Health Tips – ମାତ୍ର 7 ଦିନରେ 5 କିଲୋ ପର୍ଯ୍ୟନ୍ତ ଓଜନ କମିଯିବ, କେବଳ କରନ୍ତୁ ଏହି ଛୋଟିଆ ଉପାୟ

ପୃଥିବୀ ପୃଷ୍ଠରେ ପ୍ରତ୍ୟେକ ବ୍ୟକ୍ତି ଯଥା ସେ ପୁରୁଷ ଅବା ନାରୀ ହୁଅନ୍ତୁ ସମସ୍ତେ ସୁସ୍ଥ ଓ ସୁନ୍ଦର ନିଜକୁ ରଖିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି l ଏହି ପ୍ରୟାସ ସହିତ ଆବଶ୍ୟକ ପଦକ୍ଷେପ ମାନ ଗ୍ରହଣ କରିଥାନ୍ତି l ତେଣୁ ଏହି ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅଧିକ ମୋଟା ହୋଇଥାନ୍ତି l ସେଥିପାଇଁ ଏହି ମୋଟା ଲୋକମାନେ ନିଜର ମୋଟପଣ କୁ ନେଇ ଅଧିକ ଚିନ୍ତିତ ହୋଇଥାନ୍ତି l ତେଣୁ ଏହି ମୋଟା ହେବାର ଅନେକ କାରଣ ରହିଛି l

ମୋଟା ହେବା ଦ୍ୱାରା ବିଭିନ୍ନ ପ୍ରକାରର ଚର୍ମ ଜନିତ ରୋଗର ସେମାନେ ଶିକାର ହୁଅନ୍ତି l ଏହି ମୋଟା ହେବା ଦ୍ୱାରା ମେଦବହୁଳତା ରୋଗର ଶିକାର ହୋଇଥାନ୍ତି l ଏହାର କାରଣ ପାଇଁ କଲେଷ୍ଟରେଲ ଓ ଚର୍ବି ଜନିତ ରୋଗରେ ଅନେକ ଲୋକ ଶିକାର ହେଉଛନ୍ତି l ଏହା ଦ୍ୱାରା ରକ୍ତ ସଂଚାଳନ ବାଧା ପ୍ରାପ୍ତ ହୋଇଥାଏ l ତେଣୁ ସେମାଙ୍କୁ ଅନେକ ରୋଗ ଆକ୍ରାନ୍ତ କରିବା ସହିତ ନିଜେ ନିଜକୁ ବୋଝ ବୋଲି ଭାବିଥାନ୍ତି l

ଏବେ ମୋଟା ହେଲେ ମଧ୍ୟ କୌଣସି ଚିନ୍ତିତ ହେବାର ଆବଶ୍ୟକତା ନାହିଁ l କାରଣ ଏବେ ମୋଟପଣ କମାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ବାହାରିଲାଣି l ଏଥି ସହିତ ବିଭିନ୍ନ ଘରୋଇ ଉପାୟ ତଥା ଉପଚାରମାନ ଉପଲବ୍ଧ ହେଲାଣି l ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର, ଯାହା ପାଳନ କରିବା ଦ୍ୱାରା ଆପେଆପେ ମୋଟାପଣ ଦୂରୀଭୂତ ହୋଇଯିବ l ଏହି ଘରୋଇ ଉପଚାରଗୁଡିକ ହେଲା –

ଆପଣଙ୍କୁ ଏହି ଘରୋଇ ଉପଚାର ପାଇଁ କିଛି କଳା ଜିରାର ଆବଶ୍ୟକତା ରହିଛି l ଏହି କଳା ଜିରା ଶାରୀରିକ ଅକ୍ଷମତାକୁ ଦୂରୀଭୂତ କରିବାରେ ସହାୟକ ହୋଇଥାଏ l ଏହା ଡାଇବେଟିସ ଭଳି ରୋଗକୁ ମଧ୍ୟ କମାଇବାରେ ସହାୟକ ହୋଇଥାଏ l ଏହାକୁ ମଧ୍ୟ କେତେକ କ୍ଷେତ୍ରରେ ଔଷଧ ଭଳି ବ୍ୟବହାର କରାଯାଇଥାଏ l ତେବେ ଆପଣ ପ୍ରଥମେ ଏକ ଗ୍ଲାସ ପାଣି ଆଣିବେ ଏବଂ ସେଥିରେ କିଛି କଳା ଜିରାକୁ ଭଲ ଭାବରେ ମିଶାଇବେ ଏବଂ ସେହି ପାଣିକୁ ପିଇଦେବେ l ପ୍ରତ୍ୟେକ ଦିନ ସକାଳେ ଏହି ଜିରା ପାଣିକୁ ପାନ କରିବା ଦ୍ୱାରା ଆପଣଙ୍କର ମୋଟାପଣ କମିବାକୁ ଲାଗିବ l ଏହାକୁ ଆପଣ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ପାନ କରିପାରିବେ l

ଏହି କଳା ଜିରା ମିଶ୍ରିତ ପାଣିରେ ଆପଣ ମଧ୍ୟ ମହୁ ମିଶାଇ ପାରିବେ l ତେଣୁ ଏହି କଳା ଜିରା ଓ ମହୁ ମିଶ୍ରିତ ପାଣିକୁ ଆପଣମାନେ ଖାଲି ପେଟରେ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ଆପଣଙ୍କର ଓଜନ ଚାରିରୁ ପାଞ୍ଚ କେଜି କମିଯିବ l ଏହା କରିବା ଦ୍ୱାରା ଆପଣଙ୍କର ମୋଟାପଣ ଆସ୍ତେ ଆସ୍ତେ ଉଭେଇ ଯିବ l

ଏହି ମୋଟାପଣକୁ କମାଇବା ପାଇଁ ଆପଣମାନେ ଦେଶି ମହୁକୁ ବ୍ୟବହାର କରିପାରିବେ l ଏଥିପାଇଁ ପ୍ରଥମେ ଗୋଟିଏ ଗ୍ଲାସ ଉଷୁମ ଗରମ ପାଣି ନେବେ ଏବଂ ସେଥିରେ ଏକ ଚାମଚ ଦେଶି ମହୁକୁ ଭଲ ଭାବରେ ମିଶାଇବେ l ତାପରେ ଏହି ପାଣିକୁ ଆପଣ ପାନ କରିବେ l ଏହି କାର୍ଯ୍ୟ ପ୍ରତ୍ୟେକ ଦିନ କରିବା ଦ୍ୱାରା ଆପଣଙ୍କର ମୋଟାପଣ କମିବାକୁ ଲାଗିବ ଆଉ ଆପଣ ସୁସ୍ଥ ଜୀବନ ଅତିବାହିତ କରିବାକୁ ଲାଗିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।