Health Tips – ମାତ୍ର ୩ ଦିନ ଏହି ପାଣି ପିଅନ୍ତୁ ୧୦୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ୍ ର ଅଭାବ ହେବ ନାହିଁ, ଥରେ ଏହି ପାଣି ନିଶ୍ଚୟ ପିଅନ୍ତୁ, ୪୨ ବର୍ଷରେ ଦେଖାଯିବେ ୨୨ ବର୍ଷ ପରି ଯବାନ
ଆମର ଶରୀର ଅଛି ମାନେ ଶରୀରରେ ରୋଗ ମଧ୍ୟ ଅଛି l ଆମର ଏହି ମନୁଷ୍ୟ ଶରୀରରେ ବହୁତ ଗୁଡିଏ ରୋଗ ରହି ଥାଏ l ତାହା ମଧ୍ୟରୁ ଆମକୁ ଜଣା ଥିବା ରୋଗର ନା ହୋଇ ଥାଏ ଆଉ କିଛି ଅଜଣା ରୋଗ ମଧ୍ୟ ହୋଇ ଥାଏ l ଆମେ ନିଜେ ମଧ୍ୟ ଏହି ସବୁ ରୋଗର ନିରାକରଣ କରି ପାରି ଥାନ୍ତି l ଆଜିକାଲି ବହୁତ ଲୋକ ଘର ଖାଇବା ଛାଡି ଅଧିକାଂଶ ଲୋକମାନେ ଫାଷ୍ଟ ଫୁଡ ଖାଇବାକୁ ପସନ୍ଦ କରୁଛନ୍ତି l ଯାହା ଫଳରେ କି ମଣିଷ ଦେହରେ ଅଜଣା ରୋଗ ଆଦି ଦେଖା ଦେଇଥାଏ l ତେବେ ଆସନ୍ତୁ ଆଜି ଆମେ ଜାଣିବା ଏମିତି ଏକ ଚମତ୍କାର ନୁଷ୍କା ବିଷୟରେ ଯାହାକୁ ପ୍ରୟୋଗ କରି ଆମେ ଆମ ନିଜ ଦେହରୁ ରୋଗକୁ ଭଲ କରି ପାରିବେ l
ତେବେ ଆପଣଙ୍କୁ ଯଦି ଡାଏବେଟିସ ହୋଇଛି ତେବେ ଆପଣଙ୍କ ପାଇଁ ଔଷଧ ବରଦାନ ଭାବେ କାର୍ଯ୍ୟ କରି ଥାଏ l ଏହା ଆମର ସୁଗାର ଲେବେଲକୁ କଂଟ୍ରୋଲ କରି ଥାଏ l ଡାଏବେଟିସ ରୋଗୀ ମାନଙ୍କୁ ଏହା ଅଧିକ ମାତ୍ରାରେ ହୋଇ ଥାଏ l କେଉଁ ନୁଷ୍କା ବ୍ୟବହାର କରିବେ ଓ କରିବେନି l ଏହି ନୁଷ୍କା ଡାଏବେଟିସ ଦୂର କରିବା ସହିତ ସୁଗାର ଲେବେଲକୁ କଂଟ୍ରୋଲ କରି ଥାଏ l ଏହି ନୁଷ୍କା ଡାଇବେଟିଏସ ରୋଗୀରେ ଯାହା କମ୍ପଲିକେସନ ସବୁରୁ ମୁକ୍ତି ପାଇ ପାରିବା l
ଆପଣଙ୍କର ଯଦି କଲେଷ୍ଟ୍ରୋଲ ଭଳି ସମସ୍ୟା ରହିଛି ତେବେ ଏହାକୁ ଦୂର କରିବା ପାଇଁ ଏହି ନୁଷ୍କା ଅତି ଆବଶ୍ୟକ ହୋଇ ଥାଏ l ଏହା କୌଣସି ବରଦାନଠୁ କମ ନୁହେଁ l କଲେଷ୍ଟ୍ରୋଲ ନବଢିବ ତେବେ ଆମର ହାର୍ଟ ବ୍ଲକେଜ ହେବ ନାହିଁ l କୌଣସି ପ୍ରକାରର ହାର୍ଟ ଜନିତ ରୋଗ ମଧ୍ୟ ହେବ ନାହିଁ l ଏହା ଆମର କଲେଷ୍ଟ୍ରୋଲ ଓ ହାର୍ଟ ବ୍ଲକେଜ ଭଳି ସମସ୍ୟାରୁ ଆମକୁ ଦୂରେଇ ରଖିବ l
ଯଦି ଆପଣଙ୍କର ପେଟ ଜନିତ ଗ୍ୟାସର ସମସ୍ୟା ରହିଛି ତ ସେଥିପାଇଁ ପାଇଁ ଏହା ବହୁତ ଫଳ ପ୍ରଦ ମଧ୍ୟ ହୋଇ ଥାଏ l ଏହି ନୁଷ୍କାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ – ଅର୍ଜୁନର ଛାଡ଼ l ପ୍ରସ୍ତୁତ କରିବା ପାଇଁ ଆମେ ପ୍ରଥମେ ଦୁଇ ଗ୍ଳାସ ପାଣି ନେବା ଓ ସେଥିରେ କିଛି ଅର୍ଜୁନର ଛାଡିକୁ ପକାନ୍ତୁ l
ସେଥିରେ କିଛି ଡାଲଚିନି ଗୁଣ୍ଡ ପକାନ୍ତୁ l ଏହାକୁ ମିଶାଇ ପିଅନ୍ତୁ ଏଥିରେ ସବୁ ଶରୀରରେ ଥିବା ରୋଗକୁ ଆମଠୁ ଦୂରେଇ ରଖିବ l ଏହାକୁ ସବୁଦିନ ପିଇଲେ ଆମ ଦେହ ସୁସ୍ଥ ରହିବ l ଏହାକୁ ପ୍ରତିଦିନ ଖାଲି ପେଟରେ ପିଇଲେ ଅଧିକ ଉପସମ ମିଳି ପାରିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।