ଦେଖନ୍ତୁ live ଭିଡିଓ – ମନ୍ଦିରରେ ପୂଜା କରୁଥିବା ବେଳେ ବିଧାୟକଙ୍କ ହେଲା ମୃତ୍ୟୁ, ଏଭଳି ଭିଡ଼ିଓ ଦେଖିବା ପାଇଁ ଲୋକ ସେୟାର କରିଚାଲିଛନ୍ତି….

ତେବେ ପ୍ରତିଦିନ ଦିନ ଏମିତି କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ସହଜ ରେ ବିଶ୍ୱାସ କରି ନଥାନ୍ତି । ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ ।

ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ । କୁହାଯାଏ ମୃତ୍ୟୁ ଯେତେବେଳେ ଆସେ ଧୀରେ ଧୀରେ ଆସେ କାହାକୁ ଜଣାଇ ଆସେ ନାହିଁ ।

କେତେବେଳେ କାହାର ଜୀବନ ଚାଲିଯିବ ଏହା କାହାକୁ ମଧ୍ୟ ଜଣା ନଥାଏ। ତେବେ ଆପଣ ମାନେ ଦେଖି ଥିବେ କି ଅନେକ ଲୋକ ମାନଙ୍କ ର ଆକସ୍ମିକ ଦୁର୍ଘଟଣା ହୋଇ ଯାଏ। ଆଉ ସେଥିରେ ତାଙ୍କର ମୁର୍ତ୍ୟୁ ହୋଇ ଯାଏ। ତେବେ ଏମିତି ଘଟିବ ବୋଲି ନା ସେ ଜାଣି ଥିଲେ ନା ଆଉ କୌଣସି ଲୋକ କୁ ଏହାର ପୂର୍ବ ସୂଚନା ଥିଲା ।ବେଳେ ବେଳେ ଆମେ ସତର୍କ ରହି ମଧ୍ୟ କିଛି କରି ପାରୁ ନାହିଁ । ତେବେ ଏମିତି କିଛି ଘଟଣା ବିଷୟ ରେ ଆମେ ପ୍ରତିଦିନ ସୋସିଆଲ ମିଡ଼ିଆ ଜରିଆ ରେ ଜାଣିବାକୁ ପାଇ ଥାଉ।

ତେବେ ଆଜି ଆମେ ଏକ ଏମିତି ଘଟଣା ବିଷୟ ରେ ଜାଣିବା ଯେଉଁଠି ଜଣେ ବ୍ୟକ୍ତି ପୂଜା କରୁଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି। ତେବେ ଏହି ଘଟଣା ଟି ଆସିଛି ମଧ୍ୟପ୍ରଦେଶର ର ବୈତୁଲ୍ ଜିଲ୍ଲା ରୁ। ଏଠାକାର ପୂର୍ବତନ ବିଧାୟକ ବିନୋଦ ଡାଗା ପୂଜା କରୁଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ପ୍ରତିଦିନ ପରି ସେ ଧନତେରସ ଦିନ ମଧ୍ୟ ମନ୍ଦିର ଯାଇଥିଲେ ଓ ଭଗବାନ ଙ୍କ ସାମ୍ନା ରେ ବସି ପୂଜା କରୁ ଥିଲେ। ତେବେ ସର୍ବ ପ୍ରଥମେ ସେ ଭଗବାନ ପାର୍ଶ୍ଵନାଥ ଙ୍କୁ ପୂଜା କରିଥିଲେ । ପର୍ଶ୍ୱାନାଥ ଙ୍କ ପୂଜା ସାରିବା ପରେ ସେ ଦାଦା ଗୁରୁଦେବ ମନ୍ଦିରର ପରିକ୍ରମା କରି ଥିଲେ । ଏହା ପରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ।

ପୂଜା ଶେଷ କରି ସାରିବା ପରେ ଦାଦା ଗୁରୁଦେବ ଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ ହେଉଥିବା ସମୟରେ ହଠାତ ସେ ତଳେ ପଡ଼ି ଯାଇଥିଲେ। ଓ ସେଠାରେ ତାଙ୍କ ଜୀବନ ଚାଲି ଯାଇଥିଲା । ତେବେ ପୂଜାରୀ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ନେଇ ଯାଇଥିଲେ । କିନ୍ତୁ ହସ୍ପିଟାଲ୍ ରେ ପହଞ୍ଚିବା ବେଳକୁ ତାଙ୍କୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ଏହି ଘଟଣା ଟି ମନ୍ଦିର ବାରଣ୍ଡା ରେ ଲାଗି ଥିବା ସିସିଟିଭି କ୍ୟାମେରା ଫୁଟେଜ ରୁ ଦେଖିବାକୁ ମିଳି ଥିଲା ।

ଭଗବାନ ଙ୍କୁ ପୂଜା କରୁଥିବା ସମୟରେ ହିଁ ପୂର୍ବତନ ବିଧାୟକ ବିନୋଦ ଡାଗା ଙ୍କ ର ମୃତ୍ୟୁ ଘଟି ଥିଲା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।