ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ ! ମେନ୍ୟୁ କାର୍ଡରେ ଆଇଟମ ଦେଖୁଛି ମାଙ୍କଡ, ହାତରେ ଧରି ଏମିତି ପଢ଼ୁଛି ଯେ ଭିଡିଓ ଦେଖି ଆପଣ ବି ହସି ହସି ହୋଇଯିବେ ବେଦମ…..

ଆଜିକାଲି ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ବି ହେଉଥିବେ ଏବଂ କିଛି ଏମିତି ଭିଡିଓ ରହିଛି ଯାହାକୁ ଦେଖିଲେ ଆପଣ ହସି ହସି ମଧ୍ୟ ଗଡ଼ିଯିବେ। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଏକ ମାଙ୍କଡ ର ଏକ ଭିନ୍ନ କାର୍ଯ୍ୟ କଲାପ ଦେଖିବାକୁ ମିଳିଛି।

ରେଷ୍ଟୁରାଣ୍ଟ ରେ କେମିତି ହେଉଛି ଏହି ମାଙ୍କଡ ଟି ଥରେ ଦେଖନ୍ତୁ।ଏହି ଭାଇରାଲ ହୋଇଥିବା ଭିଡିଓ ଟି ଏତେ ମଜାଦାର ହୋଇଛି ଯେ ଆପଣ ଥରେ ବିଶ୍ୱାସ କରନ୍ତୁ ଯେ ଏହି ଭିଡ଼ିଓ ଟିକୁ ଆପଣ ଦେଖି ସାରିବା ପରେ ଆପଣ ମଧ୍ୟ ନିଜ ହସକୁ ଅଟକାଇ ପାରିବେ ନାହିଁ।

ଏହି ଭିଡିଓ ରେ ଯେଉଁ ଭଳି ଢଙ୍ଗ ରେ ମାଙ୍କଡ ଟି ରେଷ୍ଟୁରାଣ୍ଟ ରେ ମେନ୍ୟୁ ପଢୁଛି ଏବଂ ପ୍ରତିକ୍ରିୟା ଦେଉଛି ତାହା ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ।ଏହି ଭିଡିଓ ରେ ମାଙ୍କଡ଼ର ପ୍ରତିକ୍ରିୟା ଏବଂ ମାଙ୍କଡ ଯାହା କରୁଛି ତାକୁ ଆପଣଙ୍କୁ ଦେଖିବାର କଥା ଆଉ ଶିଖିବାର କଥା ମଧ୍ୟ। ଏହି ଭିଡିଓରେ ମାଙ୍କଡ କରୁଥିବା ଆକ୍ଟିଭିଟିକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି କାରଣ ଏହା ସାଧାରଣରେ ଚର୍ଚ୍ଚା ର ବିଷୟବସ୍ତୁ।

ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ମାଙ୍କଡ ଟି ଗୋଟିଏ ଗିଫ୍ଟ କୁ ଖୋଲୁଛି ଏବଂ ଏହାକୁ ଦେଖି ବହୁତ୍ ଖୁସି ହୋଇ ଯାଉଛି। ଏହାପରେ ଗିଫ୍ଟ କୁ ଦେଖି ସେ ଆରାମ ରେ ବେଡ୍ ଉପରେ ବସି ଖୋଲୁଛି। ଗିଫ୍ଟ ରେ ସେ ବୋତଲ ଦେଖିବାକୁ ପାଇ ଆହୁରି ଖୁସି ହେଇ ଯାଉଛି। ଏହାପରେ ସେ ବୋତଲ ର କେପ ଖୋଲିବାକୁ ମଧ୍ୟ ଚେଷ୍ଟା କରୁଚି।

ସବୁଠୁ ମଜାଦାର କଥା ହେଉଚି ଯେ, ଯେତେବେଳେ ମାଙ୍କଡଟି ବୋଟଲ୍ ର କେପ୍ ଟି ଖୋଲୁଛି ସେତେବେଳେ ସେ ଏପଟେ ସେପଟେ ଅନାଉଛି।ଏହା ପରେ ଅତି ସୁନ୍ଦର ଭାବରେ ମଜାଳିଆ ଢଙ୍ଗରେ ସେ ମାନୁଆଲ୍ ବୁକ୍ କୁ ହାତରେ ଧରି ପଢିବାକୁ ଲାଗୁଚି। ଯେମିତି ଲାଗୁଚି ଯେ ସେ ମାନୁଆଲ ବୁକ୍ ରେ ଥିବା ମେନ୍ୟୁ କୁ ପଢି ବୁଝି ପାରୁଛି। ତାର ବେଗଭଙ୍ଗି ଦେଖି ବହୁତ୍ ମଜା ଲାଗୁଛି।

କାରଣ ସେ ମଣିଷ ଭଳି ଏପରି ଭାବରେ ମାନୁଆଲ ବୁକ୍ କୁ ଧରି ଅନାଉଚି ଯେମିତି ସେ ଏହାକୁ ପଢି ବୁଝି ପାରୁଚି ଓ ମେନ୍ୟୂ କୁ ଉପଭୋଗ କରିବା ଭଳି ପ୍ରତିକ୍ରିୟା ମଧ୍ୟ ଦେଉଛି ଯାହା ଅତି ମଜାଦାର ଲାଗୁଛି।

ତେବେ ଏହି ମଜାଦାର ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକେ ଏହାକୁ ଦେଖି ବହୁତ୍ ମଜା ନେଇଛନ୍ତି ଏବଂ ସେମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଭିଡିଓ ଟି ସେୟାର ହେବା ପରେ ଏବେ ପର୍ଯ୍ୟନ୍ତ ଏହି ଭିଡିଓ କୁ ୧୦ ଲକ୍ଷରୁ ଅଧିକ ଭିଉ ମିଳି ସାରିଲାଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।