test 6ହେ ଭଗବାନ ! ମହାପ୍ରଭୁଙ୍କ ମହାପ୍ରସାଦକୁ ଅପମାନ, ଜୋତା ପିନ୍ଧି ଅବଢ଼ା ଖାଇଲେ ପୁଲିସ । ଏଥିରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….
ବିଶ୍ଵବାସୀଙ୍କର ବଡ଼ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ସେ ହେଉଛନ୍ତି ଜଗତର ନାଥ ,ସେ ହେଉଛନ୍ତି ପରମେଶ୍ୱର , ସେ ହେଉଛନ୍ତି ସୃଷ୍ଟି କର୍ତ୍ତା। ତାଙ୍କ ପାଖରେ ଅନ୍ୟାୟ କରାଯାଏ ନାହିଁ। ତାଙ୍କ ପାଖରେ ୬୦ ପଉଟି ରୋଷେଇ କରାଯାଏ, ଭଗବାନଙ୍କ ସେବନ ପାଇଁ। ଯାହକୁ ମହାପ୍ରସାଦ କୁହାଯାଏ। ସେହି ମହାପ୍ରସାଦ ପାଇଁ ଲୋକେ ବହୁତ ବହୁତ ଦୂରରୁ ଆସନ୍ତି। ତାଙ୍କ ଦର୍ଶନ ପାଇ ଦେଶ ବାହାରୁ ଆସୁଛନ୍ତି। ମହାପ୍ରସାଦ ପାଇବା ବେଳେ ଭକ୍ତିର ସହ ଖାଆନ୍ତି।
ଯେମିତି ଲାଗିବ ମହାପ୍ରଭୁ ନିଜେ ରୋଷେଇ କରିଛନ୍ତି। କିନ୍ତୁ ସେହି ମହାପ୍ରସାଦ ଖାଇଲା ବେଳେ ୨ ଜଣ ସୁରକ୍ଷା କର୍ମଚାରୀ ଜୋତା ପିନ୍ଧି ସେବନ କରୁଛନ୍ତି। ଏଭଳି ଭୁଲ ପାଇଁ କ୍ଷମା ନାହିଁ। ଯେ ଲୋକଙ୍କୁ ଜଣେଇବା କଥା ସେ ନିଜେ ଏ ଭୁଲ କରୁଛନ୍ତି।
୨ ଜଣ ସୁରକ୍ଷା କର୍ମଚାରୀ ଜୋତା ପିନ୍ଧି ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରୁଥିଲେ। ଏହାକୁ ଜାଣିବା ପରେ ମହାପ୍ରଭୁଙ୍କ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ କରାଯାଇଛି। ସେ ଯାହା କରିଛନ୍ତି ଏତେ ବଡ ଭୁଲ ତା ପାଇଁ କ୍ଷମା ନାହିଁ। ମହାପ୍ରସାଦ ପ୍ରତି ଅବମାନନା କରିଥିବାରୁ ତାଙ୍କ ନାମରେ ଏତଲା ଦିଆଯାଇଛି । ତାଙ୍କୁ ଗିରଫ କରିବା ପାଇଁ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଅଭିଯୋଗ କରିଛନ୍ତି।
ସେହି ୨ ଜଣ ଅଭିଯୁକ୍ତଙ୍କୁ ଯଦି ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନକରାଗଲେ ଭକ୍ତ ପରିଷଦ ଏସିପିଙ୍କୁ ସାକ୍ଷାତ କରି କହିବୁ ବୋଲି କହିଛନ୍ତି। ସେହି ୨ ଜଣ ଗତ ୧୨ ତାରିଖରେ ଏଭଳି କାମ କରିଥିଲେ। ସେ ଦୁହେଁ ପରମ୍ପରା ଭୁଲି ଗଲେ ଆଉ ନିଜର ହିତାହିତ ଜ୍ଞାନ ଭୁଲି ଗଲେ। ତାଙ୍କର ଏଭଳି କାମ ପାଇଁ ତାଙ୍କୁ ବହୁତ ସାରା ଦଣ୍ଡ ବିଧାନ କରାଯିବ। ସେହି ୨ ଜଣ ଆମ ମହାପ୍ରଭୁଙ୍କ ମହାପ୍ରସାଦକୁ ଅବମାନନା କରିଛନ୍ତି ।
ଜଗତରନାଥ ଶ୍ରୀ ଜଗନ୍ନାଥ ମହାପ୍ରସାଦ ସେବନ କରିଥାନ୍ତି । ମହାପ୍ରଭୁଙ୍କ ପାଖରେ ୬୦ ପଉଟି ରୋଷେଇ କରିଯାଇଥାଏ। ବିଶ୍ଵରେ ସବୁଠାରୁ ବଡ ପ୍ରସାଦ ମହା ପ୍ରସାଦ, ଯାହା ମହାପ୍ରଭୁଙ୍କ ପାଖରେ ଲାଗିଥାଏ। ଏହାକୁ ସେ କର୍ମଚାରୀ ଅବମାନନା କରିଥିଲେ ତେଣୁ ତାଙ୍କୁ ଦଣ୍ଡ ବିଧାନ ପାଇଁ ଭକ୍ତ ପରିଷଦ ଅଭିଯୋଗ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।