ଦେଖନ୍ତୁ ଭିଡ଼ିଓ ! ମାଟି ତଳୁ ଆବିର୍ଭାବ ହୋଇଥିବା ଶିବ ଲିଙ୍ଗ ପୂଜା କରୁଥିବା ନନା ଙ୍କୁ ମାଡ଼ ମାରିବାର ଭିଡ଼ିଓ ଭାଇରାଲ…..
ମହାଦେବ ଙ୍କ ଲିଙ୍ଗ ପୂଜା ସମୟ ରେ ପ୍ରକଟ ହେଲେ ଭଗବାନ ଶିବ ଆସିଲେ ଜଣେ ଭକ୍ତ ଙ୍କ ଦେହ କୁ । ତେବେ ବ୍ରାହ୍ମଣ ପୂଜା ମନ୍ତ୍ର ରେ ଭୁଲ୍ କରୁଥିବାରୁ ଭଗବାନ ଶିବ ଜଣେ ଭକ୍ତ ଙ୍କ ଦେହ କୁ ଆସି ବ୍ରାହ୍ମଣ ର ଭୁଲ୍ ସୁଧାରି । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା
ଘଟଣା ଟି ଆସିଛି ଭଦ୍ରକ ଜିଲ୍ଲା ରୁ ।
ଏଠାରେ କୌଣସି କାରଣ ପାଇଁ ପୂଜା ପାଠ ଚାଲି ଥିବା ସମୟ ରେ ବ୍ରାହ୍ମଣ ର ଭୁଲ୍ ମନ୍ତ୍ର ପାଠ ପାଇଁ ଭଗବାନ ଶିବ ସୋୟମ ଜଣେ ଭକ୍ତ ଦେହକୁ ଆସିଥିଲେ।
ଏହା ପରେ ବ୍ରାହ୍ମଣ ଜଣଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲି ଥିଲେ ଆଉ କହିଥିଲେ କୋଉଠି ଭୁଲ୍ କରିଛୁ କହ ଆଉ କାହିଁକି ଭୁଲ୍ କରିଛୁ କହ । ଏହା ପରେ ବ୍ରାହ୍ମଣ ଜଣଙ୍କ ନିଜର ଭୁଲ୍ ମାନି ଯାଇଥିଲେ , କେଉଁଠି ଭୁଲ୍ କରିଥିଲେ ତାହା କହିଥିଲେ ଆଉ ଗୋଡ଼ ତଳେ ପଡି ଭୁଲ୍ ମାଗି ଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶ ରେ ନଦୀ ରେ ଗାଧୋଇ ଆସିବା ପାଇଁ ଦଉଡ଼ି ମଧ୍ୟ ଚାଲି ଯାଇଥିଲେ ।
ଏହା ପରେ ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ଓ କିଛି ସମୟ ପାଇଁ ସ୍ଥଗିତ ହୋଇ ଯାଇଥିଲେ କଣ ସତରେ ଭଗବାନ ଦେହ କୁ ଆସିଛନ୍ତି।କିଛି ସମୟ ପରେ ସେଠାରେ ଲୋକ ମାନଙ୍କ ଭିଡ଼ ଜମି ଯାଇଥିଲା ଆଉ ଲୋକ ମାନେ ଏକତ୍ରିତ ହୋଇ ଘଣ୍ଟ ବଜାଇବା , ହୁଳହୁଳି ପକେଇବା ଆଦି କାର୍ଯ୍ୟ କରିଥିଲେ।
ତେବେ କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏକ ତଥ୍ୟ ର ଭିଡିଓ ଭାଇରାଲ ହେବାରେ ଲାଗି ଥିଲା ଯେଉଁଠି ଭଦ୍ରକ ଜିଲ୍ଲା ରେ ହଲ କରୁ କରୁ ମହାଦେବ ବାହାରି ଥିଲେ। ଏବେ ମଧ୍ୟ ଏହି ଘଟଣା ଟି ଭଦ୍ରକ ଜିଲ୍ଲା ରୁ ଆସିଛି । ତେବେ ଘଟଣା ଟି କେତେ ପରିମାଣ ରେ ସତ ଏହା କାହାକୁ ଜଣା ନାହିଁ ।
କିଛି ଲୋକ ଏହାକୁ ବିଶ୍ୱାସ କରୁ ଥିବା ସମୟ ରେ ଆଉ କିଛି ଲୋକ ଏହାକୁ ଅନ୍ଧ ବିଶ୍ବାସ ବୋଲି କହୁ ଅଛନ୍ତି । କାରଣ ଏମିତି ଜିନିଷ ବାସ୍ତବ ରେ ସମ୍ଭବ ନୁହଁ । ତେବେ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ବ୍ରାହ୍ମଣ ଜଣଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଛନ୍ତି ବ୍ୟକ୍ତି ଜଣଙ୍କ।
ତେବେ ବ୍ରାହ୍ମଣ ଜଣଙ୍କୁ ମାଡ ହେବା ସମୟ ରେ କେହି ମଧ୍ୟ ଏହାକୁ ରୋକି ନଥିଲେ । ଆଉ ଲୋକ ମାନେ ଭଗବାନ ଶିବ ଙ୍କ ନାମ କହି ବ୍ରାହ୍ମଣ ଙ୍କୁ ମାଡ ହେଉଥିବାର ଦେଖି ଚାଲିଥିଲେ। ଆଜି କାଲି ଇଣ୍ଟରନେଟ ଯୁଗ ରେ ଏହି ପରି ସବୁ ଅନ୍ଧ ବିଶ୍ବାସ କୁ ଲୋକ ମାନେ ଆଜି ବି ମଧ୍ୟ ମାନୁ ଅଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।