ମାଟ୍ରିକ୍ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ରେଳବାଇ ଆଣିଲା ବଡ଼ ସୁଯୋଗ, ଚାକିରି ପାଇଁ ଅନ୍ଲାଇନ୍ରେ କରିପାରିବେ ଆବେଦନ ! ସେୟାର କରି ସମସ୍ତ ସାଙ୍ଗ ମାନଙ୍କୁ ଜଣାଇ ଦିଅନ୍ତୁ…
ରେଲୱେ ତରଫରୁ ଆସିଲା ବଡ ନିଯୁକ୍ତି ୟେଉଁଥିରେ ଆପଣ ମାନେ ଆଉ ରହିବେ ନାହିଁ ବେରୋଜଗାର ମାତ୍ର ସେଥିପାଇଁ ମାଟ୍ରିକ ପାସ କରିଥିବା ନିତାନ୍ତ ଆବଶ୍ୟକ । ତେବେ ଯଦି କେହି ମାଟ୍ରିକ ପାସ କରି ଘରେ ରହିଛନ୍ତି ତେବେ ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । କାରଣ ସେଣ୍ଟାଲ ରେଲୱୋ ରେ ନିଯପକ୍ତିର ସୁଯୋଗ ମିଳିବା ପାଇଁ ଯାଉଛି ଯେଉଁଥିରେ ଖାଲି ରହିଛି 2532 ଟି ପଦବୀ । ତେବେ ଆପଣ ମାନେ ଯଦି ଏଥିରେ ନିଯୁକ୍ତି ହେବା ପାଇଁ ଚାହୁଁଛନ୍ତି ତେବେ ବହୁତ ଶୀଘ୍ର ଆବେଦନ କରନ୍ତୁ ।
ବାରତୀୟ ରେଳବାଇ RRC ତରଫରୁ ଆସିଲା ବଡ ନିଯୁକ୍ତି ଯାହାର ବିଜ୍ଞାପନ ମଧ୍ୟ ଜାରି କରିସାରିଛି ଭାରତୀୟ ରେଳବାଇ । ଏଥିରେ ମୋଟ ପଦବୀ ରହିଛି 2532 ଟି ଯେଉଁଥିରେ କେବଳ ମାଟ୍ରିକରେ 50 ପ୍ରତିଶତ ରଖି ପାସ କରିଥିବା ପିଲା ମାନେ ହିଁ ନିଯୁକ୍ତି କରିପାରିବେ ।
ଏଥିପାଇଁ ସେମାନଙ୍କର ବୟସ ସୀମା 18 ବର୍ଷରୁ 24 ମଧ୍ୟରେ ହୋଇଥିବା ଦରକାର । 18 ରୁ କମ ଏବଂ 24 ରୁ ଉର୍ଦ୍ଧ୍ୱ ହେଲେ ଆପଣ ଏଥିରେ ଆବେଦନ କରିପାରିବେ ନାହିଁ । ତେବେ ଭଉୟ ମହିଳା ଏବଂ ପୁରୁଷ ମାନେ ଏଥିରେ ଆବେଦନ କରିପାରିବେ ।
ଯଦି ଆପଣ ମାନେ ଏଥିରେ ନିଯୁକ୍ତି ହେବା ପାଇଁ ଚାହିଁଛନ୍ତି ତେବେ ଏହାର ଆବେଦନ ତାରିଖ ରହିଛି ଆବେଦନ ତାରିଖ ଆରମ୍ଭ ହେଉଛି 06/02/2021 ଏବଂ ଏହାର ଆବେଦନର ଶେଷ ତାରିଖ 05/03/2021 । ଆପଣ ମାନେ ଚାହିଁଲେ ଏହି ତାରିଖ ମଧ୍ୟରେ ଆବେଦନ କରିପାରିବେ ।
ଏଥିରେ ଆବେଦନ କରିବା ପାଇଁ ଆପଣ ମାନଙ୍କୁ 100 ଟଙ୍କା ଫି ଲାଗିବ ମାତ୍ର ଏସସି , ଏସଟି ପିଲା ମାନଙ୍କର ପାଇଁ କୌଣସି ଫି ଲାଗିବ ନାହିଁ । ଆପଣ ମାନେ ଏହାର ୱେବ ସାଇଟ www.rrccr.com କୁ ଯାଇକରି ଏହାର ସମସ୍ତ ତଥ୍ୟ ପାଇପାରିବେ ଏପରିକି ଏଥିରେ ଅନଲାଇନ ଆବେଦନ ମଧ୍ୟ କରିପରିବେ ।
ଏହା ସହିତ ଏହାର ପେମେଣ୍ଟ ମଧ୍ୟ ଅନଲାଇନ ମାଧ୍ୟମରେ ହୋଇପାରୁଛି । ଏହା ସହିତ ମଧ୍ୟ ଏହି ଭାରତୀୟ ରେଳବାଇରେ ଯେଉଁ କତେକ ପୋଷ୍ଟ ରହିଛି ତାହା ବିଭିନ୍ନ ପଦବୀରେ ରହିଛି ଆପଣ ମାନେ ଯଦି ଏତିରେ ଆବେଦନ କରିପାରି ପାଇଁ ଇଚ୍ଛା କରୁଛନ୍ତି ତେବେ ଜଲଦି କରନ୍ତୁ ଏବଂ ନିଜର ଇଚ୍ଛା ଅନୁସାରେ ସେହି ପଦବୀରେ ଆବେଦନ କରିପାରିବେ ।
ଆପଣ ମାନେ ତ ଜାଣିଛନ୍ତି କି କରୋନା କାଳରେ ଲୋକମନେ ନିଜର ରୋଜଗାର ହରାଇ ଘରେ ରହିଛନ୍ତି ତେବେ ରେଳବାଇ ପକ୍ଷରୁ ଏପରି ଏକ ବ୍ୟବସ୍ଥା ସମସ୍ତଙ୍କ ମନରେ ଆଶାର ଆଲୋକ ଆଣିଦେଇଛି । ଏହା ସହିତ ଯେଉଁମାନେ ମାଟ୍ରିକ ପାସ କରି ଘରେ ରହିଛନ୍ତି ସେମାନଙ୍କର ପାଇଁ ଏହା ବହୁତ ବଡ ସୁବର୍ଣ୍ଣ ସୁଯୋଗ । ତେଣୁ ଆପଣ ମାନେ ଏହାର ଫାଇଦା ନିଶ୍ଚିତ ରୂପରେ ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।