ମାଳିକାର ବଡ ଭବିଷ୍ୟ ବାଣୀ ! ଶେଷ ଥର ପାଇଁ ଏହି ଦିନ ଆଟାକ କରିବ ପାକିସ୍ଥାନ, ମାଳିକା କଲା ମହା ଖୁଲାସା…..

ମହାପୁରୁଷ ଅଚ୍ୟୁତାନନ୍ଦ ଜଣେ ଏଭଳି ପୁରୁଷ ଯିଏକି କଳି ଯୁଗରେ ଆଠ ପ୍ରକାର ଗୁଣ, ଅଷ୍ଟାନିଧି ହୋଇ ଆସିଥିଲେ।ସେ ଜଣେ ଜଗତଜନ୍ମା ମହା ପୁରୁଷ, ଅନେକ ପ୍ରତିଭା ର ଅଧିକାରୀ। ତାଙ୍କର ମାଳିକା ଏକ ବିଚିତ୍ର ରହସ୍ୟ ପୂର୍ଣ୍ଣ, ତର୍କ ପୂର୍ଣ୍ଣ ଏବଂ ଗୁରୁତ୍ଵ ବହନ କରୁଥିବା ମାଳିକା ଵିଚାର ଅଟେ। ଆଜିକାଲି ମାଳିକା ସମସ୍ତେ ପଢୁଛନ୍ତି, ଶୁଣୁଛନ୍ତି, ବୁଝୁଛନ୍ତି କିନ୍ତୁ ଅର୍ଥ କୁ ଅନର୍ଥ କରି ବୁଝୁଛନ୍ତୀ। ଯେମିତି ଏବେ ଭାରତ ପାକିସ୍ଥାନ ମଧ୍ୟରେ କୋହୋଳ ଲାଗି ରହିଛି।

ପରସ୍ପର ଭିତରେ ଲାଗି ରହିଛି ଅଶାନ୍ତି ଏବଂ ଝଡ଼। ଯୁଦ୍ଧ ପରିସ୍ଥିତି ବି ସୃଷ୍ଟି ହୋଇଛି।ତେବେ ଏହାକୁ ନେଇ ଆମେ ତର୍କ ଆଲୋଚନା କରୁଛେ, ଯାହା ମାଳିକା ରେ ସ୍ପଷ୍ଟ ବର୍ଣ୍ଣିତ ରହିଛି।

କୁହାଯାଏ ଯେ ଭାରତ ହେଉଛି ଏକ ଶ୍ରେଷ୍ଠ ଦେଶ। ଯାହା ମାଳିକା ରେ ବର୍ଣ୍ଣିତ ରହିଛି ଭାରତ ଏକ ବଡ଼ ଆଧ୍ୟାତ୍ମିକତା ର ଦେଶ।ତେବେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଲାଗି ରହିଛି ଓ ଏମାନେ ଯେଉଁଭଳି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହା ଶୁଭଙ୍କର ବାର୍ତ୍ତା ନୁହଁ। ପୂର୍ବ କାଳରେ ଦେବତା ମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ହେଉଥିଲା।

ରାକ୍ଷସ ମାନଙ୍କୁ ବିନାଶ କରିବା ପାଇଁ ଦେବତା ମାନେ ଯୁଦ୍ଧ କରିଥିଲେ। ଯୁଦ୍ଧର ସଂରଚନା ହେଉଥିଲା। କିନ୍ତୁ ପୁଣିଥରେ ଅନ୍ତିମ ପରିଣାମ ସ୍ବରୂପ ଏହାର ସ୍ଥିତି ପୁଣି ପୂର୍ବଭଳି ହେଇ ଯାଉଥିଲା। ସେହିଭଳି ଏବେ ଯେଉଁଭଳି ଦୁଇ ଦେଶ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଛି ଏହା କେବଳ ଅନ୍ୟର ହସ୍ତକ୍ଷେପ ପାଇଁ ସମ୍ଭବ ହୋଇଛି।

ତେବେ ପଡୋଶୀ ଦେଶ ପାକିସ୍ଥାନ ନିଜ ବୁଦ୍ଧିରେ ନୁହଁ ବରଂ ପର ବୁଦ୍ଧିରେ ପରିଚାଳିତ ହେଉଛି ଏବଂ ପରବୁଦ୍ଧିଆ ହୋଇ ଏଭଳି କାମ କରୁଛି। ଏମିତି ରେ ଭାରତ ପାକିସ୍ଥାନ ହେଉଛନ୍ତି ଭାଇ ଭାଇ। କିନ୍ତୁ ଅନ୍ୟର ପ୍ରରୋଚନାରେ ପାକିସ୍ଥାନ, ଭାରତ ସହିତ ଯୁଦ୍ଧ ପାଇଁ ଆହ୍ବାନ ଦେଉଛି। ଏହାର ପରିଣାମ କିନ୍ତୁ ତାକୁ ଭୋଗିବାକୁ ପଡ଼ିବ।

ତେବେ ଏଥିପାଇଁ ଚୀନ୍ ର ବୁଦ୍ଧିରେ, ପ୍ରରୋଚନାରେ ପାକିସ୍ତାନ ଏହିଭଳି ଘଟଣା ଘଟାଉଛି। ଚୀନ୍ ତାର ବିଜ୍ଞାନ କୁ ପ୍ରୟୋଗ କରି ଭାବୁଛି ଯେ ସେ ବହୁତ୍ ଶକ୍ତିଶାଳୀ ଏବଂ ସେ ଅନ୍ୟ ରାଷ୍ଟ୍ରକୁ ମାନଙ୍କୁ ଏମିତି ରେ ଭାରତକୁ ନିମିଶକେ ଶେଷ କରିଦେବ। କିନ୍ତୁ ଯାହା ମାଳିକା ରେ ବର୍ଣ୍ଣିତ ରହିଛି ଯେତେବେଳେ ୧୩ ଟି ବଡ଼ ବଡ଼ ରାଷ୍ଟ୍ର ଲଢେଇ ପାଇଁ ପ୍ରସ୍ତୁତ ହେବେ ସେତେବେଳେ ସେମାନେ ଏକ ଏଭଳି ସ୍ଥିତି ଦେଇ ଗତି କରିବେ ଯାହାଦ୍ଵାରା ଦେଶବାସୀ ମାନେ ଭୟଭୀତ ହୋଇଯିବେ।

କିନ୍ତୁ ଭାରତ ଏମିତି ଏକ ଆଧ୍ୟାତ୍ମିକତା ର ଦେଶ ଯେଉଁ ବିଷୟରେ ବିବେକାନନ୍ଦ, ରାମକୃଷ୍ଣ ମଧ୍ୟ କହିଛନ୍ତି ଯେ ଏଠାରେ ଯେତେବେଳେ ମଣିଷ ମାନଙ୍କ ଦେହରେ ଦେବତା ପ୍ରବେଶ କରି ଯୁଦ୍ଧ କରିବେ ସେତେବେଳେ ଶହ ଶହ ଚୀନ୍, ପାକିସ୍ଥାନ ମଧ୍ୟ ଭାରତ ଆଗରେ ହାର ମାନିବେ। କାହାର କୌଣସି ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।