ମହିଳା ଜଣକ ସ୍ୱାମୀ ଅଫିସ ଯିବା ପରେ ପ୍ରତିଦିନ ରାତିରେ ଚାକର ସହ ବନାଉଥିଲା ଭିଡ଼ିଓ, ଆଉ ତା’ ପରେ…..

ବିବାହ ବନ୍ଧନରେ ଦୁଇଜଣ ଯୁବକ ଯୁବତୀ ବାନ୍ଧି ହେଇଥିବା ପରେ ସେମାନେ ସ୍ବାମୀ ସ୍ତ୍ରୀ ଭାବରେ ସମାଜରେ ଏକ ବିଶେଷ ମାନ୍ୟତା ଗ୍ରହଣ କରନ୍ତି। ପରବର୍ତ୍ତୀ ସମୟରେ ଏହି ବନ୍ଧନ ବିଶ୍ୱାସ ଏବଂ ଭଲପାଇବା କୁ ନେଇ ଆଧାରିତ ହୋଇଥାଏ।ତେବେ ଯଦି ପରସ୍ପର ଉଭୟଙ୍କ ପ୍ରତି ବିଶ୍ୱାସୀ ଏବଂ ନୈତିକତା ପୂର୍ଣ୍ଣ ନ ରୁହନ୍ତି ତେବେ ସମ୍ପର୍କରେ ଆସିଥାଏ ଫାଟ ଏବଂ ଏହା ସେମାନଙ୍କ ଆଗାମୀ ଜୀବନକୁ ରସହିନ କରି ଦେଇଥାଏ।

ଠିକ୍ ସେହିପରି ସ୍ବାମୀ ସ୍ତ୍ରୀ ବିବାହ କରିବା ପୂର୍ବରୁ ଉଭୟ ଉଭୟଙ୍କ ବିଷୟରେ ଭଲ ଭାବରେ ଜାନିନେବା ନିହାତି ଦରକାର। ଯାହା ସେମାନଙ୍କୁ ବୈବାହିକ ଜୀବନରେ ଭଲ ଭାବରେ ଚଳିବାକୁ ଉତ୍ସାହ ଯୋଗାଇବ।

କିନ୍ତୁ ଯଦି ଗୋଟିଏ ସ୍ବାମୀ ହେଉକି ସ୍ତ୍ରୀ, ବିବାହ ପରେ ନିଜର ଜୀବନ ସାଥି ପାଖରୁ ସେହି ଖୁସି କିମ୍ବା ସନ୍ତୁଷ୍ଟି ପାଇ ନପାରେ ତେବେ ସମ୍ପର୍କରେ ତିକ୍ତତା ଆସିବା ସ୍ବାଭାବିକ କଥା। ସେତେବେଳେ ସମ୍ପର୍କ ରେ ଭିନ୍ନ ଦିଗ ଦେଖା ଦେଇଥାଏ। ଅନେକ ସମସ୍ୟା ଦେଇ ଗତି କରିଥାଏ ବୈବାହିକ ଜୀବନ। ଅନେକ ଏଥିପାଇଁ ନିଜର ମନକୁ ବୁଝାଇବା ପାଇଁ ଅନ୍ୟ ରାସ୍ତା ଆପଣେଇ ଥାଆନ୍ତି।

ଯାହା ନୈତିକତା ହୀନ କାର୍ଯ୍ୟ ଅଟେ ଏବଂ ତାର ଅନ୍ତିମ ପରିଣତି ମଧ୍ୟ ଭୟଙ୍କର ହୋଇଥାଏ। ସେହିପରି ଏକ ଘଟଣା ବିଷୟରେ ଅାମେ ଆପଣଙ୍କୁ କହିବାକୁ ଯାଉଛୁ,ଯେଉଁ ଘଟଣାରେ ପତ୍ନୀ ନିଜ ପତି ଙ୍କ ଠାରୁ ସନ୍ତୁଷ୍ଟ ନ ହେଇ ଘର ର ଚାକର ଙ୍କ ସହ ଅନୈତିକ ସମ୍ବନ୍ଧ ରଖିବାକୁ ବାଧ୍ୟ ହୋଇଛନ୍ତି।

ତେବେ କିଛି ଦିନ ଅମିତ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ। ଯଦିଓ ପ୍ରଥମେ ବିବାହ ପରେ ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ କିଛିଦିନ ପାରେ ଅମିତ୍ ନିଜର କାମରେ ଅଧିକ ବ୍ୟସ୍ତ ରହିବାକୁ ଲାଗିଲେ ଏବଂ ତାଙ୍କର ସ୍ତ୍ରୀ ଙ୍କ ଠାରୁ ଦୂରତା ବଢ଼ିବାକୁ ଲାଗିଲା। ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ହୋଇ ପାରିଲା ନାହିଁ।

ନୂଆ କରି ବିବାହ କରିଥିବା ସ୍ତ୍ରୀ ଏଥିରେ ବହୁତ ଅସନ୍ତୁଷ୍ଟ ଥିଲେ।ସେ ନିଜର କାମ ବାସନାକୁ ଚରିତାର୍ଥ କରିବା ପାଇଁ ନିଜ ଚାକର ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ ହେଲେ। ଏବଂ ତାଙ୍କ ଘରର ଚାକର ହାର୍ଦ୍ଦିକ ସହିତ ତାଙ୍କର ଗଢ଼ି ଉଠିଲା ଅନୈତିକ ସମ୍ପର୍କ ଏବଂ ସ୍ୱାମୀର ଅନୁପସ୍ଥିତି ରେ ଘରେ ଏହିସବୁ କାର୍ଯ୍ୟ ହେବାରେ ଲାଗିଲା।

ତେବେ ପରେ ଏହି ଚାକର ଜଣଙ୍କ ତାର ସାଙ୍ଗ ମାନଙ୍କୁ ଉକ୍ତ ମହିଳା ଙ୍କ ସହ ପରିଚିତ କରିବା ପରେ ସେମାନେ ମଧ୍ୟ ସେଠାକୁ ଆସିବାକୁ ଲାଗିଲେ ଏବଂ ସମ୍ପର୍କ ସ୍ଥାପନ କଲେ।ଏହି ଘଟଣା ପଡୋଶୀ ମାନେ ଦେଖି ସନ୍ଦେହ କରି ସ୍ବାମୀ ଅମିତ୍ କୁ ଜଣାଇଥିଲେ।ପରେ ଅମିତ୍ ଏମାନଙ୍କୁ ଅସଂଜତ ଅବସ୍ଥାରେ ଧରିଥିଲେ ଏବଂ ଏହାପରେ ହାର୍ଦ୍ଦିକ ଓ ତାର ସାଙ୍ଗମାନେ ଯୋଜନାବଦ୍ଧ ଭାବରେ ଅମିତ୍ କୁ ହତ୍ୟା କରିଥିଲେ। ପରେ ପୋଲିସ୍ ଚାକରକୁ ଗିରଫ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।