ମରିଗଲେବି ଏହି 3ଟି ଗଛ ଘରେ ଲଗାନ୍ତୁନି, ନଚେତ ବରବାଦ ହୋଇଯିବେ
ଆପଣ ମାନେ ସମସ୍ତେ ଜାଣି ଥିବେ ସମସ୍ତ ଙ୍କର ଘରେ ସବୁବେଳେ କିଛି ନ କିଛି ଅଶାନ୍ତି ସବୁବେଳେ ଲଗି ରହି ଥାଏ l ଏହି ଅଶାନ୍ତି ର କିଛି କାରଣ ଥାଉ କିଛି ନ ଥାଉ କିଛି ପ୍ରକାର ଅଶାନ୍ତି ଓ ଅଭାବ ଲlଗି ରହି ଥାଏ l ଏହା ର କାରଣ କିଛି ଗଛ ମଧ୍ୟ ହୋଇ ଥାଇ ପରେ ବୋଲି ଆଜି ଏହି ଭିଡ଼ିଓ ରେ ଦେଖନ୍ତୁ l
ଯଦି ଆପଣ ଙ୍କର ଘର ଚତୁର୍ପାଶ୍ୱ ରେ ଏହି ଗଛ ରହିଥିବ ତେବେ ବିନା କାରଣ ରେ ଅଭାବ ଓ ଅଶାନ୍ତି ଲାଗି ରହିଥାଏ l ସାଧାରଣତଃ 3 ଗଛ ବାଡ଼ି ରେ ରହିଲେ ଏପରି ହୋଇ ଥାଏ l
ପ୍ରଥମେ ଖଜୁରୀ ଗଛ ଯଦି ଆପଣ ଙ୍କର ଗୃହ ର ଆଖ ପାଖରେ ଥାଏ ତେବେ ଆପଣଙ୍କର ଘରେ ସବୁ ବେଳେ ଅଶାନ୍ତି ସହିତ ଘରେ ଅଭାବ ରହି ଥାଏ l ସବୁବେଳେ ଅର୍ଥ ର ଅଭାବ ଲାଗି ରହି ଥାଏ ତେଣୁ ଆପଣଙ୍କର ବଗିଚା ରେ କେବେ ହେଲେ ଖଜୁରୀ ଗଛ ଲଗାନ୍ତୁ ନାହିଁ l
ଦ୍ୱିତୀୟ ରେ ବାଉଁଶ ଗଛ ଏହି ଗଛ ଯଦି ଆପଣ ଙ୍କର ଆଖ ପାଖରେ ରହେ ତେବେ ସବୁବେଳେ ଘରେ ମୁରବୀ କରଜ ରେ ବୁଡି ରହି ଥାନ୍ତି lଯେତେ ଚେଷ୍ଠା କଲେ ମଧ୍ୟ କରଜ ସୁଧାରି ହୁଏ ନାହିଁ ତେଣୁ ଭୁଲ ରେ ମଧ୍ୟ ବାଉଁଶ ଗଛ ବାଡ଼ିରେ ବା ବଗିଚା ରେ ଲଗାନ୍ତୁ ନାହିଁ l
ତୃତୀୟ ରେ ନାସପାତି l ଏହି ଗଛ ଆମ କୁ ସ୍ୱାଦିଷ୍ଟ ଫଳ ଦେଇ ଥାଏ ଖାଇବା ପାଇଁ କିନ୍ତୁ ଏହି ଗଛ ରେ ଅନେକ ପ୍ରକାର ବାଧା ରହି ଥାଏ ଘରକୁ ଏହି ଗଛ ଘରକୁ କେବେ ବିକାଶ ହେବା ପାଇଁ ଦିଏ ନାଇଁ ତେଣୁ ଏହି ଗଛ ବାଡ଼ି ଓ ବଗିଚା ରେ ଲଗାନ୍ତୁ ନାହିଁ l
ଏମିତି କିଛି ଗଛ ମଧ୍ୟ ରହିଛି ଯାହାକୁ ଘରେ ବଗିଚା ରେ ଲଗାଇଲେ ଗୃହ ର ସମସ୍ତ ଲୋକ ମାନଙ୍କର ମଙ୍ଗଳ ହୋଇ ଥାଏ l ଆସନ୍ତୁ ଏହି ଗଛ ଗୁଡିକ ଜାଣିବା l
ପ୍ରଥମେ ତୁଳସୀ ଗଛ ଏହି ଗଛରେ ଭଗବାନ ବିଷ୍ଣୁ ରହି ଥାନ୍ତି ଓ ଏହି ଗଛ ଅଧିକ ପରିମାଣରେ ଅମ୍ଳଜାନ ଦେଇଥାଏ l
ଦ୍ୱିତୀୟ ରେ ଅପରାଜିତା ଗଛ ଏହି ଗଛରେ ଲକ୍ଷ୍ମୀ ରହି ଥାନ୍ତି ତେଣୁ ଏହି ଗଛ ଲଗାଇଲେ ଅଭାବ ରହେ ନାହିଁ l
ତୃତୀୟ ରେ ବେଲ ଗଛ ଏହି ଗଛ ଘର ପାଖରେ ଲଗାଇଲେ ମହାଦେବ ଏହି ଗଛରେ ରହି ଥାନ୍ତି ସବୁବେଳେ ଘରେ ଶାନ୍ତି ରହି ଥାଏ l ବେଲ ଗଛ ଲାଗିଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ l ତେଣୁ ଏହି ତିନୋଟି ଗଛ ବଗିଚା ରେ ଲଗେଇବା ଉଚିତ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।