ମଶାଣି ରୁ ଜୀବିତ ହୋଇ ହସ୍ପିଟାଲ୍ ରେ ମୃତୁ ଘୋଷଣା ହେଲେ ମହିଳା ଜଣଙ୍କ , ଘଟଣା ପଛରେ ଥିଲା ଏମିତି କିଛି କାରଣ ଜାଣିଲେ ଚମକି ଉଠିବେ
ଯୁଇ ରୁ ଉଠି ଥିଲେ କିନ୍ତୁ ଡାକ୍ତର ଖାନା ରେ ଚାଲି ଗଲା ଜୀବନ । ପୋଲସରା ଡାକ୍ତର ଖାନା ରେ ତାଙ୍କୁ ମୃତ୍ୟୁ ଘୋଷିତ କରି ଅଛନ୍ତି ଡାକ୍ତର । ଏହା ପରେ ପରିବାର ଲୋକ ମାନଙ୍କ ର ସବୁ ଆଶା ମଉଳି ଯାଇଛି । ପୋଲସରା ଅଞ୍ଚଳ ରେ ଏମିତି ଏକ ଅଭିନବ ଘଟଣା ଘଟିଛି।
ପୋଲସରା ରେ ଏକ ମହିଳା ଙ୍କ ମୃତୁ ପରେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆ ଯାଇ ଥିଲା । କିନ୍ତୁ ଜୁଇ କୁ ନେବା ସମୟ ରେ ତାଙ୍କ ହାତ ଗୋଡ ହଲି ଥିଲା ଯାହା କୁ ଦେଖି ପରିବାର ଲୋକ ତାଙ୍କୁ ଜୀବିତ ଭାବି ଏକ ଆମ୍ବୁଲାନ୍ସ ଡାକି ହସ୍ପିଟାଲ କୁ ନେଇ ଥିଲେ ।
ହସ୍ପିଟାଲ୍ ରେ ଡାକ୍ତର ତାଙ୍କ ର କେତେ ପ୍ରକାର ଟେଷ୍ଟ କରାଇ ଥିଲେ ଓ ଟେଷ୍ଟ କରାଇ ସାରିବା ପରେ ତାଙ୍କୁ ମୃତୁ ଘୋଷିତ କରି ଥିଲେ।ତେବେ ଏହା ଶୁଣିବା ପରେ ପରିବାର ଲୋକ ଙ୍କ ର ସବୁ ପ୍ରକାର ଆଶା ଭରସା ତୁଟି ଯାଇ ଥିଲା । ତେବେ ଏହି ଘଟଣା ବର୍ତ୍ତମାନ ପୋଲସରା ଅଞ୍ଚଳ ରେ ଚର୍ଚ୍ଚିତ ହୋଇ ଅଛି ।
ଯିଏ ଏହି ଘଟଣା ଶୁଣୁ ଅଛନ୍ତି ଆଶ୍ଚର୍ଯ୍ୟ ହେଇ ଅଛନ୍ତି । ତେବେ କଣ ଏହି ସବୁ ଘଟଣା ବିଷୟ ରେ ଅଧିକ ତତ୍ୱ ରହି ଅଛି ଆସନ୍ତୁ ଜାଣିବା । ତେବେ ଏହି ଘଟଣା ଟି ପୋଲସରା ଅଞ୍ଚଳ ର କନିଆପଲ୍ଲି ଗ୍ରାମ ରେ । ତେବେ କନିଆପଲ୍ଲି ଅଞ୍ଚଳ ର ଏକ ମହିଳା ସାଧାରଣ ମୃତ୍ୟୁ ବରଣ କରି ଥିଲେ ।
ତାଙ୍କ ମୃତ୍ୟୁ ପରେ ତାଙ୍କ ର ଘର ଲୋକ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନେବା ସମୟ ରେ ହଠାତ୍ ଦେଖିଲେ ଯେ ତାଙ୍କ ର ଗୋଡ଼ ହାତ ଦୁଇଟି ଗତି କରୁ ଅଛି ଓ ଯେମିତି ଲାଗିଲା ସେ ବଞ୍ଚି ଅଛନ୍ତି ।ଏହା ଦେଖି ତାଙ୍କ ପରିବାର ଲୋକ ସମୟ ନଷ୍ଟ ନକରି ତାଙ୍କୁ ସଙ୍ଗେ ସଙ୍ଗେ 108 ଡାକି ଥିଲେ । ତେବେ ପରିବାର ଲୋକ ମାନେ ସ୍ତ୍ରୀ ଲୋକ ଙ୍କୁ 108 ଜରିଆ ରେ ପୋଲସରା ଅଞ୍ଚଳ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇ ଥିଲେ ସମୟ ବିଳମ୍ବ ନକରି ।
ଏହା ପରେ ପୋଲସରା ହସ୍ପିଟାଲ୍ ରେ ଯେଉଁ ଡାକ୍ତର ସେହି ସମୟ ରେ ଇଞ୍ଚର୍ଜ୍ ଥିଲେ ସେ ତାଙ୍କ ର କିଛି ଟେଷ୍ଟ କରି ଥିଲେ ଓ ତାଙ୍କୁ ସେହି ସବୁ ଟେଷ୍ଟ ପରେ ମୃତ ବୋଲି ଘୋଷଣା କରି ଥିଲେ ।
\ହାତ ଗୋଡ ହଲୁ ଥିବା ର ଦେଖି ପରିବାର ଲୋକ ମାନଙ୍କ ର ଯେଉଁ ଆଶା ଓ ଭରସା ଉଠି ଥିଲା ତାହା ଯେପରି କ୍ଷଣକ ରେ ପାଣି ଫୋଟକା ପରି ହୋଇ ଗଲା। ମୃତୁ ଘୋଷଣା କରି ସାରିବା ପରେ ପରିବାର ବର୍ଗ ତାଙ୍କୁ ନେଇ ଆସି ଥିଲେ ଓ ତାଙ୍କ ର ଶବ ସଂସ୍କାର କରି ଥିଲେ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।