ଆଶ୍ଚର୍ଯ୍ୟ ! ମାଳିକା ଭବିଷ୍ୟବାଣୀ ! କ’ଣ ଘଟିବାକୁ ଯାଉଛି ବର୍ଷ ୨୦୨୧ ରୁ ୨୦୨୫ ଭିତରେ, ଜାଣନ୍ତୁ ଏହାକୁ ନେଇ ମାଳିକା କଣ କହୁଛି… ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ ନମଃ ଶିବାୟଃ….
ପୁଣି ଆମେ ଆଜି ଆଲୋଚନା କରିବା ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ବର୍ଣ୍ଣିତ ହୋଇଥିବା କିଛି ଗୁରୁତ୍ଵପୂର୍ଣ୍ଣ ସତର୍କ ମୂଳକ ଘଟଣାବଳୀ ଉପରେ ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ମାଳିକା ରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ମଧ୍ୟ ଯାହା ମାଳିକା ରେ ରହିଛି ତାହା କାହାକୁ ଭୟଭୀତ କରିବା ପାଇଁ ନୁହେଁ। ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।
ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ। କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।
ଯେମିତି କଳା ବର୍ଷ ଭିତରେ ମୁହଁ ଘୋଡେଇ ଘୋଡେଇ ୨୦୨୦ ବର୍ଷଟି କଟିଗଲା, ସେମିତି ଭାବରେ ଚଳିତ ବର୍ଷ ଏବଂ ଆଗାମୀ ସମୟ ଗୁଡ଼ିକ ନକଟୁ ତାହା ଆମେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିବା। କାରଣ ପ୍ରାର୍ଥନା ର ଶକ୍ତି ଅସୀମ। ଆଜି ଆମେ ଆଲୋଚନା କରିବା ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ କଣ ସବୁ ଘଟଣା ଘଟିବା ପାଇଁ ଯାଉଛି।
ବିଶେଷ କରି ମହାପୁରୁଷ ବିଗତ ବର୍ଷ ବିଷୟରେ ଯାହା ବର୍ଣ୍ଣନା କରିଥିଲେ ତାହା ତ ସତ ହୋଇଛି, ସେହିପରି ଘଟଣା ସବୁ ଘଟିଘଟି ଚାଲିଛି।ସେହି କ୍ରମରେ ଆଗାମୀ ଦିନରେ କୃଷି କ୍ଷେତ୍ରରେ ସଙ୍କଟ ଦେଖାଦେବ। ଫସଲ ଅମଳ ଭଲ ହେବ ନାହିଁ। କୃଷି କ୍ଷେତ୍ରରେ ଅନେକ ସମସ୍ୟା ଆଦି ଦେଖାଯିବ।
ପ୍ରମାଣ ସ୍ବରୂପ ବର୍ତ୍ତମାନ କିପରି ଭାବରେ ଦିଲ୍ଲୀରେ କୃଷି ଆନ୍ଦୋଳନ ହେଉଛି ତାହା ଆପଣ ଜାଣିଛନ୍ତି। ଫସଲ ଅମଳ ନହେବା କାରଣରୁ ଅନେକ ଅସୁବିଧା ଏବଂ ସମସ୍ୟା ଦେଇ ଗତି କରିବେ ଲୋକେ। ଖାଦ୍ୟ ସାମଗ୍ରୀ ର ଦରଦାମ ଅହେତୁକ ଭାବରେ ବୃଦ୍ଧି ପାଇବ। ପାଞ୍ଚ ଶହ ଟଙ୍କା ନେଇଗଲେ ବି ବଜାରରୁ ଅଧା ବ୍ୟାଗ୍ ପରିବା ଆଣି ପାରିବେ ନାହିଁ।
ଏକ ପ୍ରକାର କୃଷି ସଙ୍କଟ ଦେଇ ଗତି କରିବ ଦେଶ। ଏହାଛଡା ୨୦୨୧ ପରେ ରୋଗ ବ୍ୟାଧି, ପ୍ରାକୃତିକ ବିପର୍ଯ୍ୟୟ ଆଦି ବୃଦ୍ଧି ପାଇବ ଯାହା ମାନବ ସମାଜକୁ କବଳିତ କରି ରଖିବ। ବିଶାଳ ଭୂମିକମ୍ପ କାରଣରୁ କୋଠା ବାଡ଼ି ଭୁଶୁଡ଼ି ଅନେକ ଧନ ଜୀବନ କ୍ଷତିଗ୍ରସ୍ତ ମଧ୍ୟ ହେବ।
୨୦୨୨ ରେ ଗୁଣ୍ଡାଗର୍ଦି ବୃଦ୍ଧି ପାଇବ। ପରସ୍ପର ମଧ୍ୟରେ ଶତ୍ରୁତା ବଢ଼ିବ।୨୦୨୩ ରେ ଜଳମଗ୍ନ ହେବ ପ୍ରଦେଶ ମାନ। ଏହାର ପ୍ରଳାପ ବିପର୍ଯ୍ୟୟରେ ପରିଲକ୍ଷିତ ହେବ।୨୦୨୪ ରେ ପୁଣି କରନା ଭଳି ଅଜଣା ଅଚିହ୍ନା ରୋଗ ମାନବ ସମାଜକୁ କବଳିତ କରିବ ଆଉ ସେଥିରେ ଅନେକ ପ୍ରାଣହାନୀ ମଧ୍ୟ ଘଟିବ। ଯାହାକୁ ମହାପୁରୁଷ ଆଗରୁ ସୂଚନା ଦେଇ ଯାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।