ମହିଳା ମାନେ ସକାଳୁ ଉଠି ସ୍ୱାମୀ ଙ୍କ ସହ କରନ୍ତୁ ଏହି କାମ ( ଧନର ବର୍ଷା ) ହେବ – Ajira Anuchinta

ଆମର ଭାରତୀୟ ସମାଜରରେ ଏମିତି ଲୋକ ଅଛନ୍ତି l ଯେ କି ଧର୍ମକୁ ମାନିଥାନ୍ତି ଏବଂ ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ଧର୍ମକୁ ମାନିନାଥାନ୍ତି l ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ l ଖାସ କରି ସକାଳୁ ଜଲଦି ଉଠିବା କେବଳ ଏତିକି ନୁହେଁ l ଶାସ୍ତ୍ରରେ ଏହା ବି ଲେଖାଯାଇଛି, ଯେ ସକାଳୁ ଉଠି କରି କଣ କରିବା ଉଚିତ ଓ କଣ ନ କରିବା ଉଚିତ l ଚାଣକ୍ୟ ନୀତି ଅନୁସାରେ ପ୍ରଥମ କଥା ହେଉଛି ପାଣି ପିଇବା l

ଏଥିରେ ସ୍ୱାସ୍ଥ୍ୟକୁ ବହୁତ ଫାଇଦା ହୋଇଥାଏ l ଆମର ବହୁତ ସାରା ରୋଗ ଭଲ ହୋଇଥାଏ l ପେଟ ମଧ୍ୟ ସଫା ରହେ, ଏବଂ ପାଟିରେ ଥିବା ଲାଳ ଅଂଶ ପେଟକୁ ଚାଲି ଯାଇଥାଏ, ଯାହାଦ୍ୱାରା ପେଟ ସମ୍ଭାଦିତ ରୋଗ ଦୂର ହୋଇଥାଏ l

ଶାସ୍ତ୍ରରେ କୁହାଯାଇଛି ଯେ କି ହାତର ପ୍ରଥମ ଭାଗରେ ବା ପାପୁଲିରେ ଦେବୀ ଲଷ୍ମୀ ବାସ କରିଥାନ୍ତି l, ମଧ୍ୟ ଭାଗରେ ସରସ୍ବତୀ ବାସ କରିଥାନ୍ତି ଓ ମୂଳ ଭାଗରେ ଭଗବାନ ବିଷ୍ଣୁ ବାସ କରନ୍ତି l ଏହି କାରଣ ଅଛି କି ସକାଳୁ ଉଠି ଆମେ ଆମର ସବୁଠୁ ପ୍ରଥମେ ଆମ ଦୁଇ ହାତରେ ପାପୁଲିକୁ ଯୋଡି କରି ଦେଖିବା ଉଚିତ l ଏହା କରିବାଦ୍ବାରା ସମସ୍ତ ଦେବଦେବୀ ପ୍ରସନ୍ନ ରହିଥାନ୍ତି, ଏବଂ ଆମମାନଙ୍କ ଘରେ କୌଣସି ସମସ୍ୟା ଆସିବ ନାହିଁ l

ଆମେ ଖାସ କରି ବିବାହ ପରେ ଆମ ସ୍ୱାମୀ ସହ ଭଲ ସମ୍ପର୍କ ରଖିବା ଦରକାର l ସ୍ୱାମୀ ସହ ପ୍ରେମ କରିବା ଦରକାର, ଯଦି ମହିଳା ଜଣକ ବିବାହ କରିଛନ୍ତି ପରେ ତାଙ୍କୁ ସକାଳୁ ଉଠି ଯୋଗ କରିବା ଦରକାର l ଘରେ ନିଜ ସ୍ୱାମୀ ସହ ପ୍ରେମ କରିବା ଉଚିତ l ଏହା କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀର ସମ୍ପର୍କ ନିବିଡ ହୋଇଥାଏ ଓ ଭଲପାଇବା ବଢିଥାଏ l

ଆମେ ଏପରି କଲେ ଦେବୀ ଲଷ୍ମୀ ବି ଆମ ଉପରେ ପ୍ରସନ୍ନ ରହିଥାନ୍ତି l ସକାଳୁ ଉଠି ଆମେ ଘରେ ପୂଜା ଆରାଧନା କରି ଶଙ୍ଖ ଧ୍ୱନି ଓ ଘଣ୍ଟିର ଶବ୍ଦ ଶୁଣିଲେ, ଏହା ଆମ ମନରେ ସାକାରତ୍ମକ ଭଟା ଜାଗ୍ରତ ହୁଏ lଏହାଦ୍ୱାରା ଆମ ଦିନ ବହୁତ ଭଲରେ କାଟିଥାଏl, ଏବଂ ଧନର କମି ହୋଇନଥାଏ l

ସକାଳୁ ଉଠି ଆମେ ଯଦି ଷୋଳଶୃଙ୍ଗାର କରି ସୌଭାଗିନୀ ସ୍ତ୍ରୀର ଦର୍ଶନ କରନ୍ତି ଏହା ବହୁତ ଶୁଭ ହୋଇଥାଏ l ଏହା ଆମକୁ ଧନ ଲାଭର ସଂକେତ ଦେଇଥାଏ l ଯେଉଁ ସ୍ତ୍ରୀମାନେ ଗୁରୁବାରରେ ମାତା ଲଷ୍ମୀଙ୍କୁ ଆରାଧନା କରନ୍ତି ଓ ନିଷ୍ଠାର ସହିତ ପୂଜା କରିଥାନ୍ତି, ସେମାନଙ୍କୁ ମଧ୍ୟ ମାତା ଲଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।