ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଏହିସବୁ ଜିନିଷ ପତ୍ନୀଙ୍କୁ ଉପହାର ଦିଅନ୍ତୁ – ରହିବନି ଟଙ୍କା ପଇସାର ଅଭାବ

ଆଜି କାଲି କିଛି ଲୋକ ଏମିତି ଭାବନ୍ତି ଯେ ସ୍ତ୍ରୀ ମାନେ ସବୁବେଳେ ସ୍ୱାମୀ ମାନଙ୍କ ର ପଇସା ଖର୍ଚ କରି ଦିଅନ୍ତି ବୋଲି । ମାତ୍ର ସବୁବେଳେ ସ୍ତ୍ରୀ ସ୍ୱାମୀ ଙ୍କ ର ଖର୍ଚ ର କାରଣ ହୋଇ ନଥାଏ। ଶାସ୍ତ୍ର ଅନୁସାରେ ସ୍ତ୍ରୀ ସ୍ୱାମୀ ଙ୍କୁ ଧନ ବାନ କରି ପାରେ। ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ଙ୍କ ର କେତେକ ରୂପ ରହିଛି। ଗୃହ ଲକ୍ଷ୍ମୀ ମା ଲକ୍ଷ୍ମୀ ଙ୍କ ର ଏକ ସ୍ୱରୂପ। ସବୁ ଘରେ ମା ଲକ୍ଷ୍ମୀ କୌଣସି ରୂପ ରେ ନିବାସ କରି ଥାନ୍ତି।

ଯେଉଁ ଘରେ ମା ଲକ୍ଷ୍ମୀ ପ୍ରସନ୍ନ ଏବଂ ଖୁସି ରହି ଥାନ୍ତି ସେହି ଘରେ ଲକ୍ଷ୍ମୀ ଙ୍କ ର କୃପା ରହି ଥାଏ। ଆପଣ ଙ୍କୁ ସବୁବେଳେ ନିଜ ଘର ର ଲକ୍ଷ୍ମୀ ଙ୍କୁ ଖୁସି ରେ ରଖିବା ଉଚିତ ।

ଏଠି ପାଇଁ ଆପଣ ଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ। ଏଭଳି କିଛି ଜିନିଷ ଅଛି ଯଦି ଆପଣ ତାହା କୁ ଠିକ ଉପାୟ ରେ କରିବେ ତବେ ଆପଣ ଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ର କୃପା ସବୁବେଳେ ରହିବ। ଏହା କୁହାଯାଏ ଯେ ଆଭୂଷଣ ବିନା ମା ଲକ୍ଷ୍ମୀ ଙ୍କ ପୂଜା ଅଧୁରା ରହି ଥାଏ। ଏଥି ପାଇଁ ମା ଲକ୍ଷ୍ମୀ ଙ୍କ ର ପୂଜା ରେ ଅଭୂଷଣ ଚଢା ଯାଇ ଥାଏ।

ମା ଲକ୍ଷ୍ମୀ ଙ୍କୁ ଆଭୂଷଣ ବହୁତ ପସନ୍ଦ। ତେଣୁ ସ୍ତ୍ରୀ କୁ ଛୋଟ ମୋଟ ଆଭୂଷଣ ପ୍ରଦାନ କରି ପାରିବେ । ଆଭୂଷଣ ରେ ସଜ୍ଜିତ ଗୃହ ଲକ୍ଷ୍ମୀ ଗୃହ ରେ ପ୍ରସନ୍ନତା କୁ ଦର୍ଶାଇ ଥାଏ। ଏଥି ପାଇଁ କୁହା ଯାଏ ଯେ ଗୃହ ଲକ୍ଷ୍ମୀ ଙ୍କୁ ବସ୍ତ୍ର ଓ ଅଭୂଷଣ ରେ ସଜ୍ଜିତ ହୋଇ ରହିବା ଉଚିତ। ମା ଲକ୍ଷ୍ମୀ ଙ୍କୁ ସଜ ଓ ସାମଗ୍ରୀ ବହୁତ ପସନ୍ଦ ଥାଏ।

ଏଥି ପାଇଁ ଗୃହ ଲକ୍ଷ୍ମୀ ଙ୍କୁ ବିନ୍ଦି ସିନ୍ଦୁର ଚୁଡି ଆଦି ପ୍ରଦାନ କରିବା ଲାଭ ଦାୟକ ହୋଇଥାଏ। କାରଣ ସଧବା ର ସମ୍ମାନ ଦେବା ଫଳରେ ସୌଭାଗ୍ୟ ବଢି ଥାଏ। ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି। ଏଥି ପାଇଁ ସ୍ତ୍ରୀ କୁ ବେଳେ ବେଳେ ଏଭଳି ଉପହାର ଦେବା ଉଚିତ। ଯାହା ଦ୍ୱାରା ମା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ରହିବେ ଓ ଏହା ଦ୍ୱାରା ମଧ୍ୟ ଆପଣ ଙ୍କ ଜୀବନ ରେ କେବେବି ଧନ ର ଅଭାବ ଦେଖା ଦେବ ନାହିଁ।

ଏହା ସହ ମଧ୍ୟ ଘର ର ନାରୀ ମାନଙ୍କୁ ସମ୍ମାନ ଦେଲେ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇ ଥାଆନ୍ତି। ତେଣୁ ସର୍ଵଦା ଘର ର ନାରୀ ମାନଙ୍କୁ ସମାନ ଦେବା ଉଚିତ। ଏପରି କଲେ ମା ଲକ୍ଷ୍ମୀ ନିଶ୍ଚୟ ଆପଣ ଙ୍କ ଉପରେ ପ୍ରସନ୍ନ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।