ମଙ୍ଗଳବାର ଦିନ -ଏହି ୧ ଜିନିଷ ହନୁମାନଙ୍କୁ ଚଢ଼େଇ ଦିଅନ୍ତୁ ସବୁ ମନସ୍କାମନା ପୂରଣ ହେବ,ଧନ ପ୍ରାପ୍ତି ହେବ

ଆପଣ ଜାଣିଥିବେ ନିଶ୍ଚିତ ଯେ ଆମ ସାତ ବାର ମଧ୍ୟରୁ ଯେକୌଣସି ଗୋଟିଏ ସମସ୍ତ ଗ୍ରହ ମାନଙ୍କ ପାଇଁ ସମର୍ପିତ ହୋଇଥାଏ |ଆପଣଙ୍କ ପ୍ରିୟ ହନୁମାନ ମହାରାଜାଙ୍କ ପ୍ରିୟ ବାର ହେଉଛି ମଙ୍ଗଳବାର ତାହା ସହିତ ଏହି ମଙ୍ଗବାର ମଙ୍ଗଳ ଗ୍ରହଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ |ଆପଣ ଏହି ଦିନ ଯଦି ହନୁମାନ କିମ୍ବା ମଙ୍ଗଳଦେବଙ୍କୁ ଭକ୍ତିର ସହିତ ପୂଜା କରନ୍ତି ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ ଜୀବନରେ ଧନର ଅଭାବ ମଧ୍ୟ ଅନୁଭବ କରିବେ ନାହିଁ |

ମୁଁ ଆଜି ଆପଣକୁ ଏମିତି କିଛି ଦ୍ରବ୍ୟ ବିଷୟରେ କହିବି ଯାହାକୁ ଆପଣ ଏହିଦିନ ବ୍ୟବହାରକଲେ ଅପଣଂକର ଅମଙ୍ଗଳ ହୋଇଥାଏ |ତେବେ ଆସନ୍ତୁ ଜାଣିବା ଏହି ଦ୍ରବ୍ୟଗୁଡିକ ବିଷୟରେ ଏବଂ କଣ କଲେ ଆପଣଙ୍କ ଉପରେ ହନୁମାନ ଜି ପ୍ରସନ୍ନ ହେବେ ଏହାର ସମ୍ପୂର୍ଣ କଥା ବିଷୟରେ |

ଏହି ମଙ୍ଗଳବାର ଦିନ କେବେ ଲୁଣ ଖାଆନ୍ତୁ ନାହିଁ ଯଦି ଖାଉଛନ୍ତି ତେବେ କାମ ମାତ୍ରାରେ ଖାଆନ୍ତୁ, ଏହା ସହିତ ଆପଣ ଏହିଦିନ ମାଛ ମାଂସ ଖାଆନ୍ତୁ ନାହିଁ |ଏପରି କଲେ ଆପଣ ହନୁମାନଙ୍କ କୋପର ସ୍ୱୀକାର ହୁଅନ୍ତି ଏବଂ ସର୍ବଦା ଦୁଃଖ କଷ୍ଟ ରହନ୍ତି |

-ଏହି ଦିନ ଆପଣ କାହାକୁ କରଜ ଦିଅନ୍ତୁ ନାହିଁ, କରଜ ଦେବା ଦ୍ଵାରା ଆପଣଙ୍କୁ ଏହି ଧନ ଶୀଘ୍ର ମିଳିନଥାଏ |ଏହା ସହିତ ଆପଣ ଏହିଦିନ କୌଣସି ଲୁହାର ଜିନିଷ କିମ୍ବା ଧାର ଥିବା ଜିନିଷ କିଣିବା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ରୁଷ୍ଟ ହୁଅନ୍ତି |


-ଆପଣ ମଙ୍ଗଳବାର ଦିନ ଯଦି କୌଣସି ଗରିବ ଲୋକଙ୍କୁ କିମ୍ବା ବ୍ରାହ୍ମଣଙ୍କୁ ଗହମ ଦାନ କରନ୍ତି ତେବେ ଆପଣଙ୍କ ଭାଗ୍ୟଚମକି ଥାଏ, ଏହିଦିନ ଆପଣ ଯଦି ଗୁଡ଼ କିମ୍ବା ମେଚିଶ ଦାନ କରନ୍ତି ତେବେ ଆପଣ ହନୁମାନଙ୍କ ଅଶେଷ କୃପା ପ୍ରାପ୍ତ କରିବେ |

-ଏହିଦିନ ଆପଣ ଯଦି ତମ୍ବା କିମ୍ବା ସୁନାର ଦାନ କରନ୍ତି ତେବେ ଆପଣ ଧନ ପ୍ରାପ୍ତ କରିଥାନ୍ତି ଏହା ସହିତ ଆପଣ ଏହିଦିନ ଗାଈର ଦାନ କରନ୍ତି ତେବେ ଆପଣଙ୍କ ଗ୍ରହ ଶାନ୍ତି ଜନିତ ଦୋଷ କଟିଯାଏ |ଏହା ସହିତ ଆପଣ କେବେ ଦୁଃଖ କଷ୍ଟ ଭୋଗ କରନ୍ତି ନାହିଁ |

-ଯଦି କୌଣସି ବ୍ୟକ୍ତିଙ୍କର ବିବାହକୁ ନେଇ କୌଣସି ସମସ୍ୟା ରହିଥାଏ ତେବେ ମଙ୍ଗଳ ବାର ଦିନ ଆପଣ ମଶୁରଡାଲି ଦାନ କରନ୍ତୁ ତେବେ ଆପଣଙ୍କ ଏହି ସମସ୍ୟାର ସମାଧାନ ନିଶ୍ଚିତ ହୋଇଯିବ |

-ଯଦି ଆପଣ ମଙ୍ଗଳବାର ଦିନ ହନୁମାନଙ୍କୁ ନାଲି ମନ୍ଦାର ଦେଇ ନିଜର ମନସ୍କାମନା ଜଣାଉଛନ୍ତି ତେବେ ଆପଣଙ୍କ ମନର ଇଛା ନିଶ୍ଚିତ ପୂରଣ ହେବ, ଏହା ସହିତ ଆପଣ ହନୁମାନଜି ଙ୍କି ନିଜ ମନରେ ଭକତି ସହକାରେ ପୂଜା କରିବା ଦ୍ଵାରା ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ନିଶ୍ଚିତ ଦୂର ହେବ |