ମରଣ ଏମିତି ବି ଆସି ପାରେ ! ସେଲ୍ଫି ନିଶା ଡାକି ଆଣିଲା ମରଣ , ପ୍ରକୃତ ଘଟଣା ଜାଣନ୍ତୁ ଅନୁପମା ଙ୍କ ସହ କଣ ହୋଇ ଥିଲା

ମୃତୁ କାହାକୁ କେତେବେଳେ ଆସିବ କିଛି କହି ହେବନି । ଜୀବନ ଗୋଟିଏ ପାଣି ଫୋଟକା ଏଇ ଅଛି ତ ଏଇ ନାହିଁ । ଆଜି ଆମେ ଆପଣ ମାନକୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଏହି କିଛି ଦିନ ପୂର୍ବରୁ ଘଟି ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।

ଝିଅ ଟି ର ନାମ ଅନୁପମା ବୟସ 22 ବର୍ଷ ସେ ବାହା ହେଇ ନାହାନ୍ତି । ଗତ ଜାନୁଆରୀ 1 ତାରିକରେ ସେ ପିକ ନିକ ଯାଇଥିଲେ ତାଙ୍କ ସାଙ୍ଗ ମାନଙ୍କ ସହିତ । ସେ ବହୁତ ଖୁସି ହୋଇ ତାଙ୍କ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇ ଥିଲେ ସେ ବହୁତ ଖୁସି ଥିଲେ । କିଏ ଜାଣି ଥିଲା ତାଙ୍କ ଜୀବନରେ ଏମିତି କିଛି ଘଟଣା ଘଟିବ । ଜାଣିଛନ୍ତି ବନ୍ଧୁ ମାନେ ଅନୁପମା ଆଉ ଏ ଦୁନିଆରେ ନାହିଁ । ଖାଲି ରହି ଯାଇଛି ତାଙ୍କର ଅତୃକ୍ତ ଆତ୍ମା । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ପୁରା ଘଟଣା କଣ ।

ଅନୁପମା ଜାନୁଆରୀ 1 ତାରିଖ ରେ ତାଙ୍କ ସାଙ୍ଗ ମାନଙ୍କ ସହ ପିକନିକ କରିବାକୁ ଯାଇ ଇକ ନଦୀ କୂଳରେ ପହଂଚି ଥିଲେ । ଆଉ ସେଠାରେ ବହୁତ ଖୁସି ହୋଇ ଭଜି ମଧ୍ୟ କରିଥିଲେ ତାଙ୍କ ସାଙ୍ଗ ମାନଙ୍କ ସହ । କିନ୍ତୁ ଶେଷରେ ସେ ଘରକୁ ଆସିବା ସମୟରେ ସେ ସେହି ନଦୀ କୂଳରେ ଗୋଟିଏ ମୋବାଇଲ ରେ ସେଲ୍ଫି ଉଠାଇବା ପାଇଁ ଚେଷ୍ଟା କରି ଥିଲେ ସେହି ନଦୀ କୂଳରେ ।

କିନ୍ତୁ ସେଲ୍ଫି ଉଠାଇବା ସମୟରେ ତାଙ୍କରି ସାଙ୍ଗରେ ଯାଇ ଥିବା ଜଣେ ଯୁବକ ତାଙ୍କ ସାଇଟ ଦେଇ ଯାଉ ଥିବା ସମୟରେ ପଡିଗଲେ ଯାହା ଫଳରେ ସେଇ ଯୁବକ ହାତଟି ଯାଇ ଅନୁପମା ଦେହରେ ବାଜିଲା । ଯାହା ଫଳରେ ଅନୁପମା ଫଟ ଉଠାଉ ଥିଲେ ନିଜର ଭାରସମ୍ୟ ହରାଇ ସେହି ନଦୀରେ ପଡିଗଲେ ।

ସେ ଆଉ ଏ ଦୁନିଆରେ ନାହାନ୍ତି । କିନ୍ତୁ ତାଙ୍କୁ ସେହି ସମୟରେ କେହି ଲୋକ ମଧ୍ୟ ବଞ୍ଚାଇ ନ ଥିଲେ । ସବୁ ସାଙ୍ଗ ସାଥି ଘରକୁ ପଳେଇ ଆସିଥିଲେ । ଗତ 3 ତାରିଖ ରେ ତାଙ୍କ ମୁତ ଦେହ ନଦୀ କଡ ପଥର ତଳେ ଠାବ କରା ଯାଇଛି । ଅନୁପମା ବାହା ହୋଇ ନାହାନ୍ତି ତାଙ୍କର ଜୀବନ ଚାଲି ଗଲା ।

ତେଣୁ ବନ୍ଧୁ ମାନେ ଏଦୁନିଆରେ ମର ବୋଲି କିଛି ନାହିଁ । କାହାକୁ ମର ବୋଲି କହିବୁ । ଅନୁପମା ଙ୍କର ସବୁ ସ୍ୱପ୍ନ ମାଟିରେ ମିଶିଗଲା । ସେ ବାହା ହେଇ ନାହାନ୍ତି । ତାଙ୍କ ବାପା ମା ବହୁତ ଦୁଃଖରେ ଅଛନ୍ତି । ତାଙ୍କ ବାପା କହୁଛନ୍ତି ଝିଅ ମରିଗଲା ମର ବିଶ୍ୱାସ ହେଉନି । ଝିଅ ମରିଗଲା ସିନା ମୋତେ ବେସି ଦୁଃଖ ଲାଗୁଚି ତାକୁ କେହି ହେଲେବି ବଞ୍ଚାଇବା ପାଇଁ ଚେଷ୍ଟା କଲେନି । ତେଣୁ ବନ୍ଧୁ ମାନେ ସବୁବେଳେ ସାବଧାନ ରୁହନ୍ତି । ଏମିତି ସେଲ୍ଫି ନିଅନ୍ତୁ ନାହିଁ ଯେମିତି ଜୀବନ ଚାଲି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।