ମହିଳା ମାନେ ଅଧିକ ବୟସ ରେ ଗର୍ଭ ଧାରଣ କଲେ ହୋଇଥାଏ ଏହି ମାରାତ୍ମକ ରୋଗ | ପ୍ରତ୍ୟେକ ମହିଳା ମାନଙ୍କୁ ଏ କଥା ଜାଣିରଖିବା ଦରକାର ?

ତେବେ ଆଜି ଆମେ ଏହି ସମ୍ପର୍କ ରେ ଆଲୋଚନା କରିବା ଯେ ଯଦି ଜଣେ ସ୍ତ୍ରୀ ଲୋକ ର ବୟସ ଅଧିକ ହୋଇ ଯାଉଛି ଆଉ ସେମାନେ ଗର୍ଭ ଧାରଣ କରି ପାରୁ ନାହାଁନ୍ତି ବା ସେମାନେ ଅଧିକ ବୟସ ରେ ଗର୍ଭ ଧାରଣ କରୁଛନ୍ତି, ତେବେ ସେହି ସମୟରେ ସେମାନଙ୍କୁ କିଛି ଅଲଗା ରୋଗ ହେବାର ସମ୍ଭାବନା ରହୁଛି କି | ତେବେ ଯେଉଁ ମହିଳା ଙ୍କର ପିଲାପିଲି ହେବାରେ ସମସ୍ୟା ରହି ଥାଏ ବା ନିଃସନ୍ତାନ ହୋଇ ଥାଆନ୍ତି | ସେହି ମାନଙ୍କ କେସ ରେ ବ୍ରେଷ୍ଟ କ୍ୟାନ୍ସର ବା ୟାନୁମେଟ୍ରିଆଲ କ୍ୟାନ୍ସର ଯେଉଁଟା କି ଗର୍ଭାଶୟ ର କ୍ୟାନ୍ସର ଏହି ସବୁ ରିକ୍ସ ବଢ଼ି ଯାଇ ଥାଏ |

ଦେଖା ଯାଏ କି ଯେଉଁ ମହିଳା ଙ୍କର ଦୁଇ ରୁ ବା ତିନି ରୁ ଅଧିକ ପିଲା ଅଛନ୍ତି ସେମାନଙ୍କର କ୍ୟାନ୍ସର କମ ହେଉଛି ଆଉ ଯେଉଁ ମାନଙ୍କର ପିଲା ନାହାଁନ୍ତି ସେମାନଙ୍କ କେସ ରେ ଏସବୁ ର ମାତ୍ରା ବଢ଼ି ଯାଉଛି | ଏହା ତ ନିଶ୍ଚିତ କି ଯେଉଁ ସ୍ତ୍ରୀ ଲୋକ ମାନେ ଅଧିକ ବୟସ ରେ ଗର୍ଭ ଧାରଣ ହେବା ପ୍ରାପ୍ତ କରୁଛନ୍ତି ସେହି ମାନଙ୍କ କେସ ରେ ହିଁ ଏହି କ୍ୟାନ୍ସର ହେବାର ଚାନ୍ସ ବଢ଼ି ଯାଇଥାଏ |

ଏହା ସହିତ ଯେତେ ବେଳେ ସ୍ତ୍ରୀ ଲୋକ ମାନଙ୍କର ବୟସ ବଢ଼ି ଯାଉଛି ସେମାନଙ୍କ ଗର୍ଭ ଧାରଣ କରିବାର ନ୍ୟାଚୁରାଲ କ୍ଷମତା ମଧ୍ୟ କମି ଯାଉଛି | ତେଣୁ ଏହି ସବୁ ଜିନିଷ ସେହି ସ୍ତ୍ରୀ ଲୋକ ଙ୍କର ଅଲଗା ରୋଗ ବଢ଼ାଇବାର ମଧ୍ୟ ଆଶଙ୍କା ରହି ଥାଏ | ତେବେ ଏସବୁରୁ ଚାନ୍ସ କୁ କମାଇବାକୁ ହେଲେ ଆମକୁ ଆମ ଲାଇଫ ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେବାକୁ ହେବ |

ପ୍ରତିଦିନ ଡାଏଟ ଏକ୍ସସାଇଜ କରିବା ଏବଂ ନିଜ ଓଜନ କୁ ନର୍ମାଲ ରେ ରଖିବା | ରେଗୁଲାର ଏକ୍ସସାଇଜ କରିବା ଦ୍ୱାରା ଆମ ଶରୀର ରେ ସନ୍ତୁଳନ ଠିକ ରହିଥାଏ ଆଉ ସେଥିରେ ମଧ୍ୟ ଚାନ୍ସ ଅଧିକ କମି ଯାଏ |

ଏହା ସହିତ ଆମେ ଦେଖୁ କି ଶରୀର ରେ ଅଲଗା କିଛି ଡିଜିଜ ଅଛି ଯାହାକି ଏହା ମଧ୍ୟ ଶରୀର ରେ ଓଭରାଲ ଇମ୍ପାକ୍ଟ ପଡିଥାଏ | ତେଣୁ କୌଣସି ସ୍ତ୍ରୀ ଲୋକ ର ଅଧିକ ବୟସ ରେ ସନ୍ତାନ ପ୍ରାପ୍ତି ହେଉଛି ତେବେ ସେମାନଙ୍କର ଭଣ୍ଟିଲେଟର କ୍ଷମତା କମି ଯାଉଛି ଏବଂ କିଛି ରୋଗ ବଢ଼ି ଯିବାରେ ମଧ୍ୟ ସମ୍ଭାବନା ରହୁଛି | ତେଣୁ ଏପ୍ରତି ପ୍ରତେକ ବ୍ୟକ୍ତି ଙ୍କର ଧ୍ୟାନ ରହିବା ଉଚିତ ଯାହା ଦ୍ୱାରା ଆପଣ ସୁସ୍ଥ ରହି ପାରିବେ |