ମା’ ଝିଅ ଉଭୟ ଙ୍କ ସହ ହେଲା ଏମିତି କିଛି ଚମତ୍କାରିତା, ଦେଖିଲେ ଗୋଡ ତଳୁ ମାଟି ଖସି ଯିବ……

ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ । ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ।

ତେବେ ଏମିତି କିଛି ଘାଟନ ଆଜି ଆମେ ଆପଣ ଙ୍କ ସାମ୍ନା ରେ ଉପସ୍ଥାପନ କରିବୁ ଯାହା କୁ ଶୁଣିଲେ ଆପଣ ସହଜ ରେ ବିଶ୍ୱାସ କରି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ।

ଘଟଣା ଟି ଆସିଛି ସିରୀୟା ସ୍ଥାନରୁ,  ଏଠାରେ ଲୋକ ମାନେ ଏକ ପ୍ରକାର ଚମତ୍କାର ଦେଖିଛନ୍ତି । ତେବେ ସେହି ଚମତ୍କାରିତା ହେଉ ଅଛି ଏଠିକାର ଜଣେ ମା ଓ ଝିଅ ଦୁହେଁ ସନ୍ତାନ ଜନ୍ମ ଦେଇଛନ୍ତି ତାହା ପୁଣି ଗୋଟିଏ ହସ୍ପିଟାଲ୍ ରେ ଓ ଗୋଟିଏ ସମୟ ରେ ।

ତେବେ ଏହି ଘଟଣା ରେ ଅନ୍ତର୍ଭୁକ୍ତ ମା ର ନାମ ଫାତ୍ମ ବିରିନିଶି ଯାହାଙ୍କ ବୟସ ପାଖା ପାଖି 42 ବର୍ଷ ହେବ ଓ ଝିଅ ର ନାମ ଗେଡ ବିରିନିସ ଯାହାଙ୍କ ବୟସ 21 ବର୍ଷ ହେବ।ଦୁଇ ଜଣ ମା ଝିଅ ସିଯାରିଂ ଅପରେସନ ମାଧ୍ୟମ ରେ ଛୁଆ ଜନ୍ମ ଦେଇଛନ୍ତି । ତେବେ ସେଠାକାର ଡାକ୍ତର ମଧ୍ୟ ଏହି ଘଟଣା ଦେଖି ଚକିତ ହୋଇଛନ୍ତି ଓ କହିଛନ୍ତି ସେ ଏହି ପରି ଘଟଣା ତାଙ୍କ ଜୀବନ କାଳ ରେ ପ୍ରଥମ ଥର ଦେଖି ଅଛନ୍ତି ।

ତେବେ ଜଣାଇ ଦେଉଛୁ କେବଳ ଡାକ୍ତର ନୁହଁ ହସ୍ପିଟାଲ୍ ର ସମସ୍ତ ଷ୍ଟାଫ୍ ଏହାକୁ ଏକ ଚମତ୍କରିତା ବୋଲି କହିଛନ୍ତି । ତେବେ ହସ୍ପିଟାଲ୍ ର ଷ୍ଟାଫ୍ କିମ୍ବା ଡାକ୍ତର ମାନଙ୍କୁ ତାଙ୍କ ସ୍ବାମୀ ମାନଙ୍କ ବିଷୟ ରେ କିଛି ମଧ୍ୟ ଜଣା ନଥିଲା । ଦୁଇ ଜଣ ମାଆ ଝିଅ 2014 ରେ ହୋଇ ଥିବା ଯୁଧ୍ୟ ରେ ତୁର୍କୀ ରୁ ଶିରୀୟା କୁ ଆସିଥିଲେ । ଏହା ପରଠାରୁ ସେ ସିରିୟା ରେ ହିଁ ନିଜର ଜୀବନ ଯାପନ କରୁଛନ୍ତି ।

ଆଉ ବର୍ତ୍ତମାନ ଗୋଟିଏ ସମୟ ରେ ଗୋଟିଏ ହସ୍ପିଟାଲ୍ ରେ ଓ ଉଭୟ ସିଯରୀଙ୍ଗି ମାଧ୍ୟମ ରେ ସନ୍ତାନ ଜନ୍ମ ଦେଇଛନ୍ତି । ହସ୍ପିଟାଲ୍ ଙ୍କ କତୃପକ୍ଷ ଙ୍କ କହିବା ଅନୁସାରେ ସେ ଏହି ପରି ଘଟଣା ନିଜ ଜୀବନ କାଳ ରେ ପ୍ରଥମ ଥର ପାଇଁ ଦେଖୁ ଅଛନ୍ତି । ସେ ଯେତେବେଳେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ ତାଙ୍କ ସହିତ କେହି ନଥିଲେ। ଆଉ ସବୁଠୁ ବଡ଼ କଥା ସେହି ଦୁଇ ମହିଳା ବା ମା ଝିଅ ଙ୍କ ର ସ୍ବାମୀ ବିଷୟ ରେ ହସ୍ପିଟାଲ୍ ର କତୃପକ୍ଷ କୁ କିଛି ବି ଜଣା ନାହିଁ ।ସମସ୍ତେ ଏମିତି ଏକ ଚମତ୍କାର ଦେଖି ଚକିତ ହୋଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।