ହେ ପ୍ରଭୁ ! ମାତ୍ର ଏତିକି ଟଙ୍କା ରେ ଦେହ ବେପାର କରୁଛନ୍ତି ବଲିଉଡ୍ ଅଭିନେତ୍ରୀ ଓ ଟିଭି ସିରିଏଲ ଅଭିନେତ୍ରୀ…..
ସେକ୍ସ୍ ରାକେଟ ରେ ଧରା ପଡିଛନ୍ତି ବଲିଉଡ୍ ଅଭିନେତ୍ରୀ ଓ ବେଲି ଦ୍ୟାଂସର୍ । କେବଳ ଏତିକି ନୁହେଁ ଟିଭି ସିରିଏଲ ଅଭିନେତ୍ରୀ ମଧ୍ୟ ଏହି ଅପରେସନ ରେ ଧରା ପଡିଛନ୍ତି । ମୁମ୍ବାଇ ର ଉପକଣ୍ଠ ଗୁରିଗାଓଁ ରେ ଥିବା ଫାଇବ ଷ୍ଟାର୍ ହୋଟେଲ୍ ରେ ଗତ ଶୁକ୍ରବାର ଦିନ ବିଳମ୍ବିତ ରାତି ରେ କ୍ରାଇମବ୍ରାଞ୍ଚ ଟିମ୍ ଫାଇବ ଷ୍ଟାର୍ ହୋଟେଲ୍ ରେ ଚଢ଼ାଉ କରିଥିଲା ।
ତେବେ ପାଇବ ଷ୍ଟାର୍ ହୋଟେଲ୍ ରେ ଏମିତି କାମ ହେଉଥିବାର ଦେଖି ଲୋକ ମାନେ ସମ୍ବେଦନଶୀଳ ପ୍ରକାଶ କରିଛନ୍ତି । ଏହି ହାଇ ପ୍ରୋଫାଇଲ୍ ର ହିରୋଇନ୍ ମାନେ ପଇସା ନେଇ ଏମିତି କାମ କରୁଥିଲେ ।
ଏହି ହାଇ ପ୍ରୋଫାଇଲ୍ ସେକ୍ସ୍ ରାକେଟ ର ପରଦାଫସ କରିବା ପାଇଁ ଓ ଏହି ଅଭିନେତ୍ରୀ ମାନଙ୍କ ଅସଲ ଚେହେରା ପଦା ରେ ପକାଇବା ପାଇଁ ପୋଲିସ ଏକ ପ୍ଲାନ ପ୍ରସ୍ତୁତ କରି ଥିଲା । ଯେଉଁଥିରେ ପୋଲିସ୍ କର୍ମଚାରୀ ମାନଙ୍କୁ ହୋଟେଲ୍ ପଠା ଯାଇଥିଲା । ସେମାନେ ହୋଟେଲ୍ ଯାଇ ସେକ୍ସ୍ ରାକେଟ ଡିଲର ମାନଙ୍କୁ ଭେଟି ଥିଲେ ।
ତେବେ ସେମାନେ ତାଙ୍କୁ ଭେଟିବା ପରେ ତାଙ୍କ ସହିତ ଡିଲ କରି ଫସାଇ ଥିଲେ ଓ ସେମାନଙ୍କ ସହିତ କିଛି ସମୟ କଥା ବାର୍ତ୍ତା କରିବା ସମୟ ରେ ସେମାନଙ୍କୁ ପୋଲିସ୍ ଘେରୋଇ କରି ନେଇଥିଲେ ଓ ସେମାନଙ୍କୁ ଧରିବା ରେ ସଫଳ ହୋଇ ଥିଲେ। ତେବେ ପୋଲିସ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଥିଲେ ଓ ସଙ୍ଗେ ସଙ୍ଗେ ସେଠାରେ ଥିବା ତିନି ଜଣ ମହିଳା ଙ୍କୁ ଗିରଫ ମଧ୍ୟ କରିଥିଲେ ।
ତେବେ ପୋଲିସ ର ସୂଚନା ଅନୁସାରେ ସେହି ତିନି ଜଣ ମହିଳା ମାନଙ୍କ ମଧ୍ୟରୁ ଜଣେ ବଲିଉଡ୍ ର ହାଇ ଫାଇ ଅଭିନେତ୍ରୀ ମଧ୍ୟ ଅଛନ୍ତି । ବର୍ତ୍ତମାନ ଏହି କେଶ ର ଭାଓଲେନ୍ସ କୁ ରୋକିବା ପାଇଁ ଅଭିନେତ୍ରୀ ଙ୍କ ନାମ ଗୋପନ ରଖିଛି ପୋଲିସ ।
ତେବେ ଅଧିକ ତଦନ୍ତ ରୁ ଜଣା ପଡିଛି ଯେ ପଇସା ପାଇଁ ଏହି ଅଭିନେତ୍ରୀ ମାନେ ବଡ଼ ବଡ଼ ହୋଟେଲ୍ ଯାଇ ସମ୍ପର୍କ ରଖି ଥାଆନ୍ତି। ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ମିଳିଥାଏ । ସୂଚନା ଅନୁସାରେ ବେଲି ଦ୍ୟାଂଶର ଓ ସିରିଏଲ ଅଭିନେତ୍ରୀ ମଧ୍ୟ ଏହି କାମ ରେ ଲିପ୍ତ ରୁହନ୍ତି ଓ ସେମାନେ ମଧ୍ୟ ଦେହ ବେପାର ପାଇଁ ମୋଟା ଅଙ୍କର ପଇସା ନେଇ ଥାଆନ୍ତି।
ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ସେ 10 ଲକ୍ଷ ଟଙ୍କା ଚାର୍ଜ ମଧ୍ୟ କରିଥିଲେ। କିନ୍ତୁ ପୋଲିସ ଠିକ୍ ସମୟ ରେ ଘଟଣାସ୍ଥଳ ରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ରେ ସକ୍ଷମ ହୋଇ ଥିଲା। ତେବେ ଏମାନେ ଏତେ ବଡ଼ ନାମ କରିଥିବା ସେଳିବ୍ରେଟି ହୋଇ ମଧ୍ୟ ମାତ୍ର କିଛି ଟଙ୍କା ପାଇଁ ଯେକୌଣସି ଲୋକ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।