Jyotish Shastra- ମହା ଶିବରାତ୍ରି (11 ମାର୍ଚ୍ଚ) ଦିନ ନନ୍ଦୀ କାନରେ କହିଦିଅ ଏହି ୧ କଥା, ମାତ୍ର 24 ଘଣ୍ଟାରେ ହେବ ସବୁ ଇଚ୍ଛା ପୂର୍ଣ୍ଣ

ଧର୍ମ ନିରପେକ୍ଷ ରାଷ୍ଟ୍ର ହେଉଛି ଭାରତ। ଏଠାରେ ସବୁ ଧର୍ମ ଏ ଲୋକେ ବାସ କରନ୍ତି। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବତା ରହିଛନ୍ତି। ତେଣୁ ବର୍ଷକ ବାର ମାସ ପର୍ବ ପର୍ବାଣୀ ଲାଗି ରହି ଥାଏ। ପ୍ରତ୍ୟେକ ପର୍ବ ଜଣେ ଦେବତା ଙ୍କୁ ପୂଜା କରା ଯାଏ। ଓଡ଼ିଶା ଏହି ପର୍ବ ପର୍ବାଣୀ କୁ ବେଶ୍ ଧୁମ୍ ଧାମ ରେ ପାଳନ କରିଥାନ୍ତି। ତେବେ ପର୍ବ ପର୍ବାଣୀ ମଧ୍ୟ ରୁ ଶିବ ରାତ୍ରି ହିନ୍ଦୁ ଜାତି ମାନଙ୍କ ର ଏକ ବଡ଼ ପର୍ବ। ଶାସ୍ତ୍ର ଅନଯାୟୀ ଏହି ପବିତ୍ର ଦିନ ରେ ଶିବ ପାର୍ବତୀ ଙ୍କ ବିବାହ ଘଟି ଥିଲା।

ଏହି ଦିନ ର ମହତ୍ଵ ଅଧିକ ଥାଏ। ଏହି ପବିତ୍ର ଦିନରେ ଶିବ ପାର୍ବତୀ ଙ୍କୁ ଭକ୍ତି ଭାବରେ ପୂଜା କରିଲେ ନିଜର ମନ ସ୍କମନା ପୂର୍ଣ୍ଣ ହୋଇ ଥାଏ। ଏହି ଦିନ ରେ ଶ୍ରଦ୍ଧାଳୁ ମାନେ ବଡ଼ ଆଡମ୍ବର ରେ ପୂଜା କରି ଥାନ୍ତି।

ଭଗବାନ ଶିବ ହେଉଛନ୍ତି ସୃଷ୍ଟି କର୍ତ୍ତା। ଭକ୍ତ ମାନଙ୍କ ଦୁଃଖ ସୁଖ ବେଦନା ଶୁଣି ଥାନ୍ତି। ପ୍ରତ୍ୟେକ ଭଗବାନ ଙ୍କ ବାହାନ ଥାଏ। ଠିକ୍ ସେହି ପରି ଶିବ ଙ୍କ ମୁଖ୍ୟ ବାହାନ ନନ୍ଦୀ ଅଟେ।ଆପଣ ମାନେ ସମସ୍ତେ ଦେଖିଥିବେ କି ସବୁ ମନ୍ଦିରରେ ଭଗବାନ ଶିବଙ୍କର ସମ୍ମୁଖରେ ନନ୍ଦି କୁ ବିରାଜମାନ ଥିବାର । ଏହି ଦିନ ରେ ନନ୍ଦୀ ର ଭୂମିକା ଗୁରୁତ୍ବ ପୂର୍ଣ୍ଣ ରହି ଥାଏ। ସମସ୍ତ ଶ୍ରଦ୍ଧାଳୁ ନନ୍ଦୀ କାନ ରେ ନିଜର ଗୁହାରି ଶୁଣାଇ ଥାନ୍ତି।

ଯେଉଁ ବ୍ୟକ୍ତି ନନ୍ଦି କାନରେ କିଛି ବି କକକୁହାନ୍ତି ସେଥିରେ ନିଜର ବିଶ୍ୱାସ ଥିବା ଆବଶ୍ୟକ । କାହିଁକିନା ଯଦି ବିଶ୍ୱାସ ନଥାଏ ତେବେ ଏହାର କୌଣସି ଫଳ ମିଳିନଥାଏ ।ହୃଦୟରୁ କହିଥିବା କଥାରେ ଗୁରୁତ୍ୱ ଥାଏ । ସେଥିପାଇଁ ବିଶ୍ୱାସର ସହ ନନ୍ଦି କାନରେ କହିବା ଉଚିତ । କାହିଁକି ନା ହୃଦୟରୁ କହିଥିବା କଥାରେ ଶୁଭ ଫଳ ମିଳିଥାଏ । କିନ୍ତୁ କାହାର ବିପକ୍ଷରେ କିମ୍ବା କ୍ଷତି ବିଷୟରେ କହିବା ଅନୁଚିତ ହୋଇଥାଏ ।

ଶ୍ରଦ୍ଧାଳୁ ମାନଙ୍କ ବିଶ୍ୱାସ ରହି ଥାଏ ଯେ ନନ୍ଦୀ ଙ୍କ କାନ ରେ କିଛି କହିଲେ ତାହା ଭଗବାନ ଶିବ ଙ୍କ ପାଖରେ ପହଞ୍ଚି ଯାଇ ଥାଏ।ଯେଉଁ ଭକ୍ତିଭାବରେ ନନ୍ଦି କାନରେ ଗୁହାରି ଜଣାଇଥିବେ ସେହି ଭାବରେ ଭଗବାନଙ୍କ ପାଖରେ ଆପଣଙ୍କ କଥା ପହଂଚିଥାଏ । ଆପଣ ଚିନ୍ତା କରୁଥିବେ କି ଭଗବାନଙ୍କୁ ସିଧା ସିଧା ନଜଣାଇ ନନ୍ଦି କାନରେ କାହିଁକି କହିବେ ,ଏହାର ଏକ ରହସ୍ୟ ରହିଚି । ନନ୍ଦି ଭଗବାନ ଶିବଙ୍କର ଏକ ପ୍ରମୁଖ ବାହାନ ଅଟନ୍ତି । ନନ୍ଦି ପୂର୍ବ ଜନ୍ମରେ ଶିଲାଡ଼ ଋଷି ଥିଲେ ।

ସେ ହଜାର ବର୍ଷ ପର୍ଯ୍ୟନ୍ତ ଭଗବାନ ଶିବଙ୍କୁ ତାପସ୍ୟାକରି ପ୍ରସନ୍ନ କରି ଆଶୀର୍ବାଦ ସ୍ୱରୂପ ଏହି ବରଦାନ ମାଗିଥିଲେ କି ଶିଳାଦ ଋଷି ଭଗବାନ ଶିବଙ୍କ ପାଖରେ ସବୁବେଳେ ରହିବା ପାଇଁ । ଏଥିପାଇଁ ଭଗବାନ ଶିବ ତାଙ୍କୁ ନିଜ ପାଖରେ ବାହାନ ଭାବରେ ରଖିବା ପାଇଁ ପ୍ରତିସୂତି ଦେଇଥିଲେ । ସେବେଠାରୁ ସେ ନନ୍ଦି ରୂପରେ ଭାଗବାନ ଶିବଙ୍କର ବାହାନ ନନ୍ଦି ରୂପରେ ତାଙ୍କ ଲାଖରେ ରହିଲେ । ଭଗବାନ ଶିବ ସବୁବେଳେ ତପସ୍ୟାରେ ଲିନ ରହୁଥିଲେ ବି ସଂସାରର ସବୁ କଥା ଯାଉଥିଲେ ।

ଏଥିପାଇଁ ନନ୍ଦି ଚେତନ ଅବସ୍ଥାରେ ସବୁ ଆଖି ଓ କାନ ଖୋଲା ରଖି ସବୁ ଦେଖୁଥିଲେ ଓ ଶୁଣୁଥିଲେ । ଭଗବାନ ଶିବଙ୍କର ତାପସ୍ୟାରେ ବିଘ୍ନ ନହେବା ପାଇଁ ଶିବଙ୍କ ପାଖକୁ ଗୁହାରି ନେଇ ଆଶୁଥିବା ବ୍ୟକ୍ତି ନନ୍ଦିର କାନରେ କହିଥାନ୍ତି ଭଗବାନ ଶିବ ତପସ୍ୟାରୁ ଆସିବା ପରେ ନନ୍ଦି ସବୁ ଭକ୍ତ ଙ୍କର ଗୁଜାରୀ ଶିବଙ୍କୁ ଜଣାଇଥାନ୍ତି । ଯାହାକି ସେହି ଗୁହାରୀ ଭଗବାନ ଶିବଙ୍କ ପାଖରେ ପହଂଚିଥାଏ ।

ତେବେ ନନ୍ଦୀ ଙ୍କ ବାନ କାନ ରେ ପାଟି ର ଦୁଇ ପାଖରେ ହାତ ଦେଇ ନିଜର ମନସ୍କାମନା କହିବେ ଏହା କୌଣସି ଖରାପ କଥା ନ ହୋଇ ଥିବା କଥା।। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।