ମଜାଦାର ପ୍ରଶ୍ନ – ଆପଣଙ୍କ ପାଖରେ ଗୋଟିଏ SIM ଚିତ୍ର ଅଛି ଏବଂ ଇଂରାଜୀରେ LA ଲେଖା ଅଛି ତାହାଲେ ସହରଟିର ନାମ କ’ଣ କୁହ ? ବୁଦ୍ଧିମାନ ହିଁ ଉତ୍ତର ଦେଇପାରିବ…

ଆପଣ ମାନଙ୍କ ପାଇଁ ଆମେ ପୁଣି ଥରେ ନେଇ ଆସିଛୁ କିଛି ଏମିତି ମଜାଦାର ଆଉ କୌତୁକିଆ ପ୍ରଶ୍ନ ଯାହା ଆପଣଙ୍କ ସୃଜନ ଶିଲତା କୁ ବଢ଼ାଇବ। ଏହିଭଳି ପ୍ରଶ୍ନ ଆପଣଙ୍କୁ ବହୁତ୍ ଭଲ ଲାଗୁଥିବା କାରଣରୁ ପୁଣି ଥରେ ଆପଣ ମାନଙ୍କ ପାଇଁ ଏହିଭଳି କିଛି ପ୍ରଶ୍ନ ଆମେ ନେଇ ଆସିଛୁ ଯାହା କୁ ସମାଧାନ କରିବା ପାଇଁ ବା ଏହାର ଉତ୍ତର ଦେବାପାଇଁ ଆପଣଙ୍କୁ ସାମାନ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିବା ପାଇଁ ପଡ଼ିବ।

ଆଜି ଆମେ ଏହି ଲେଖାରେ ଆପଣଙ୍କୁ ଏମିତି କିଛି ମଜାଦାର ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏହାର ଉତ୍ତର ଟିକେ ଭିନ୍ନ ଧରଣର। କିଛି କ୍ଷେତ୍ରରେ ଆମେ ଏହିଭଳି ପ୍ରଶ୍ନ ସାକ୍ଷାତକାର ମାନଙ୍କରେ ଦେଖିବାକୁ ପାଉ।ତେବେ ଏହି ଭଳି କିଛି ପ୍ରଶ୍ନ ଶୁଣିବା ପରେ ଆପଣ ତାହା ପଜଲ୍ ଭଳି ଅଟେ। ଆପଣ ଏହାକୁ ଦେଖି ନକରତ୍ମାକ ଦିଗକୁ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ ଖାଳି ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ।

ପ୍ରଶ୍ନ ୧- ଯଦି ଆପଣଙ୍କ ଆଗରେ ଗୋଟିଏ ହାର୍ଟ ଚିହ୍ନ ରହିଛି, ଏବଂ ତା ପାଖରେ ଏକ ଫୁଲ ର ଚିହ୍ନ ରହିଛି ତେବେ ଆପଣଙ୍କୁ କହିବାକୁ ପଡ଼ିବ ଏହାର ନାମ ବା ଉତ୍ତର କଣ ହେବ?
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି ଦିଲ୍ଲୀ। କାରଣ ହାର୍ଟ କୁ ହିନ୍ଦୀରେ ଦିଲ୍ କୁହାଯାଏ ଏବଂ ଫୁଲ କୁ ଲିଲି।

ପ୍ରଶ୍ନ ୨- ଯଦି ଆପଣଙ୍କ ଆଗରେ ଇଂରାଜୀ ଅକ୍ଷର (j) ଅଛି,ଆଉ ତାପରେ ଗୋଟେ ପ୍ୟାନର ଚିତ୍ର ଅଛି ତାହେଲେ ଏଠାରେ ଆପଣଙ୍କୁ ଏକ ଦେଶର ନାମ କହିବାକୁ ହେବ?
ଉତ୍ତର- ଜାପାନ।

ପ୍ରଶ୍ନ ୩- ଆପଣଙ୍କ ଆଗରେ ଛୋଟ ଛୁଆର ମୁଣ୍ଡ ଏବଂ ଏକ ୧୦୦ ମାର୍କ ର ସଂକେତ ରହିଛି।ତେବେ ଏହାର ଉତ୍ତର?
ଉତ୍ତର- ସରସୋ।

ପ୍ରଶ୍ନ ୪- ଗୋଟେ ମୁଦି ଚିତ୍ର ଏବଂ ତାପରେ ଗୋଟେ ଚାବିର ଚିତ୍ର ଆପଣଙ୍କ ସମ୍ମୁଖରେ ଅଛି, ତେବେ ଏହାର ଉତ୍ତର କଣ?
ଉତ୍ତର- ରିଙ୍କି ( ଝିଅର ନାମ)

ପ୍ରଶ୍ନ ୫- ଯଦି ଆପଣଙ୍କ ଆଗରେ ଗୋଟିଏ ମହିଳାର ଚିତ୍ର ଅଛି ଆଉ ତାପରେ ଗୋଟେ ହାତରେ ଚାରିଟି ଆଙ୍ଗୁଳି ଦେଖା ହୋଇଛି ତାହେଲେ ପରିବାଟିର ନାମ କଣ?
ଉତ୍ତର- ଲେଡିଜ୍ ଫିଙ୍ଗର ବା ଭେଣ୍ଡି।

ପ୍ରଶ୍ନ ୬- ସେହିପରି ଗୋଟେ ସିମ କାର୍ଡ଼ ଏବଂ ତାପରେ ଚିତ୍ରରେ ଇଂରାଜୀରେ LA ଲେଖା ଅଛି ତାହେଲେ ଦେଶଟିର ନାମ କୁହନ୍ତୁ।
ଉତ୍ତର- ସିମ୍+LA =ସିମଲା

ପ୍ରଶ୍ନ ୭- ଯଦି ଆପଣଙ୍କ ଆଗରେ ଏକ ଲୁହା ଚେନର ଚିତ୍ର ଅଛି ଓ ତାପରେ ଇଂରାଜୀ ଅକ୍ଷର ଏ ଅଛି, ତାହେଲେ ଦେଶର ନାମ କଣ ହେବ ?
ଉତ୍ତର- ଚେନ୍+ ଏ= ଚାଇନା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।