ମାତ୍ର 2ଟି ଦିଆସିଲି କାଠିରେ ଯୁବକ ବନିଲେ ହେଲିକ୍ୟାପ୍ଟର ତାପରେ ହଠାତ୍ ଯାହା ହେଲା… 45 କୋଟିରୁ ଅଧିକ ଲୋକ ଦେଖିସାରିଲେନି
ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମେ ଦେଖିବାକୁ ପାଇଥାଉ, କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏ। ତେବେ ଏହିଭଳି ଏକ ମଜାଦାର ତଥା ଏକ୍ସପେରିମେଣ୍ଟାଲ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହା ବିଷୟ ରେ ଜାଣିଲେ ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗିବ।
ତେବେ ସୋସିଆଲ ମିଡ଼ିଆ ଜରିଆରେ ଆପଣ ମାନେ ଦେଶ ତଥା ଦେଶ ବାହାରର ଅନେକ କଥା ଜାଣିବାକୁ ପାଉଛନ୍ତି | ଆଉ ବହୁତ କିଛି ନୂଆ ନୂଆ କଥା ର ମଧ୍ୟ ଆପଣ ମାନଙ୍କୁ ସନ୍ଧାନ ମିଳୁଛି | ବର୍ତ୍ତମାନ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ହୁଏତ ପ୍ରଥମେ ବିଶ୍ୱାସ କରି ନ ପାରନ୍ତି କିନ୍ତୁ କଥା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ |
ଆଉ ଯେଉଁଠି ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ ଭାରତୀୟ ଯୁବକଙ୍କ ର କମାଲ | ଆଉ ଯେଉଁଠି ଯୁବକ ଜଣଙ୍କ 2 ଟି ଦିଆସିଲି କାଠିରେ ଏକ ହେଲିକେପ୍ଟର କୁ ଉଦ୍ଭାବନ କରିଛନ୍ତି | ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମ ଭାରତୀୟ ମାନେ ମଧ୍ୟ କେଉଁ କାମ ରେ କମ ନୁହନ୍ତି | ବାହାରର ଦେଶ ର ଲୋକ ମାନେ ଯେମିତି ନିଜର ଜ୍ଞାନ କୌଶଳ କୁ ଖଟାଇ ନୂଆ ନୂଆ ଜିନିଷ ସବୁ ସୃଷ୍ଟି କରି ପାରୁଛନ୍ତି ଠିକ ସେହି ଭଳି ଭାରତୀୟ ଯୁବକ ମାନେ ମଧ୍ୟ ସେମାନଙ୍କର ଟେଲେଣ୍ଟ କୁ ଦେଖାଇ ବେଶ ଲୋକ ପ୍ରସଂଶା ସାଉଁଟି ପାରିଛନ୍ତି |
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି 2 ଟି ଦିଆସିଲି କାଠି ସାହାଯ୍ୟରେ ଏକ ନୂତନ ଧରଣର ହେଲିକେପ୍ଟର ଯାନ ବିଷୟରେ କିଛି କଥା | ଆଉ ଯାହାକୁ ଆମ ଭାରତୀୟ ଯୁବକ ଜଣକ ଉଦ୍ଭାବନ କରିଛନ୍ତି |
ତେବେ ଏହିଭଳି ଏକ ଏକ୍ସପେରିମେଣ୍ଟାଲ ଭାଇରାଲ ଭିଡ଼ିଓଟି ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗିବ।ଏହି ଏକ୍ସପେରିମେଣ୍ଟ ରେ ବ୍ୟବହାର କରାଯାଇଛି ଏକ ଦିଆସିଲି ଖୋଳ, ବ୍ୟାଟେରୀ, ଲାଇଟ, ଅଠା ଏବଂ ସରୁ କାଠି।
ପ୍ରଥମ ଗୋଟିଏ ଡିଆସିଲି ଖୋଳ ନିଅନ୍ତୁ ଏବଂ କିଛି ସରୁ କାଠି ଛୋଟ ଛୋଟ କରି 4, ବଡ଼ 2ଟି । ଚାରିଟି ଛୋଟ କାଠିକୁ ବସିବା ପାଇଁ ଲଗାଇ ଦିଅନ୍ତୁ ଏବଂ ଏକ ବେଟେରୀ ନିଅନ୍ତୁ ,ଡିଆସିଲି ଖୋଳ ଭିତରେ ଫିଟ କରି ନିଅନ୍ତୁ। ତେବେ ଭିଡ଼ିଓ ରେ ଦେଖା ଯାଇଥିବା ଭଳି ହେଲିକ୍ୟାପ୍ଟର ର ଲାଇଟ ଓ ଫେନ ଲଗାଇ ଦିଅନ୍ତୁ ଏବଂ ଏହାକୁ ଗୋଟିଏ ରିମୋଟ କଣ୍ଟ୍ରୋଲର ସହ ଲଗାଇ ଦିଅନ୍ତୁ ଏବଂ ଦେଖନ୍ତୁ ଏହା ଆକାଶ ରେ ଉଡିବ ମଧ୍ୟ।