁ ବହୁତ୍ ସପୋର୍ଟ କରିଥିବାର ମିଥୁନ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।