ଦେଖନ୍ତୁ Socking ଭିଡ଼ିଓ – ମାଙ୍କଡ ସହିତ ସେଲ୍ଫି ନବା ପଡିଲା ମହଙ୍ଗା ! ଏମିତି ମାଡ ମାରିଲା ମାଙ୍କଡ, ଯୁବକର ଭାଙ୍ଗିଲା ହାଡ ଗୋଡ…

ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହାକି ବେଳେ ବେଳେ କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିବା ବେଳେ ଆଉ କିଛି କିଛି ମଜାଦାର ଘଟଣା ମଧ୍ୟ ଆସିଥାଏ | ତେବେ ଆଜି ସେଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ କାରଣ ଘଟଣା ଟି ହିଁ ଏହି ଭିଡ଼ିଓ ରେ ସେମିତି କିଛି ହୋଇଛି |

ଆପଣ ମାନେ ତ ଜାଣିଛନ୍ତି ଅନେକ ସମୟ ରେ ସେଲ୍ଫି କାଳ ସାବ୍ୟସ୍ତ ହୋଇ ଥାଏ, ସେଲ୍ଫି ନେଉ ନେଉ କେଉଁଠି କାହାର ଜୀବନ ମଧ୍ୟ ଚାଲି ଯାଏ ଆଉ ସେଲ୍ଫି ନେଉ ନେଉ କେଉଁଠି ପାଣିରେ ଲୋକ ମଧ୍ୟ ଭାସି ଯାଆନ୍ତି ଏମିତି ଦୃଶ୍ୟ ଆପଣ ଅନେକ ଦେଖି ଥିବେ | କିନ୍ତୁ ଆମେ ଆଜି ଯେଉଁ କଥା କହିବୁ ତାହା ସେଲ୍ଫି କୁ ନେଇ ଏକ ମଜାଳିଆ ଭିଡ଼ିଓ ଅଟେ | ତେବେ ଏହି ଭିଡ଼ିଓ ଟି ଯାଜପୁର ରୁ ଆସିଛି ଯାହାକି ଜଣେ ବ୍ୟକ୍ତି ମାଙ୍କଡ଼ ସହିତ ସେଲ୍ଫି ନେଉଛନ୍ତି |

ଆଉ ସେଲ୍ଫି ନେଉ ନେଉ ମାଙ୍କଡ଼ ବି ଜାଣି ପାରୁଛି ଯେ ଏହି ଭାଇ ଜଣଙ୍କ ତାଙ୍କ ସହ ସେଲ୍ଫି ନେବା ପାଇଁ ଚାହୁଁଛନ୍ତି | ଧୀରେ ଧୀରେ ମାଙ୍କଡ଼ ପାଖକୁ ବ୍ୟକ୍ତି ଜଣଙ୍କ ଆସୁଛନ୍ତି ଆଉ ନିକଟବର୍ତ୍ତୀ ହେବା ପରେ ମାଙ୍କଡ଼ ଟି ଯୁବକଙ୍କୁ ହଠାତ ଚାପୁଡ଼ା ଟିଏ ମାରୁଛନ୍ତି ଯେଉଁଥିପାଇଁ ଯୁବକ ଙ୍କ ହାତରୁ ମୋବାଇଲ ଟି ଖସି ପଡୁଛି | ଆଉ ମାଙ୍କଡ଼ ଟି ଯୁବକ ଙ୍କୁ ଚଟକଣା ପରେ ଚଟକଣା ମାରି ଚାଲିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏ ମୋବାଇଲ କୁ ସେ ମୋବାଇଲ ଘୁରି ବୁଲୁଛି |

ତେବେ ଏହି ଦୃଶ୍ୟ ଟି ହେଉଛି ଯାଜପୁର ଜିଲ୍ଲା ର, ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଆମ୍ବରୁତିଆ ଗାଁ ର ହେଉଛି ଏହି ଦୃଶ୍ୟ | ଆଉ ଯୁବକ ଜଣଙ୍କ ମାଙ୍କଡ଼ ସହ ସେଲ୍ଫି ନେବାରେ ବ୍ୟସ୍ତ, ଦୂର ରୁ ସେଲ୍ଫି ଉଠାଇବା ବେଳେ ଯୁବକ ଙ୍କର ମନ ବୁଝି ନଥିଲା ଯୁବକ ଶେଷରେ ପାଖକୁ ଯାଇଁ ସେଲ୍ଫି ଉଠାଇବା ବେଳେ ମାଙ୍କଡ଼ ଟି ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛି | ଆଉ ମାଙ୍କଡ଼ ର ଶକ୍ତ ଚାପୁଡ଼ା ରେ ଯୁବକ ଙ୍କର ହାତରୁ ମୋବାଇଲ ଖସି ପଡ଼ିବା ପରେ ମୋବାଇଲ ଟି ଭାଙ୍ଗି ଯାଇଛି | ଯାହା ଏବେ ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଏହି ଭିଡ଼ିଓ ଟିକୁ ଯିଏ ଦେଖୁଛି ସେ ନ ହସି ରହି ପାରୁ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।