ଆଶ୍ଚର୍ଯ୍ୟ ! ମା” ର ଗର୍ଭ ଭିତରେ ଅଟକି ଗଲା ଡାକ୍ତରଙ୍କ ହାତ ଦୃଶ୍ୟଟି ଦେଖିଲେ ହୋଇଯିବେ ତାଯୁବ….

ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।କିନ୍ତୁ ସବୁ ଘଟଣା କୁ ବିଶ୍ୱାସ କରିବା ସମ୍ଭବ ହୋଇ ନଥାଏ । ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ତେବେ କଣ ସେହି ଘଟଣା ଆସନ୍ତୁ ଜାଣିବା ,

ତେବେ ଆମେ ସାଧାଣତଃ ଅପରେସନ ସମୟ ରେ କିମ୍ବା ଅନ୍ୟ କୌଣସି ଚିକିତ୍ସା ସମୟ ରେ ଡାକ୍ତର ମାନଙ୍କ ଉପରେ ଭରସା ରଖିଥାଉ ରୋଗୀ ର ଅପରେସନ କିପରି ଭଲରେ ହେଇ ଯାଉ । କେବେ କେବେ ଡାକ୍ତର ଙ୍କ ଭୁଲ୍ ଯୋଗୁଁ ଆମକୁ ଆମ ନିଜର ଆତ୍ମୀୟ ଙ୍କୁ ହରାଇବା ପାଇଁ ପଡ଼ିଥାଏ ତ କେତେବେଳେ ଡାକ୍ତର ଙ୍କ ସଫଳତା ବିଷୟ ରେ ଚାରି ଆଡେ ଚର୍ଚ୍ଚା ଚାଲେ । ହେଲେ ଆଜି ଆମେ ଜାଣିବା ଏମିତି ଏକ ଘଟଣା ବିଷୟ ରେ ଯେଉଁ ଘଟଣା ବିଷୟ ରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ନିଜ ହସ କୁ ମଧ୍ୟ ଅଟକାଇ ପାରିବେ ନାହିଁ ।

ଆମେରିକା କର୍ଲିଫର୍ଣିଆ ରେ ଜଣେ ମହିଳା ଙ୍କ ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଦେଲିଭରୀ ସମୟ ରେ ଏମିତି କିଛି ଘଟିଲା ନିଜେ ଡାକ୍ତର ,ନର୍ସ , ହସ୍ପିଟାଲ୍ ର ସବୁ ଷ୍ଟାଫ୍ , ପ୍ରସୂତି ଙ୍କ ସ୍ଵାମୀ ଏମିତି କି ପ୍ରସୂତି ର ମଧ୍ୟ ହୋସ ଉଡ଼ିଗଲା। ପ୍ରସୂତି ଙ୍କ ଅପରେସନ ବେଳେ କିଛି ଘଟିଲା ଏମିତି କିଛି ଘଟଣା ଯାହା କୁ ଦେଖିଲେ ବିଶ୍ୱାସ କରି ହେବ ନାହିଁ ଓ ଯେଉଁ ଘଟଣା ବିଶ୍ବ ର ପ୍ରଥମ ଅଟେ ।

ଅପରେସନ ସମୟ ରେ ଡାକ୍ତର ଙ୍କ ହାତ ହଠାତ୍ ଭୁଲ୍ ବଶତଃ ମହିଳା ଙ୍କ ପେଟ ଭିତରେ ରହିଗଲା। ଲାଗୁଥିଲା ମହିଳା ଙ୍କ ଗର୍ଭାଶୟ ରେ ଯେମିତି ଜଣେ କେହି ତାଙ୍କ ଆଙ୍ଗୁଠି କୁ ଭିଡୀ ଧରିଛି । କିଛି ସମୟ ନିଜେ ବିସ୍ମୟ ଭିତରେ ରହିଗଲେ ଡାକ୍ତର । ତେବେ ପରେ ଜାଣିଲେ ଯେ ସେ ଆଉ କେହି ନୁହେଁ ଦୁନିଆ କୁ ଆସି ନଥିବା , ଶିଶୁ କନ୍ୟା ରୁ ମା ର ଗର୍ଭ ଭିତରୁ ତାଙ୍କ ହାତ ର ଆଙ୍ଗୁଳି କୁ ଟାଣି ଧରିଛି।

ଆଉ ସେ ପୁଣି ନିଜ କୁନି ହାତରେ। ତେବେ ଏହା ଦେଖି ଓଟି ଭିତରେ ଥିବା ସମସ୍ତ ଷ୍ଟାଫ୍ ଅବାକ୍ ହେଇଗଲେ ଆଉ ଏହି ସୁନ୍ଦର୍ ମୁହୂର୍ତ୍ତ କୁ ନବଜାତ କନ୍ୟା ର ବାପା କ୍ୟାମେରା ରେ ଫଟୋ ଉଠାଇ ରଖିନେଲେ । ତେବେ ଘଟଣା ଟି ଏକ ସଂଯୋଗ ହୋଇ ପାରେ କିନ୍ତୁ ବିସ୍ମୟ ନିଶ୍ଚୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।