ହେ ପ୍ରଭୁ ! ମନ୍ଦିରରେ କାନ୍ଦିଲେ ପ୍ରଭୁ ହନୁମାନ, ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଲା ଅଦ୍ଭୁତ ଭିଡିଓ, ଗୋଟେ ସେୟାର ନିଶ୍ଚୟ କରନ୍ତୁ…..

ବେଳେବେଳେ ଆମେ ଭଗବାନଙ୍କ ଅପାର ମହିମା କୁ ଅନୁଭବ କରିପାରୁ ବିଭିନ୍ନ ରୂପରେ। ଅନେକ ସ୍ଥାନରେ ଆପଣ ମାନେ ଭଗବାନ ଙ୍କ ଅଲୌକିକ ପ୍ରତିଭା କୁ ଦେଖିବାକୁ ଅଥବା ଶୁଣିବାକୁ ପାଇଥିବେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆମେ ଏହିସବୁ ଘଟଣା ବଳୀ କୁ ସହଜରେ ମଧ୍ୟ ବିଶ୍ଵାସ କରିବା ପାଇଁ ସମର୍ଥ ହୋଇ ନଥାଉ।ବେଳେବେଳେ ଏମିତି କିଛି ଅଲୌକିକ ଶକ୍ତି ବା ପ୍ରତିଭା ର ଉଦାହରଣ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।

ସେହିଠାରୁ ଆମକୁ ପ୍ରମାଣ ମିଳେ ଯେ କିଛି ଏହିଭଳି ଅଦୃଶ୍ୟ ଶକ୍ତି ରହିଛି ଯାହା ର ପ୍ରଭାବ ବାସ୍ତବରେ କିଛି ଏମିତି ଘଟଣା କିମ୍ବା ସଂକେତ ଦେଇଥାଏ ଯାହା ସହଜରେ ବିଶ୍ୱାସ ଉପଯୋଗୀ ହୋଇ ନଥାଏ।

ସେହିଭଳି ଏକ ଘଟଣା ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆଉ ଏହି ଘଟଣା କୁ ନିଜେ ଦେଖିବା ପରେ ଆପଣ ବିଶ୍ୱାସ କରି ପାରିବେନି ଏବଂ ଭାବିବାକୁ ବାଧ୍ୟ ହେବେ ଯେ କଣ ପ୍ରକୃତରେ ଏହା କିପରି ସମ୍ଭବ ପର ଅଟେ ଏବଂ ଏହା ପଛର ପ୍ରକୃତ ରହସ୍ୟ କଣ ଅଟେ।

କାରଣ ଏହା ଏକ ଅଦ୍ଭୁତ ଘଟଣା। ପ୍ରଭୁ ଶ୍ରୀ ହନୁମାନ ଙ୍କ ମନ୍ଦିର ର ରୁ ଝରୁଛି ଲୁହ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଚି।ଆପଣ ଜାଣିଛନ୍ତି କଳିଯୁଗର ଜୀବନ୍ତ ଠାକୁର ରୂପରେ ପ୍ରଭୁ ଶ୍ରୀ ହନୁମାନ ଙ୍କୁ ମନା ଯାଇଥାଏ। ହନୁମାନ ସମସ୍ତ ସଙ୍କଟ ଏବଂ ସମସ୍ୟା ରୁ ଭକ୍ତଙ୍କୁ ଉଦ୍ଧାର କରିଥାନ୍ତି , ଯେଉଁ କାରଣରୁ ତାଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ।

ତେବେ ସେ ସବୁବେଳେ ଭକ୍ତ ଙ୍କୁ ସାହାଯ୍ୟ କରନ୍ତି ଯଦି ଭକ୍ତ ତାଙ୍କୁ ଅସୁବିଧାରେ ଡାକି ଦିଏ। ହନୁମାନଙ୍କ ଆଖିରୁ ଲୁହ ଝରିବା ଶୁଭ ବାର୍ତ୍ତା ନୁହଁ।ଏହା ବହୁତ ଖରାପ ସମୟ ଆସୁଥିବାର ଆଭାସ ଦେଇଥାଏ।ତେବେ ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶ ର ହରଦା ଅଞ୍ଚଳରେ। ଏଠାରେ ଯେତେବେଳେ ଜାଣିବାକୁ ମିଳିଥିଲା ଯେ ହନୁମାନଙ୍କର ଆଖିରୁ ଲୁହ ଝରୁଛି ସେତେବେଳେ ଏହାକୁ ଦେଖିବାକୁ ଅନେକ ଆଡୁ ଲୋକେ ଆସି ସେଠାରେ ରୁଣ୍ଡ ହୋଇଥିଲେ।

ଲୁହର ଦୃଶ୍ୟ ଦେଖିବାକୁ ଲୋକଙ୍କ ବେଶ୍ ନାହିଁ ନଥିବା ଭିଡ଼ ଜମିବାରେ ଲାଗିଥିଲା । ଯାହା ସୂଚନା ରହିଛି କି ଏହି ହନୁମାନ ଙ୍କ ମୂର୍ତି ବହୁତ ପୁରାତନ ସମୟର ଅଟେ।ତେବେ ଏଠାରେ ହନୁମାନ ଙ୍କ ଆଖିରୁ ପାଖାପାଖି ୬୦ ଘଣ୍ଟା ପର୍ଯ୍ୟନ୍ତ ଲୁହ ଝରିଥିବାର ଦେଖିବାକୁ ମିଳିଥିଲା।ଏହି ଘଟଣା ପରେ ସେଠାକାର ଲୋକ ଆତଙ୍କିତ ହୋଇ ପଡିଛନ୍ତି। କାରଣ ହନୁମାନ କାନ୍ଦିବା ଭଳି କାର୍ଯ୍ୟ ଅଶୁଭ ହୋଇ ଥିବାରୁ ଲୋକେ ଏହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ।

ଭିଡିଓ ଟି ଦେଖିବା ପରେ ଆପଣ ସ୍ପଷ୍ଟ ଭାବରେ ଜାଣି ପାରିବେ ଯେ ଏଠାରେ କିଭଳି ଭାବରେ ଚକିତ କଲାଭଳି ଘଟଣା ଘଟୁଛି।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।