ମହଙ୍ଗା ପଡିଲା ଡ୍ରାଇଭର ସହ ମାଲିକାଣିଙ୍କ ରୋମାନ୍ସ ! ମାଲିକାଣିଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କଲା ଡ୍ରାଇଭର , ତା ପରେ ଯାହା ହେଲା….

ଆଜିକାର ସୋସିଆଲ ମିଡ଼ିଆ ଯେତିକି ଆମକୁ ସାହାଯ୍ୟ କରିଥାଏ ସେତିକି କ୍ଷତି ମଧ୍ୟ କରିଥାଏ । ତେବେ ଏଠାରେ ପ୍ରଶ୍ନ ଆସୁଛି ଯେ ସୋସିଆଲ ମିଡ଼ିଆ ଆମକୁ କେଉଁ କ୍ଷେତ୍ରରେ ସାହାଯ୍ୟ କରିଥାଏ । ଯଦି ଆପଣ ନିଜର ପ୍ରତିଭା ଦ୍ୱାରା ସମାଜରେ ଏବଂ ଦେଶରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି ତେବେ ସୋସିଆଲ ମିଡ଼ିଆ ଭଳି ଆଉ କୌଣସି ଭଲ ଏବଂ ସହଜ ପ୍ଲାଟଫର୍ମ ନାହିଁ ।

ପୁଣି ଏକ ଭଲ ଘଟଣାକୁ ଗୋଟିଏ ସେକେଣ୍ଡ ଦ୍ୱାରା ଏହି ସୋସିଆଲ ମିଡ଼ିଆ ଜରିଆରେ ଭାଇରଲ କରାଯାଇପାରିବ । ଯାହାକି ହେବାକୁ ମାତ୍ର ଗୋଟିଏ ସେକେଣ୍ଡ ହିଁ ଲାଗିଥାଏ । ତେବେ ସୋସିଆଲ ମିଡ଼ିଆ କିପରି ଆମର କ୍ଷତି କରୁଛି ତାହା ହେଉଛି ଯେ ଯଦି କୌଣସି ବ୍ୟକ୍ତିର କୌଣସି ଏକ ଅଶ୍ଳୀଳ ଭିଡ଼ିଓ ଭୁଲ ବଶତଃ କାହା ମୋବାଇଲ ରେ ରହିଯାଉଛି ତେବେ ସେହି ବ୍ୟକ୍ତି ତାହାର ଫାଇଦା ଉଠାଇ ସୋସିଆଲ ମିଡିଆରେ ଅପଲୋଡ଼ କରୁଛି ।

ଯାହାଦ୍ୱାରା ଅନେକ ଲୋକଙ୍କ ଜୀବନ ମାତ୍ର କେତେ ସେକେଣ୍ଡ ମଧ୍ୟରେ ବର୍ବାଦ ହୋଇ ଯାଉଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସୋସିଆଲ ମିଡ଼ିଆ ଜରିଆରେ ହୋଇଥିବା ଏକ ଭିଡ଼ିଓ ବିଷୟରେ କହିବୁ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ନାରୀ କୁ ସମ୍ମାନ ଦେବା ଉଚିତ କାରଣ ନାରୀ ର ମହତ୍ତ୍ୱ କେତେ ତାହା ସମସ୍ତଙ୍କୁ ଜଣା । କିନ୍ତୁ ଆଜିକାର ପୁରୁଷ ଜାତି ସମ୍ମାନ ଦେବାର ତ ଦୂରର କଥା ସେମାନେ ନାରୀର ଇଜ୍ଜତ ସହ ମଧ୍ୟ ଖେଳୁଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ଭିଡ଼ିଓ ଅନୁଯାୟୀ ଭୁବନେଶ୍ୱର ର ଲିଙ୍ଗରାଜ ଠାରେ ଜଣେ ମାଲିକାଣି ନିଜ ଡ୍ରାଇଭର ସହିତ ସମ୍ପର୍କ ରଖିଥିଲେ । ଯାହାର ଫାଇଦା ଉଠାଇ ଡ୍ରାଇଭର ଜଣକ ତାଙ୍କର କିଛି ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରିଛନ୍ତି ।

ତେବେ ସମ୍ପୂର୍ଣ୍ଣ ଖବର ଏହିକି ଯେ ଲିଙ୍ଗରାଜ ର ମହତାବ ରୋଡ଼ ନିକଟରେ ଜଣେ ମହିଳା ଡ୍ରାଇଭର ରଖିଥିଲେ । ଯେଉଁ ଡ୍ରାଇଭର ମାଲିକାଣି ଙ୍କ କହିବା ଅନୁଯାୟୀ ନେବା ଆଣିବା କରୁଥିଲେ । କିନ୍ତୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

କିନ୍ତୁ ଡ୍ରାଇଭର ଜଣକ ପରେ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ମାତ୍ର ମହିଳା ଜଣକ ମନା କରି ଦେଇଥିଲେ । ଯେଉଁ କାରଣରୁ ଡ୍ରାଇଭର ଜଣକ ରାଗି ଯାଇ ମହିଳାଙ୍କ ସହିତ କିଛି ଅନ୍ତରଙ୍ଗ ଭିଡ଼ିଓ ଏବଂ ଫୋଟ ସୋସିଆଲ ମିଡିଆରେ ଅପଲୋଡ଼ କରି ଦେଇଥିଲେ ।

ଏସବୁ ହେବା ପରେ ମହିଳା ଜଣକ ଡରି ନଯାଇ ଲିଙ୍ଗରାଜ ଥାନା ରେ ଅଭିଯୋଗ ଦେଇଥିଲେ । ଯେଉଁ ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଥିଲା । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଖୋଜୁଛି । ତେବେ ଏହି ଘଟଣା ରୁ ଆପଣ ମାନେ ଜାଣି ପାରୁଥିବେ ଯେ ସୋସିଆଲ ମିଡ଼ିଆ କେଉଁ ଭଳି ଭାବରେ କେବଳ କେତୋଟି ମୁହୂର୍ତ୍ତ ମଧ୍ୟରେ ଲୋକଙ୍କର କ୍ଷତି କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।