New Twist – ନବ ଙ୍କୁ ଗୁଳିମାଡ଼ର live ଦୃଶ୍ୟ – ଗୋପାଳ ମାରିବା ବେଳେ ଆଖିଜଳୁଛି,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ଆପଣ ତ ଜାଣିଛନ୍ତି ମନ୍ତ୍ରୀ ନବଦାସ ଙ୍କ ହତ୍ୟାକାଣ୍ଡ ପରେ ଏବେ ସେହି ଘଟଣା ହିଁ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହେଉଛି | ତେବେ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ ରେ ଆଉ ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି |
ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଗୋପାଳ ଦାସ ଦୁଇ ହାତରେ ବନ୍ଧୁକ କୁ ଜାବୁଡ଼ି ଧରିଛି ଆଉ ସିଧା ଛାତି ପାଖରେ ଥୋଇ ଜୋସ ରେ ବନ୍ଧୁକ କୁ ମୁଠାଇ ଧରିଛି ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି | ଫଟୋ ଦେଖିଲେ ଆପଣ ଜାଣି ପାରିବେ କି ଯେତେ ବେଳେ ବନ୍ଧୁକ ର ଟିଗର ଗୋପାଳ ଦାସ ଦବାଉଛି ସେତେ ବେଳେ ହାତର ର ଶିର ଗୁଡ଼ିକ ବି ଟାଣି ହୋଇ ଯାଉଛି |
ଆଉ ଗୋପାଳ ବନ୍ଧୁକ କୁ ଏତେ ଟାଣି ହୋଇକି ଧରିଛି ଯେ ତାର ବେକର ଶିରା ପ୍ରଶିରା ବି ବାହାରି ପଡ଼ୁଛି, ମୁହଁରେ ମାଂସ ପେଶୀ ବି ଟାଣି ହୋଇ ଯାଉଛି ଆଉ ମୁହଁରେ ନିର୍ବିଘତା ର ଭାବନା ସ୍ପଷ୍ଟ ଦେଖୁ ହେଉଛି |
ଆଉ ଲକ୍ଷ୍ୟ ହେଉଛି ଗୋଟିଏ କି ଆଜି ଯେମିତି ବି ହେଉ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରି ମାରିବେ | ଏହା ହେଉଛି ସେହି ଦିନର ଫଟୋ ଯେଉଁ ଦିନ ଗୋପାଳ ସର୍ବ ସମ୍ମୁଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରି ଗୋପାଳ ଦାସ ହତ୍ୟା କରିଥିଲା ଯିଏ କି ଏବେ ଚୌଦ୍ୱାର ଜେଲରେ ଅଛି |
ଯାହାର ଏବେ ମାନସିକ ଅବସ୍ଥା କୁ ଯାଞ୍ଚ କରାଯାଉଛି କିନ୍ତୁ ସବୁଠୁ ବଡ଼ କଥା ହେଉଛି ଆପଣ ଦେଖୁ ଥିବା ଏହି ଫଟୋ ଟି ଏବେ ଏବେ ଭାଇରାଲ ହେଉଛି | ସବୁଆଡେ ଚର୍ଚ୍ଚା ଚାଲିଥିଲା କି ମନ୍ତ୍ରୀ କୁ ଗୋପାଳ ମାରିବାର କୌଣସି ଭିଡ଼ିଓ ନାହିଁ କି ଫଟୋ ନାହିଁ କିନ୍ତୁ ଏବେ ପୁରା ସ୍ପଷ୍ଟ ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଏ ମୋବାଇଲ କୁ ସେ ମୋବାଇଲ ଘୁରି ବୁଲୁଛି |
ତେବେ ଏହି ଫଟୋ ହିଁ ସ୍ପଷ୍ଟ କରୁଛି କି ଚୌଦ୍ୱାର ଜେଲ ରେ ଥିବା ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉ ଥିବା ଏସଆଇ ବହିସ୍କୃତ ଗୋପାଳ ଦାସ ହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଛି |
ତେବେ ଦେଖିବା ପାଇଁ ବାକି ରହିଲା କି ମନ୍ତ୍ରୀ ନବଦାସ ଙ୍କ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଙ୍କ ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ନିଆ ଯାଉଛି | ତେବେ ଏଭଳି କିଛି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।