ମାଳିକା ଭବିଷ୍ୟବାଣୀ ! ମୋଦି ଙ୍କ ଖେଳ ଖାତମ, ମିଳିଗଲେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…ଜାଣନ୍ତୁ କିଏ ?

ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ମାଳିକା ରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ମଧ୍ୟ ଯାହା ମାଳିକା ରେ ରହିଛି ତାହା କାହାକୁ ଭୟଭୀତ କରିବା ପାଇଁ ନୁହେଁ। ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ।

କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।

ତେବେ ମହାପୁରୁଷ ତାଙ୍କ ଭବିଷ୍ୟତ ବ୍ୟାଖ୍ୟା ରେ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବାକୁ ଜାଉ ଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ଦେଶରୁ କୁ ଶାସନ ଦୂର ହେବ ଏବଂ ଦେଶରେ ସୁଶାସନ ଆସିବ। ଦେଶରେ ଜଣେ ଏମିତି ବ୍ୟକ୍ତି ବିଶେଷ ଙ୍କୁ ଶାସକ ଭାବରେ ଦେଖିବାକୁ ମିଳିବ ଯିଏକି ଦେଶର ରୂପରେଖ ପରିବର୍ତ୍ତନ କରିଦେବେ।

ତେବେ ସେ କେବେ ଆସିବେ ଶାସନ ଗାଦି କୁ ଏ ବିଷୟରେ ମହା ପୁରୁଷ କହିଛନ୍ତି।ସେ କହିଛନ୍ତି ୨୦୨୪ ମସିହାରେ ଆସୁଥିବା ସାଧାରଣ ନିର୍ବାଚନ ରେ ନେତା ମନ୍ତ୍ରୀ ମାନେ ଆଉ କୌଣସି ଦଳରେ ସ୍ଥିର ହୋଇ ରହିବେ ନାହିଁ। ଦଳ ଅଦଳବଦଳ ଘଟିବ। ସମସ୍ତେ ଦଳରୁ ଅନ୍ୟ ଦଳକୁ ଡ଼ିଆଁ ମାରିବେ।

କୌଣସି ଶାସନର ସ୍ଥିରତା ରହିବ ନାହିଁ।ଏହା ସହିତ ମହାପୁରୁଷ ଇଙ୍ଗିତ ମଧ୍ୟ କରିଛନ୍ତି ଯେ ହୁଏତ କେଉଁ କେଉଁ ସ୍ଥାନରେ ୨୦୨୪ ରୁ ୨୯ ଭିତରେ ରାଷ୍ଟ୍ରପତି ଶାସନ ମଧ୍ୟ ହୋଇପାରେ। ସମସ୍ତେ ନିଜ ନିଜ ଗାଦି ରୁ ଚ୍ୟୁତ ହେବେ। ତେବେ ଏହାରି ଭିତରେ କିଛି ଶାସକ ମାନେ ଯେଉଁମାନେ ଅନ୍ୟାୟ ଅନୀତି ରେ ବୁଡି ରହିଛନ୍ତି ସେମାନେ ପରିବର୍ତ୍ତନ ହେବେ। ସେମାନଙ୍କ ଶାସନ ବଦଳିବ। ତେବେ ସେ କେବଳ ଭାରତ କଥା ଉଲ୍ଲେଖ କରି ନାହାନ୍ତି ବରଂ ସାରା ବିଶ୍ଵର କଥାକୁ ଉଲ୍ଲେଖ କରିଛନ୍ତି। ସାରା ବିଶ୍ବରେ ଶାସନରେ ସ୍ୱଚ୍ଛତା ଆସିବ।

ଆଉ ଯେଉଁ ମାନେ ଅନ୍ୟାୟ ଅନୀତି କରୁଛନ୍ତି ସେମାନେ ସମସ୍ତେ ଗାଦିଚ୍ୟୁତ ହେବେ। ସେହିପରି ଭାରତର ପ୍ରଧାନମନ୍ତ୍ରୀ ଭାବରେ ୨୦୨୪ ମସିହାରେ ଜଣେ ଅ’ ଅକ୍ଷର ବିଶିଷ୍ଟ ବ୍ୟକ୍ତି ଦିଲ୍ଲୀ ଆସନ କୁ ଅଳଙ୍କୃତ କରିବେ।ସେ ଦେଶର ଶାସନ ଭାର କୁ ସମ୍ଭାଳିବେ। ଯାହାକୁ ନେଇ ମହା ପୁରୁଷ ଇଙ୍ଗିତ କରିଛନ୍ତି ଯେ ଭାରତକୁ ଜଣେ ନୂଆ ପ୍ରଶାସକ ମିଳିବ। ଯିଏକି ଭାରତ କୁ ଏକ ନୂତନ ଦିଶା ଦେଖାଇବେ ଏବଂ ଦେଶର ଶାସନ ପଦ୍ଧତି ରେ ପରିବର୍ତ୍ତନ ଆଣିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।