ମାତ୍ର ଅଳ୍ପ ସମୟରେ ଲିଭର କୁ ପରିଷ୍କାର କରନ୍ତୁ ଏହି ଛୋଟିଆ ଘରୋଇ ଉପାୟରେ
ଲିଭର କୁ ଭଲ କରିଦିଏ ମାତ୍ର ୨୪ ଘଣ୍ଟା ମଧ୍ୟରେଲିଭର କୁ ଭଲ କରିଦିଏ ମାତ୍ର ୨୪ ଘଣ୍ଟା ମଧ୍ୟରେ । ଲିଭର ଆମ ଶରୀର ର ସବୁଠୁ ବଡ଼ ଗ୍ରନ୍ଥି ଅଟେ । ଶରୀର ରେ ୫୦୦ ରୁ ଅଧିକ କାର୍ଯ୍ୟ ଆମ ଲିଭର କରିଥାଏ । ଶରୀର ରେ ଖାଦ୍ୟ ପାଚନ ଠାରୁ ଆରମ୍ଭ କରି ଶକ୍ତି ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଲିଭର କରିଥାଏ । ଶରୀର ରେ ସବୁ ରୋଗ ସହିତ ଲଢ଼ିବା ପାଇଁ ଲିଭର ରକ୍ଷା କରିଥାଏ ।
ଯଦି ଲିଭର ରେ କିଛି ବି କ୍ଷତି ହୁଏ ତେବେ ତାହା ଆମ ଶରୀର ଯିବା ପରି ରୋଗମାନ ଦେଖା ଯାଏ । ଲିଭର କ୍ୟାନ୍ସର , ଲିଭର ଫୁଲିବା , ଲିଭର ଜନିତ ଭାଇରାଲ ଫିବର୍ ଏହା ପରି ଅନେକ ରୋଗ ମାନ ଦେଖାଯାଏ।
ଏହା ସହିତ ଆମ ଶରୀର ରେ କିଛି ପରିବର୍ତ୍ତନ ଆସିଥାଏ ଯେମିତି କି ଆମ ମୁହଁ ଭିତରୁ ଦୁର୍ଗନ୍ଧ ଆସିଥାଏ , ପରିସ୍ରା ର ରଙ୍ଗ ବଦଳି ଯିବା , ମୁହଁ ଓ ଆଖି ହଳଦିଆ ଦେଖା ଯିବା , ଆଖି ତଳ କଳା ପଡ଼ିବା ଏହା ସହିତ ଆମ ଶରୀର ଦୁର୍ବଳ ମଧ୍ୟ ଅନୁଭବ କରିଥାଏ। ଏହି ସବୁ କାରଣ ଅଟେ କି ଲିଭର ଆମ ଶରୀର ରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ତେଣୁ ଲିଭର ସହିତ ଜଡିତ କୌଣସି ସମସ୍ୟା କୁ ଅଣଦେଖା କରିବା ଉଚିତ୍ ନୁହେଁ ।ତେବେ ଆଜି ଆମେ ଯେଉଁ ଉପାୟ ବିଷୟ ରେ କହିବୁ ତାହା ୨୪ ଘଣ୍ଟା ମଧ୍ୟରେ ଆପଣ ଙ୍କ ଲିଭର କୁ ସଫା କରିଦେବ । ସପ୍ତାହେ କିମ୍ବା ଦୁଇ ସପ୍ତାହ ଭିତରେ ଆପଣଙ୍କ ଲିଭର ସୁସ୍ଥ ବା ନିରୋଗ ହୋଇଯିବ ।
ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ଲାଉ । ବଢ଼ିଥିବା ଲିଭର ର ଆକାର ଠିକ୍ କରିବା ପାଇଁ ଲାଉ ବହୁତ୍ ଉପକାରୀ ଅଟେ। ଏଥିରେ ଭିଟାମିନ A , C , ପୋଟାସିୟମ, କ୍ୟାଲସିୟମ, ଫସଫରସ ଓ ଫାଇବର ପରି ମିନେରାଲ ମଧ୍ୟ ଥାଏ । ଯାହା ଆମ ଲିଭର କୁ ଠିକ୍ ଭାବେ କାର୍ଯ୍ୟ କରାଇ ଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ହଳଦୀ ।
ହଳଦୀ ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥାଏ । ଏହା ଆମ ଲିଭର କୁ ଜଲ୍ଦୀ ସଫା କରିବା ପାଇଁ ସାହାର୍ଯ୍ୟ କରିଥାଏ ଆଉ ଲିଭର ଜନିତ ସମସ୍ୟା ଦୂର କରିଥାଏ। ଏହା ଦୁଇଟି ସାମଗ୍ରୀ ସହିତ ଆପଣ ଙ୍କୁ ଆବଶ୍ୟକ ଧନିଆ ପତ୍ର । ଧନିଆ ପତ୍ର ପାଚନ ପ୍ରକ୍ରିୟା ରେ ବହୁତ୍ ଲାଭ କରିଥାଏ । ଏହା ଖାଦ୍ୟ କୁ ଜଲ୍ଦୀ ହଜମ କରିଦିଏ ଓ ଲିଭର ଉପରେ କମ୍ ପ୍ରଭାବ ପକାଇ ଥାଏ । ତେଣୁ ଆମ ଭୋଜନ ରେ ସବୁବେଳେ ଧନିଆ ଓ ପୋଦିନା ପରି ସାମଗ୍ରୀ ବ୍ୟବହାର ହୁଏ । ତେବେ ଏହାକୁ ପ୍ରସ୍ତୁତ କରିବା ପ୍ରଣାଳି ଆସନ୍ତୁ ଜାଣିବା ;
ଲାଉ କୁ ପ୍ରଥମେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ ଓ ଏହାକୁ ପେଶି ଦିଅନ୍ତୁ । ଏହାକୁ ପେଶିବା ସମୟ ରେ ଧନିଆ ପତ୍ର ଏଥିରେ ପକାଇ ପେଶି ଦିଅନ୍ତୁ । ଏହା ପରେ ଏହାକୁ ଏକ ପାତ୍ର ରେ ଛଣୀ ରଖନ୍ତୁ । ଏହା ପରେ ଏଥରେ ଅଧା ଚାମଚ୍ ରୁ କମ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ ଓ ସ୍ବାଦ ପାଇଁ ଲୁଣ ମିଶାଇ ଦିଅନ୍ତୁ । ଏହାକୁ ଆପଣ ଖାଲି ପେଟ ରେ ସେବନ କରନ୍ତୁ ଏହା ସହିତ କିସମିସ କୁ ପାଣି ରେ ଭିଜେଇ ଏହାର ପାଣି କୁ ଗରମ କରି ମଧ୍ୟ ସେବନ କରିବା ଦ୍ଵାରା ଲିଭର ଜନିତ ସମସ୍ୟା ଦୂର ହୋଇ ଥାଏ । ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।