ବଡ ଭବିଷ୍ୟବାଣୀ ! ମାଡି ଆସୁଛି ମହା ପ୍ରଳୟ ” ଆପୋଫିସ ” ! ୨୦୬୮ ରେ ଧ୍ୱଂସ ହେବ ପୃଥିବୀ….

ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବିଜ୍ଞାନ ର ଉନ୍ନତି ଏବେ ବହୁତ ପରିମାଣ ରେ ହେଲା l ଦେଶ ଯେତେ ଆଗକୁ ଯାଉଛି ସେତେ ଲୋକ ଆସ୍ତେ ଆସ୍ତେ ଖରାପ ଯଥା ନିଜ କୁ ନିଜେ ତଳକୁ ନେଇ ଯାଉ ଛନ୍ତି l ଆଜି ଦେଶ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକ ମାନେ ଆସ୍ତେ ଆସ୍ତେ ତାଙ୍କର ଜ୍ଞାନ ଉପରେ ଭରସା ହରି ଯାଉଛି lସତରେ କଣ ଆମ ପୃଥିବୀ ଉପରେ ଏକ ବଡ଼ ଉଲ୍କା ଆସି ପଡିବ ଯାହା ଦ୍ୱାରା ପୃଥିବୀ ନଷ୍ଟ ହୋଇ ଯିବ l

ଲୋକ ମାନେ ଏହି ବିଷୟ ରେ ଜ୍ଞାନ ଅର୍ଜନ କରି ସେମାନେ ଆଗକୁ କଣ ହେବା ଏହି ପରି ଦୁର୍ଘଟଣା କୁ ଜଣାଇ ଦେଉଛନ୍ତି l l

ଯାହା ଫଳରେ ଦେଶ ର ସର୍ବ ସାଧାରଣ ଲୋକ ମାନେ ତାର କାର୍ଯ୍ୟ ରେ ହେବା କୁ ଯାଉ ଥିବା ସମସ୍ତ କ୍ଷତି ରୁ ରକ୍ଷା ପାଇ ପରିବା l ଏହି ପ୍ରକାର ଏକ ଘଟଣା ଏବେ ସୋସିଆଲ ମେଡ଼ିଆ ରେ ଭାଇରଲ ହେବା ରେ ଲାଗୁ ଛି l ଆଗରୁ ଜଣା ପଡି ଥିଲା ଯେ 2029 ରେ ଏକ ବଡ କ୍ଷତି ପୃଥିବୀ ଆଡକୁ ଆସୁଛି l ଯାହା ଦ୍ୱାରା ପୃଥିବୀ ନଷ୍ଟ ହୋଇ ଯିବ l

ଆମ ପୃଥିବୀ ଆଡକୁ ଏକ ମହାନ ବଡ ଉତ୍ତାପ ଜନିତ ଏକ ବଡ ଉଲ୍କା ପିଣ୍ଡ ଟି ଆସି ଧକା ହେବ l ତେଣୁ ଲୋକ ମାନଙ୍କୁ ସତର୍କ ର ବାଣୀ ଜଣା ଯାଇ ଥିଲା l ସବୁ ବର୍ଷ ରେ ଅନେକ ଛୋଟ ଛୋଟ ଉଲ୍କା ପିଣ୍ଡ ଆସି ଧକ୍କା ହେଉଛି l ଛୋଟ ଛୋଟ ଉଲ୍କା ପିଣ୍ଡ ଧକ୍କା ହେବା ଦ୍ୱାରା କୌଣସି କ୍ଷତି ହୋଇ ନାହିଁ l କିନ୍ତୁ ଏହି ଥର ଯେଉଁ ପିଣ୍ଡ ଟି ଆସୁଛି ତାହା ଏଭେରେଷ୍ଟ ଶୃଙ୍ଗ ରୁ ବହୁତପରିମାଣ ରେ ବଡ l

ଆମେରିକା ର ନାସା ଏହି ଘଟଣା ବିଷୟରେ ବହୁତ ଦିନ ଆଗରୁ ଯଥା 2008 ମସିହା ରେ ଗବେଷଣା କରି ଥିଲେ l ପୁଣି ନାସା ଗବେଷଣା କରିଛି ଯେ 2068 ମସିହା ଏପ୍ରିଲ 12 ତାରିଖ ରେ ଏକ ଫୋସିସ ବା ଗଡ଼ ଅଫ କ୍ୟୁସ ନାମକ ଏକ ବଡ଼ କାୟା ବିଶିଷ୍ଟ ଏହି ଉଲ୍କା ପିଣ୍ଡ ଆସିବା ଯାହା ଦ୍ୱାରା ଆମ ପୃଥିବୀ ନଷ୍ଟ ହୋଇ ଯିବ l ଏହାର ଚଉଡା 1000ଫୁଟ l ଏହି ଉଲ୍କା 860 ନିୟୁତ ଟୋନ ଅଟେ l

ଏହି ବିଷୟ ରେ ସେ କହି ଥିଲେ ଯାହା ଏବେ ସତରେ ପରିଣତ ହେବା କୁ ଯାଉଛି l ଆମ ସେହି କଥା ଅନୁସାରେ ଏବେ ସେହି ଘଟଣା ସତ ହେବା ବୋଲି ସୋସିଆଲ ମେଡ଼ିଆ ରେ ଭାଇରଲ ହେବାରେ ଲାଗିଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।