Ajira Anuchinta – ମହିଳା ମାନଙ୍କର ଦେଖନ୍ତୁ ନାହିଁ ଏହି ( ଗୁପ୍ତ ଜିନିଷ ) ଶୀଘ୍ର ମୃତ୍ୟୁ ହେବ
ବନ୍ଧୁ ଗଣ ଆମେ ଆପଣଙ୍କୁ ଏକ ବିଷୟରେ କହିବୁ ଯାହାକୁ ପୁରୁଷ ମାନେ ନାହାତି ରୂପେ ପାଳିବା ଉଚିତ ଯଦି ଆପଣ ପାଳନ ନକରନ୍ତି ତାହାଲେ ଆପଣଙ୍କର ଅତି ଶୀଘ୍ର ମୃତ୍ୟୁ ହେବ l କାରଣ ଭାରତୀୟ ନୀତି ବିଶାରଦ ପଣ୍ଡିତ ଚାଣକ୍ୟ କହିଛନ୍ତି ଯେ ନାରୀ ହେଉଛି ଶୃଷ୍ଟି ର ଏକ ଅଂଶ ଯାହାକୁ ଆପଣ କେବେବି ଅସ୍ବୀକାର କରିପାରିବେ ନାହିଁ l
କାରଣ ହିନ୍ଦୁ ଧର୍ମ ଅନୁସାରେ ନାରୀ ମାନଙ୍କୁ ଘରର ଲକ୍ଷ୍ମୀ କୁହା ଯାଏ l ଯେଉଁ ଘରେ ଝିଅ ମାନେ ଥାନ୍ତି ସେ ଘରେ ସ୍ୱୟଂ ମହା ଲକ୍ଷ୍ମୀ ବାସ କରିଥାନ୍ତି l
ଯେତେ ବେଳେ ଗୋଟେ ଝିଅ ଘରେ ଜନ୍ମ ନିୟନ୍ତି ସେହି ଘରେ ଆନନ୍ଦ ର ଉତ୍ସବ ହୋଇଥାଏ l କିନ୍ତୁ କିଛି ପୁରୁଷ ଏମିତି ଅଛନ୍ତି ଯେଉଁ ମାନେ ନାରୀ ମାନଙ୍କୁ ସର୍ବଦା ଶୋଷନ କରିବା ପାଇଁ ଚାହାଁନ୍ତି l ସେହି ଭଳି ପୁରୁଷଙ୍କୁ ହିନ୍ଦୁ ଶାସ୍ତ୍ର ରେ ପାପୀ ବବୋଲି କୁହାଯାଇଛି ଯେଉଁ ମାନଙ୍କ ପାଇଁ ଦଣ୍ଡ ବିଧାନ କରା ଯାଇଛି l ଆପଣ ମଧ୍ୟ ଏହାର ଉଦାହରଣ ରାମାୟଣ ଏବଂ ମହାଭାରତ ନେଇ ପାରନ୍ତି l ନାରୀ ମାନଙ୍କ ବିଷୟରେ ସବୁବେଳେ ଶାସ୍ତ୍ର ରେ ବର୍ଣ୍ଣନା କରା ଯାଇଛି l
ଆମେ ଆପଣଂକୁ କହିବୁ ନାରୀ ର କେଉଁ ଅଙ୍ଗ କୁ ଛୁଇଁଲେ ପୁରୁଷ ମାନଙ୍କର ଜୀବନରେ ଅତି ଶୀଘ୍ର ମୃତ୍ୟୁ ଆସିଥାଏ l ଏବଂ କେଉଁ ସବୁ ଅଙ୍ଗ କୁ ଦେଖିଲେ ମଧ୍ୟ ଆପଣ ଦୋଷୀ ହୋଇଥାନ୍ତି l ଯାହାକୁ ପୁରୁଷ ମାନେ କେବେବି କରନ୍ତୁ ନାହିଁ l
1-ଯଦି କୌଣସି ନାରୀ ନିଜ ସନ୍ତାନ କୁ ସ୍ତନ ପାନ କରୁଥାନ୍ତି, ସେହି ପରି ପରିସ୍ଥିତି ରେ କୌଣସି ପୁରୁଷ ଦେଖିବା ଅନୁଚିତ ଆଉ ସେହି ପରିସ୍ଥିତି ରେ ଯଦି କୌଣସି ପୁରୁଷ ଖରାପ ନଜର ରେ ଦେଖେ ତାହାଲେ ସେହି ପୁରୁଷ କୁ ପାପ ଲାଗେ କାରଣ ସମସ୍ତେ ଜନ୍ମ ହୋଇ ପିଇ ଥାନ୍ତି l
2-ଯଦି କୌଣସି ନାରୀ ସ୍ନାନ କରୁଥିବା ବେଳେ କୌଣସି ପୁରୁଷ ତାହାକୁ ଲୁଚି କରି ଦେଖନ୍ତି ତାହାଲେ ସେହି ପୁରୁଷ କୁ ପାପ ଲାଗି ଥାଏ l କାରଣ ଏହିପରି କରିଥିବା ପୁରୁଷ ଶାସ୍ତ୍ର ଅନୁସାରେ ପାପୀ ଅଟନ୍ତି l
3-ଯେଉଁ ପୁରୁଷ ନାରୀ ର ସ୍ତନ କୁ ଖରାପ ଦୃଷ୍ଟି ରେ ଦେଖନ୍ତି ତାହାଲେ ସେହି ପୁରୁଷ ଅତ୍ୟନ୍ତ ପାପୀ ଅଟେ କାରଣ ସେହି ଅଙ୍ଗ ରୁ କ୍ଷୀର ପାନ କରି ବଞ୍ଚି ଥାନ୍ତି କିନ୍ତୁ ଯଦି ସେହି ଅଙ୍ଗ କୁ ବଡ଼ ହୋଇ ଖରାପ ନଜର ରେ ଦେଖିବା ଅତ୍ୟନ୍ତ ପାପ ହୋଇଥାଏ l
4- ଆପଣ ଜାଣିଥିବେ ଯେ ମହା ଲକ୍ଷ୍ମୀ ଅଟନ୍ତି ମହା ମାନଙ୍କର ଏକ ରୂପ ଯଦ୍ୱାରା ମହାଲକ୍ଷ୍ମୀ ନାରୀ ର ନାଭି ରେ ଥାନ୍ତି ଯେଉଁ ପୁରୁଷ ଏହାକୁ ସ୍ପର୍ଶ କରେ ସେହି ପୁରୁଷ ଶୀଘ୍ର ମୃତ୍ୟୁ ବରଣ କରିଥାଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।