କାହିଁକି ମ୍ୟାନ ଅଫ୍ ଦି ସିରିଜ ନଟରାଜନ ଙ୍କୁ ଦେଲେ ହାର୍ଦିକ ପାଣ୍ଡ୍ୟା, ଜାଣନ୍ତୁ ଭିତିରି ରହସ୍ୟ….
କାହିଁକି ଏମିତି କଲେ ହାର୍ଦିକ ପାଣ୍ଡିୟା। ନଟରାଜନ ଙ୍କୁ କାହିଁକି ନିଜର ମାନକ୍ତି ସିରିଯ ଟ୍ରଫି କାହିଁକି ଦେଲେ ହାର୍ଦିକ ପାଣ୍ଡ୍ୟା । ମ୍ୟାଚ ସରିବା ପରେ ଏହି ଜିନିଷ କୁ ନେଇ ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠିଥିଲା । ଆଉ ମ୍ୟାଚ୍ ସରିବା ପରେ ହାର୍ଦିକ ପାଣ୍ଡ୍ୟା ଏମିତି କରିଛନ୍ତି ଯାହାକୁ ସମସ୍ତେ ଦେଖି ପ୍ରଶଂସା ନକରି ରହି ପାରୁ ନାହାଁନ୍ତି । ତେବେ ହାର୍ଦିକ ପାଣ୍ଡ୍ୟା କାହିଁକି ନିଜର ଟ୍ରଫି ଦାନ କରି ଦେଲେ ଏନେଇ କଣ କହିଛନ୍ତି ହାର୍ଦିକ ପାଣ୍ଡ୍ୟା । ତେବେ ଏହି ସମ୍ପର୍କ ରେ କଣ କହିଛନ୍ତି ହାର୍ଦିକ ପାଣ୍ଡ୍ୟା ଆସନ୍ତୁ ଜାଣିବା ;
ତୃତୀୟ ଟି-20 ରେ ଅଷ୍ଟ୍ରେଲିଆ ୧୨ ରନ୍ ରେ ଭାରତ କୁ ପରାସ୍ତ କରି ସିରିଜ୍ ରେ ଏକମାତ୍ର ବିଜୟ ହାସଲ କରିଛି । ଯଦିଓ ଭାରତୀୟ ଦଳ ତୃତୀୟ ଟି ତ୍ୱେଣ୍ଟି ମ୍ୟାଚ୍ ସାରି ସାରିଛି କିନ୍ତୁ ଶିରିଜ୍ ହତେଇବାରେ ସଫଳ ହୋଇ ଅଛି । ଟି ତ୍ଵନ୍ତି ଶିରିଜ୍ ଜିତିବା ପରେ ହାର୍ଦିକ ପାଣ୍ଡ୍ୟା ନିଜର ମ୍ୟାନ ଅଫ୍ ଦ ଶିରିଜ ଟ୍ରଫି କୁ ଟି ନତରାଜନ ଙ୍କୁ ଦେଇଛନ୍ତି । ଏହା ପରେ ହାର୍ଦିକ ପାଣ୍ଡ୍ୟା ତ୍ୱିତ୍ କରି ନତରାଜନ ଙ୍କୁ ମ୍ୟାନ ଅଫ୍ ଦ ସିରିଜ ର ଯୋଗ୍ୟ ବୋଲି କହିଛନ୍ତି ।
ତେବେ ହାର୍ଦିକ ପାଣ୍ଡ୍ୟା ଟୁଇଟ କରି କହିଛନ୍ତି ତୁମେ ହିଁ ମ୍ୟାଚ୍ ରେ ସବୁଠୁ ଭଲ ପ୍ରଶଂସା ଜନକ ପ୍ରଦର୍ଶନ କରିଛ । ତେବେ ତୁମେ ପ୍ରମାଣ କରିଛ ଯେ ତୁମର କଠିନ ପରିସ୍ଥିତି ରେ ତୁମର ଡ଼େବ୍ୟୁ ସିରିଯ ପ୍ରଦର୍ଶନ କରି ତୁମେ କେତେ ପରିଶ୍ରମ କରିଛ। ତୁମର ଏହି ସଫଳତା ତୁମର କଠିନ ପରିଶ୍ରମ ର କାହାଣୀ କହି ଥାଏ।
ଏହା ସହିତ ହାର୍ଦିକ ପାଣ୍ଡ୍ୟା ଆହୁରି ମଧ୍ୟ ନତରାଜନ କୁ ଲେଖିଛନ୍ତି ଯେ ତୁମେ ହିଁ ମୋର ଭାଇ ଆଉ ତୁମେ ହିଁ ପ୍ରକୃତ ରେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ । ସୋସିଆଲ ମିଡ଼ିଆ ରେ ହାର୍ଦିକ ପାଣ୍ଡ୍ୟା ଙ୍କ ର ଏହି ଆଚରଣ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି । ତିନି ମ୍ୟାଚ୍ ଶିରିଯ ରେ ନତରାଜନ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୬ ଟି ୱିକେଟ ନେବାର ସଫଳ ହୋଇଛନ୍ତି । ଟି ତ୍ଵେନ୍ତି ସୀରିଜ୍ ରେ ମଧ୍ୟ ନତରାଜନ ସର୍ବାଧିକ ୱିକେଟ ନେବାର ସଫଳ ହୋଇ ଥିଲେ ।
ଏଥି ସହିତ ହାର୍ଦିକ ତିନୋଟି ମ୍ୟାଚ୍ ବିଶିଷ୍ଟ ତିନୋଟି ସିରିଯ ରେ ୧୫୬ ରନ୍ କରିଛନ୍ତି । ତେବେ ମ୍ୟାଚ୍ ଶେଷ ରେ ହାର୍ଦିକ ପାଣ୍ଡ୍ୟା ଜାଣି ଥିଲେ ଯେ ଶେଷରେ ନତରାଜନ ହିଁ ମ୍ୟାନ ଅଫ୍ ଦି ସିରିଯ ପାଇବେ । ହେଲେ ହାର୍ଦିକ ପାଣ୍ଡ୍ୟା ଙ୍କୁ ଏହି ମ୍ୟାନ ଅଫ୍ ଦି ସୀରିଜ ର ପୁରସ୍କାର ମିଳି ଥିବାରୁ ସେ ଏହାକୁ ଏହାର ପ୍ରକୃତ ଅଧିକାରୀ ଙ୍କୁ ଦେଇଛନ୍ତି । ହାର୍ଦିକ ପାଣ୍ଡ୍ୟା ଙ୍କ ର ଏମିତି ଆଚରଣ ପ୍ରଶଂସକ ମାନଙ୍କ ମନରେ ତାଙ୍କ ପାଇଁ ଆହୁରି ସମ୍ମାନ ନେଇ ଆସିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।