ମହାଶିବରାତ୍ରୀ (18 February) ଦିନ ଖାଇ ନିଅନ୍ତୁ ଏହି ୧ଜିନିଷ ପୂରା ବର୍ଷ ଧନର ବର୍ଷା ହେବ
ମହା ଶିବରାତ୍ରି ଦିନ ଆପଣ ଏହି ଗୋଟିଏ ଜିନିଷ ଖାଇ ନିଅନ୍ତୁ ଦେଖିବେ ଆପଣଙ୍କ ପୁରା ବର୍ଷ ଧନର କମ ହେବ ନାହିଁ। ଜମେଇକି ଟଙ୍କା ଆସିବାକୁ ଲାଗିବ। ଏହି ବର୍ଷ ମହା ଶିବରାତ୍ରି ୧୮ ଫେବୃଆରୀ ଶନିବାର ଦିନ ପାଳନ କରାଯିବ। ଏହି ଦିନରେ ବହୁତ ସାରା ଶୁଭ ସୁଯୋଗ ନିର୍ମାଣ ହେବାକୁ ଯାଉଛି। କେତେକ ଗ୍ରହ ମାନଙ୍କର ମିଳନ ରୁ ଏହି ଦିନ କେତେକ ରାଜଯୋଗ ଓ ଧନ ଯୋଗର ନିର୍ମାଣ ମଧ୍ୟ ବନୁଅଛି ଏବଂ ଏହି ଦିନରେ ସିଦ୍ଧି ନାମକ ଯୋଗ ମଧ୍ୟ ବନୁଅଛି।
ଏହି ଦିନ ବହୁତ ପବିତ୍ର ଦିନ ଅଟେ। ଭଗବାନ ଶିବଙ୍କୁ ମହା ଶିବରାତ୍ରି ବହୁତ ପ୍ରିୟ ଅଟେ ଏବଂ ଏହି ଦିନ ଯଦି ଆପଣ ଏହି ଗୋଟିଏ ଜିନିଷ ଖାଇ ନିଅନ୍ତି ତାହେଲେ ଆପଣଙ୍କୁ ଧନ ଜନିତ ସମସ୍ୟା ରେ ଆପଣଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଜୀବନରେ ଧନ ସମୃଦ୍ଧି ଆସିବାକୁ ଲାଗିବ ଏବଂ ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ସର୍ବଦା ଲାଗି ରହିବ।ଏହି ଦିନରେ ଆପଣ କିଛି କରନ୍ତୁ ବା ନ କରନ୍ତୁ କିନ୍ତୁ ମହା ଶିବରାତ୍ରି ଦିନ ଏହି ଫଳକୁ ନିଶ୍ଚୟ ଖାଇ ନିଅନ୍ତୁ। ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ମହା ଶିବରାତ୍ରି ର ବହୁତ ମହତ୍ତ୍ୱ ରହିଛି। ଏହି ପର୍ବ ଫଗୁଣ ମାସ କୃଷ୍ଣପକ୍ଷ ର ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ।
ମାନାଯାଏ ଏହି ଦିନ ପ୍ରକାଶ ରୂପରେ ଭଗବାନ ଶିବ ପ୍ରକଟ ହୋଇଥାନ୍ତି ଏବଂ ଭଗବାନ ଶିବ ମାତା ପାର୍ବତୀଙ୍କ ସହ ଏହି ଦିନ ବିବାହ ହୋଇଥିଲା। ଯଦି ଏହି ଦିନ ପୂଜାପାଠ କରୁଛନ୍ତି ତାହେଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ବହୁତ ସାରା ସୁଖ ସମୃଦ୍ଧି ଭରି ରହିଥାଏ। କିନ୍ତୁ ଅଜାଣତରେ କିଛି ଏମିତି ଭୁଲ କରିଥାଉ ଯାହା ପୂଜାରେ ମିଳିବା ପୁଣ୍ୟ ବଦଳରେ ପାପୀର ଭାଗୀଦାର ହୋଇଥାଉ।
ଯେବେବି ଆପଣ ଶିବ ମନ୍ଦିର ଯାଉଛନ୍ତି ଭଗବାନ ଶିବଙ୍କ ଲିଙ୍ଗରେ ଜଳ ଅର୍ପଣ ଯେଉଁ କରିଥାନ୍ତି ସେହି ଜଳ ମନ୍ଦିରରୁ ଯେଉଁ ବାହାରକୁ ଯାଇଥାଏ ତ ତାହାକୁ ଆପଣ କେବେବି ଡେଇଁବା ଉଚିତ୍ ନୁହେଁ। ତାହାକୁ ଆମେ ଜଳହରି କହିଥାଉ। ଏହାକୁ ଡେଇଁବା ଦ୍ୱାରା ବହୁତ ଦୋଷ ଲାଗିଥାଏ।ଆପଣଙ୍କ ଦେହ ଅସୁସ୍ଥ ମଧ୍ୟ ହୋଇପାରେ। ଦ୍ୱିତୀୟରେ ଶିବଙ୍କ ମନ୍ଦିରରେ ସମ୍ପୂର୍ଣ୍ଣ ପରିକ୍ରମା କରାଯାଇ ନଥାଏ। ଅଧା ପରିକ୍ରମା କରାଯାଇଥାଏ।
ଭଲରେ ବି ତୁଳସୀ ପତ୍ର ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ। ଆପଣ ଯେବେବି ଶିବଙ୍କ ପୂଜା କରିବେ ତା ସହିତ ପାର୍ବତୀଙ୍କର ମଧ୍ୟ ପୂଜା କରନ୍ତୁ। ଆପଣଙ୍କୁ ଦୁଇ ଜଣଙ୍କର କୃପା ପ୍ରାପ୍ତି ହେବ। ବିନା ବେଲ ପତ୍ରରେ ଯଦି ଆପଣ ପୂଜା କରନ୍ତି ତାହେଲେ ଆପଣଙ୍କ ପୂଜା ଅଧୁରା ରହିଯାଏ। ଏପରି କରିବା ଦ୍ୱାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଏହାଦ୍ୱାରା ଜୀବନରେ କେବେବି ଧନର କମ୍ ହୋଇ ନଥାଏ।