Breaking News –ମିଡ଼ିଆ ଆଗରେ ମିନତୀ ବହିଦାରଙ୍କ ଚାଞ୍ଚଲ୍ୟକର ବୟାନ , ନଵ ଦାସଙ୍କ ହତ୍ୟା ଘଟଣାରେ କହିଲେ ଏମିତି କଥା !!ଦେଖନ୍ତୁ Video .

ଅନେକ ସମୟରେ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଘଟଣା ଭାଇରାଲ ହୋଇ ଥାଏ ଆଉ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସିଥାଏ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ଆପଣ ତ ଜାଣିଛନ୍ତି ଏହି ମାସେ ପୂର୍ବରୁ ନବ ଦାସ ଙ୍କର ହତ୍ୟାକାଣ୍ଡ କୁ ନେଇ ସୋସିଆଲ ମିଡ଼ିଆ ରେ କେତେ ଯେ ଚର୍ଚ୍ଚା ଚାଲି ଥିଲା | ଯାହାକି ଏସଆଇ ଗୋପାଳ ଦାସ ଏକ କାର୍ଯ୍ୟକ୍ରମ ର ଭିଡ଼ ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଉପରେ ଗୁଳି ମାଡ଼ କରି ଥିଲେ ଆଉ ପରେ ହସ୍ପିଟାଲ ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା | ତେବେ ବର୍ତ୍ତମାନ ସମୟରେ ଗୋପାଳ ଦାସ ଙ୍କୁ ଝାରସୁଗୁଡା ର ଜେଲ ରେ ରଖା ଯାଇଛି |

ତେବେ ଏହି ହତ୍ୟା କୁ ନେଇ ଗୋପାଳ ଦାସ ଙ୍କୁ କେହି କେହି ସମର୍ଥନ କରୁଥିବା ବେଳେ ଆଉ କିଛି ଖୁବ ବିରୋଧ ମଧ୍ୟ କରିଛନ୍ତି | ସେହିଭଳି ଭାବରେ ଏକ ମହିଳା ମିଡ଼ିଆ ସାମ୍ନା ରେ କହିଛନ୍ତି କି ଏହି ନେତା ଜଣେ ଖୁବ ଖରାପ ଲୋକ ଥିଲେ ଆଉ ଗୋପାଳ ଦାସ ତାକୁ ଯଦି ନ ମାରି ଥାଆନ୍ତା ତେବେ କେହି ନା କେହି ତାକୁ ହତ୍ୟା କରିଥାନ୍ତା |

ତେବେ ମନ୍ତ୍ରୀ ଙ୍କ ହତ୍ୟା କୁ ନେଇ ଏହି ମହିଳା ଜଣଙ୍କ କଣ କହିଛନ୍ତି ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା | ଏହି ଘଟଣା କୁ ନେଇକି ମିନତୀ ବହିଦାର କହିଛନ୍ତି କି ଯାହା ହେଇଛି ଭଲ ହୋଇଛି କାରଣ ସେ ଜଣେ ଖରାପ ମନ୍ତ୍ରୀ ଥିଲେ | ଆଉ ଯିଏ ସାଂସଦ ରେ ବସିକି ବ୍ଲୁ ପିକ୍ଚର ଦେଖୁଛି ସେ କେମିତି ଜଣେ ଭଲ ନେତା ହୋଇ ପାରିବ |

ତାହା ସହିତ ମୀନତି କହିଛନ୍ତି କି ସେ ଅନେକ ମହିଳା ଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି, ତାହା ସହିତ ସେ ଝାଡ଼ସୁଗୁଡା କୁ ଆସିକି ସେଠାରେ ସରକାରୀ ଜମି କୁ ମଧ୍ୟ ମାଡ଼ିକି ବସିଥିବା କଥା କହିଛନ୍ତି |

 

ମିନତୀ ବହିଦାର କହିଛନ୍ତି କି ନବ ଦାସ ଙ୍କର ଝିଅ ମଧ୍ୟ ଜଣେ ଚଣ୍ଡାଳୁଣୀ ଅଟନ୍ତି ଆଉ ସେ ଶାସନ ଭାର ଗ୍ରହଣ କରିଲେ ଅଣ ଓଡ଼ିଆ ମାନେ ଆସି ରାଜୁତି କରିବେ ବୋଲି କହିଛନ୍ତି | ଆଉ ତାହା ସହିତ ସେ କହିଛନ୍ତି କୁ ଓଡିଶା ବାସୀ ମଧ୍ୟ ନବ ଦାସ ଙ୍କର ମୃତ୍ୟୁ କୁ ନେଇ ବହୁତ ଖୁସି ଅଛନ୍ତି | କାରଣ 2024 ରେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଥାନ୍ତା ଆଉ ସେ ପାଣ୍ଡିଆନ କୁ ମାରି ଦେଇଥାନ୍ତା ତେଣୁ କରି ସେଥିପାଇଁ ଏଭଳି କିଛି ହୋଇଛି | ମିନତୀ ବହିଦାର ଙ୍କର ଏଭଳି କିଛି କଥା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |