Ajira Anuchinta – ମହା ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା, ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୭ ଟି କାମ ଆସିପାରେ ଭୟଙ୍କର ବିପତ୍ତି

ବସ୍ତୁ ଶାସ୍ତ୍ର ଅନୁସାରେ ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ଧର୍ମ ମାସ l ଏହି ପଞ୍ଚକ ନଭେମ୍ବର 24 ରୁ ନଭେମ୍ବର 28 ତାରିଖ ଯାଏ ଅଛି l ଯଦି ଆମେ ଆମ ଜୀବନ ରେ ଏହି ଦିନ ରେ ଯଦି ଏହି ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ l ଆମେ ଯଦି ଏହି ଶାସ୍ତ୍ରରେ ଲେଖା ଯାଇଥିବା ମହା ପଞ୍ଚୁକ ଦିନ ରେ ଏହି ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ।

ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ lକେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କାର୍ତ୍ତିକ ମାସ ରେ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l ଧନତେରସ ଦିନ ରେ ଭଗବାନ ବିଷ୍ଣୁ ଓ ମାତା ଙ୍କର ପ୍ରିୟ ମାସ l ଏହି ମାସ ରେ ବ୍ରତ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ l

ପଞ୍ଚୁକ ଦିନ ରେ ଭୁଲ ରେ ଏହି 5 ଜିନିଷ କିଣନ୍ତୁ ନାହିଁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, ଏହି ଦିନ ରେ ବିଛଣା ରେ ସକାଳ ହେବ ପର୍ଯ୍ୟନ୍ତ ସୁଅନ୍ତୁ ନାହିଁ l ଏହାକୁ କଲେ ଅନେକ ପ୍ରକାର ଅନିଷ୍ଟ ହୁଏ l ନିଜର ଅନର୍ଥ ହେବ l

2, ଏହି ମହା ପଞ୍ଚକ ରେ ଘରେ ଅପରିଷ୍କାର କରନ୍ତୁ ନାହିଁ ସବୁବେଳେ ଘରକୁ ପରିଷ୍କାର କରନ୍ତୁ l

3, ଏହି ଶୁଭ ପଞ୍ଚକ ରେ ମଦ ଆଦି ନିଶା ଦ୍ରବ୍ୟ ଭଂଜନ କରନ୍ତୁ ନାହିଁ l ଲକ୍ଷ୍ମୀ ଅନିଷ୍ଟ କରି ଥାନ୍ତି l

4, ଏହି ମହ ପଞ୍ଚକ ସମୟ ରେ ଆମ ପାଖ ରୁ ବଡ ମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ l ସମସ୍ତ ଙ୍କୁ ସମ୍ମାନ କରନ୍ତୁ l

5, ଏହି ପଞ୍ଚକ ପାଞ୍ଚ ଦିନ ରେ କାହାରି ଉପରେ କ୍ରୋଧ କରନ୍ତୁ ନାହିଁ l ଏହି କ୍ରୋଧ ମନୁଷ୍ୟ ର ସବୁଠୁ ବଡ଼ ଶତ୍ରୁ l

6, ଏହି ଶୁଭ ଦିନ ରେ ଘରେ କୌଣସି ପ୍ରକାର କଳହ କରନ୍ତୁ ନାହିଁ କି ଘରେ ଘରେ ଝଗଡା କରନ୍ତୁ ନାହିଁ l

7, ଏହି ଦିନ ଗୁଡିକ ରେ ଅଧିକ ପୂଜା ପାଠ କରନ୍ତୁ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।