ମାଳିକା ର ବଡ ଭବିଷ୍ୟବାଣୀ ! ଭାଉଜ ସହ ଭାବ ପଡିବ ଭାରି ମାଳିକା ଦେଲା ଭୟଙ୍କର ଚେତାବନୀ…..

ମହାପୁରୁଷ ଶିଶୁ ଅନନ୍ତ ଦାସ ମାଳିକାରେ କଳିଯୁଗ ର ଅନ୍ତ କୁ ନେଇ ଅନେକ କଥା ଲେଖିଛନ୍ତି।ଆଜି ଆମେ ଜାଣିବା କଳିଯୁଗର ଶେଷ ସମୟ ପୂର୍ବରୁ କଣ ସବୁ ସୂଚନା ମାନ ଦେଖିବାକୁ ମିଳିବ।ମହାପୁରୁଷ ତାଙ୍କ ଶିଷ୍ୟ ବାରଙ୍ଗମ କୁ ବହୁତ ସୁନ୍ଦର ଭାବରେ କହିଛନ୍ତି କି କିପରି ଭାବରେ କଳିଯୁଗ ର ଅନ୍ତ ଘଟିବ। ମହା ପୁରୁଷ କହିଛନ୍ତି ଯେ ଏମିତି ଏକ ସମୟ ଆସିବ ଯେଉଁଠି ବଡ଼ ମାନେ ସାନ ମାନଙ୍କୁ ସମ୍ମାନ ଦେବା କଥା ଭୁଲିଯିବେ।

ଗୁରୁଜନ ମାନଙ୍କୁ ସମ୍ମାନ ଦେବେ ନାହିଁ ଲଘୁଜନ ମାନେ । ଭାଉଜ କୁ ନେଇ କରିବେ ଘର ଉଦଣ୍ଡା କୁ ନେଇ ଗାଲୁଆ ଚଷିବେ ଚୋର ।

ଲୋକ ମାନେ ଏମିତି କାମ କରିବେ ଯାହା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ ଅର୍ଥାତ୍ ଭାଉଜ ମା ସମାନ ହୋଇ ଥାଏ ତାଙ୍କୁ କିନ୍ତୁ ଭାଉଜ ମାନେ ନେଇ ଘର କରିବେ । ଆଉ ଗୋ ଜମି କୁ ଚଷିବା ପାଇଁ ଆରମ୍ଭ କରିବେ। ଯେମିତି ଆପଣ ଜାଣିଛନ୍ତି ତିନୋଟି ମା କୁ ଅପମାନ ଦେଲେ ମଣିଷ ନିସ୍ତାର ପାଏ ନାହିଁ , ଜନ୍ମ ଦେଇଥିବା ମା , ଭାରତ ମା , ଆଉ ଗୋଟିଏ ହେଉଛି ଗୋ ମାତା । ଗୋ ଚାରଣ ଭୂମି କୁ ନଷ୍ଟ କରନ୍ତୁ ନାହିଁ । ଆଉ ଗୋ ମାତା କୁ କଂସେଇ ହାତ ରେ ଦିଅନ୍ତୁ ନାହିଁ ଯଦି ଆପଣ ପ୍ରକୃତ ହିନ୍ଦୁ ।

ତେଣୁ ସେହି ଦିନ କଳି ର ଖେଳ ସରିଯିବ ବୋଲି ମହାପୁରୁଷ ଶିଶୁ ଅନନ୍ତ ଦାସ ତାଙ୍କ ଶିଷ୍ୟ ବାରଙ୍ଗ କୁ କହିଛନ୍ତି।ଏହି ସମୟ ମଧ୍ୟରେ ଆଉ କଣ ଘଟିବ,ତାହା ମଧ୍ୟ ମହାପୁରୁଷ କହିଛନ୍ତି।କିଛିଦିନ ପୂର୍ବରୁ ଜଣେ ପୂଜାରୀ ଗୋଟିଏ ନଡ଼ିଆ କୁ ଭାଙ୍ଗିବା ବେଳେ ତା ଭିତରୁ ଆଉ ଗୋଟିଏ ନଡ଼ିଆ ବାହାରିଲା।ତେଣୁ ଯେତେବେଳେ ଗୋଟିଏ ଫଳ ମଧ୍ୟରୁ ଆଉ ଗୋଟିଏ ଫଳ ବାହାରିବ ସେତେବେଳେ ଜାଣିବେ କି କଳି ଯୁଗର ଶେଷ ସମୟ ଆସିଗଲା ବୋଲି।

ଏମିତି ମଧ୍ୟ କଳି ଯୁଗରେ ସମୟ ଆସିବ ଯେଉଁଠି ବ୍ରାହ୍ମଣ ବୈଶବ ମାନଙ୍କ ର ଚରିତ୍ର ମଧ୍ୟ ବଦଳି ଯିବ । ବ୍ରାହ୍ମଣ ମାନେ ମଦ୍ୟପାନ କରିବେ ବେଦ ଆଉ ପାଠ କରିବେ ନାହିଁ । ସାନ ସାନ ବଡ଼ କୁ ମାରିବେ ଶାଶୁ ଙ୍କୁ ମାରିବେ ବୋହୂ । ଏମିତି ମଧ୍ୟ ସମୟ ଆସିବ ଯେଉଁଠି ଶାଶୁ ମାନେ ବୋହୂ କୁ ମାରିବେ ଘୃତ ମାନ ଆମ୍ବିଳ ଲାଗିବ କସା ଲାଗିବ ଯେ ମହୁ ।

ଘିଅ ଘୃତ ମାନ ଆମ୍ବିଳ ଲାଗିବ ସ୍ଵାଦ ରେ ଆଉ କସା ମହୁ ଲାଗିବ । ସାନ ମାନେ ବଡ଼ କୁ ସମ୍ମାନ କରିବେ ନାହିଁ । ସେମାନଙ୍କୁ ଅପମାନ କରିବାକୁ ଲାଗିବ । ତେବେ ଏହି ସବୁ ହେଉଛି ମହା ପୁରୁଷ ମାନଙ୍କ ର ଠାର ଗାର ଲେଖା ।ତେଣୁ ସମସ୍ତେ ସେହି ଜଗତର ନାଥ ଜଗନ୍ନାଥଙ୍କ ଉପରେ ବିଶ୍ବାସ ରଖିବା।ସେ ହିଁ ଆମକୁ ରକ୍ଷା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।