Sadhu Bani – ମହିଳା ମାନେ ତାଙ୍କ ସ୍ୱାମୀଙ୍କୁ ଏହି ୬ଟି କଥା କେବେବି କୁହନ୍ତି ନାହିଁ
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବୁ ଯାହାକୁ ସ୍ତ୍ରୀ ମାନେ ତାଙ୍କ ସ୍ୱାମୀକୁ ଭୁଲରେ ବି କହନ୍ତି ନାହିଁ l ଆପଣ ଜାଣିଥିବେ ଯେ ଆମ ସମାଜରେ ସବୁ ସମ୍ପର୍କ ଅପେକ୍ଷା ସ୍ତ୍ରୀ ଏବଂ ସ୍ୱାମୀ ଙ୍କୁ ଗୁରୁତ୍ୱ ଦିଆ ଯାଏ କାରଣ ଏହି ମାନଙ୍କ ଠାରୁ ସମାଜରେ ମଣିଷ ନିଜର ବଂଶ ବିସ୍ତାର କରିଥାଏ l
ପୁରୁଷ ଆଉ ମହିଳା ପରସ୍ପର ସ୍ୱାମୀ ସ୍ତ୍ରୀ ସମ୍ପର୍କ ରେ ବନ୍ଧିତ ହେଲେ ସେମାନେ ନିଜର ଯୁଗ ଯୁଗକୁ ସାଙ୍ଗରେ ରହିବା ପାଇଁ ସଂକଳ୍ପ କରନ୍ତି l ଆଉ ଏହି ସମ୍ପର୍କ ରେ ପରସ୍ପରକୁ ଅତ୍ୟନ୍ତ ବିଶ୍ୱାସ କରନ୍ତି l
ଏତେ ବିଶ୍ୱାସ ମଧ୍ୟରେ ବି ସ୍ୱାମୀ ସ୍ତ୍ରୀ ମଧ୍ୟରେ କିଛି କଥାକୁ ପରସ୍ପର ଭୁଲରେ ବି କହନ୍ତି ନାହିଁ l ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କ ପାଇଁ ଜୀବନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ଯାଇ ଥାନ୍ତି କିନ୍ତୁ ଏମିତି କିଛି କଥା ଅଛି ଯାହାକୁ ସ୍ୱାମୀକୁ ସ୍ତ୍ରୀ କେବେବି କୁହନ୍ତି ନାହିଁ l ତେବେ ଚାଲନ୍ତୁ ଜାଣିବା ଏହି କଥା ଗୁଡିକ କଣ ଯାହାକୁ ନିଜର ପ୍ରାଣ ଠୁ ପ୍ରିୟ ସ୍ୱାମୀଙ୍କୁ ସ୍ତ୍ରୀ କହେ ନାହିଁ l
1-ସ୍ତ୍ରୀ ନିଜର ଖୁସି ବେଳେ ସେ କେମିତି ଅନୁଭବ କରେ ସେ ବିଷୟରେ ଯଦି ନିଜର ସ୍ୱାମୀ ପଚାରେ ତେବେ ସ୍ତ୍ରୀ କେବେ ବି ନିଜର ସ୍ୱାମୀ କୁ କହେ ନାହିଁ ଯଦି ବି କହେ ତେବେ ସେ ମିଛ ହିଁ କହି ଥାଏ l
2-ସ୍ୱାମୀ ନିଜର ସ୍ୱାମୀ କୁ ପୁରୁଣା ପ୍ରେମିକ ବିଷୟରେ କହେ ନାହିଁ l କିନ୍ତୁ ମହିଳା ମାନେ ନିଜର ସ୍ୱାମୀକୁ ଯେତେବି ଭଲ ପାଉ ଥାନ୍ତି ନା କାହିଁକି କିନ୍ତୁ ଭଲ ପାଇବାର ତଥା ନିଜର ହୃଦୟର କେଉଁଠି ନା କେଉଁଠି ନିଜର ପୁରୁଣା ପ୍ରେମିକ ପ୍ରତି ଭଲ ପାଇବା ରହିଥାଏ l କାରଣ ନାରୀ ମାନେ ଭୁଲରେ ବି ନିଜର ପୁରୁଣା ତଥା ପ୍ରଥମ ପ୍ରେମିକ କୁ ଭୁଲନ୍ତି ନାହିଁ l
3-ସ୍ତ୍ରୀ ମାନେ ନିଜର ମନରେ କାମନାର ଭାବନା ଥିଲେ ମଧ୍ୟ ନିଜର ସ୍ୱାମୀ କୁ କେବେ କହନ୍ତି ନାହିଁ ଏହାକୁ ସେମାନେ ନିଜର ସ୍ୱାମୀଙ୍କ ଠାରେ ଲୁଚେଇ ଥାନ୍ତି l
4-ସ୍ତ୍ରୀ ମାନେ ନିଜର ସ୍ୱାମୀକୁ କେବେ ବି ନିଜର ସଂଚିତ ଧନ ବିଷୟରେ କହନ୍ତି ନାହିଁ, ଏହି କଥା କୁ ସେମାନେ ନିଜର ସ୍ୱାମୀ ଠାରୁ ଲୁଚେଇ ରଖନ୍ତି l ସବୁ ସ୍ତ୍ରୀ ମାନେ ଏହି ପରି କରିଥାନ୍ତି l
5-ସ୍ୱାମୀ ମାନେ ଯଦି ନିଜର ସ୍ତ୍ରୀ ଆଗରେ ପର ସ୍ତ୍ରୀ ର ଚର୍ଚ୍ଚା କରନ୍ତି ଟେବେ ସେ ଏହାକୁ ସହ୍ୟ କରି ପାରନ୍ତି ନାହିଁ l ଆଉ ସେ ମଧ୍ୟ ଏହାକୁ ଲୁଚେଇ ରଖନ୍ତି l
6-ସ୍ତ୍ରୀ ମାନେ ଝଗଡା କଲେ କେବେ ହରିବାକୁ ପସନ୍ଦ କରନ୍ତି ନାହିଁ l କିନ୍ତୁ ସେ ନିଜର ସ୍ୱାମୀ ଠାରୁ ଜାଣି ଜାଣି ହlରି ଯାଆନ୍ତି କାରଣ କଳି ଆଗକୁ ବଢେଇବାକୁ ଚାହାଁନ୍ତି ନାହିଁ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।