ଦେଖନ୍ତୁ ollywood ଭିଡିଓ ବାହାଘର ପରେ ସ୍ବାମୀ ଙ୍କ ସହ ପ୍ରଥମ ହୋଲି ଖେଳିଲେ ଲିପ୍ସା ମିଶ୍ର….

ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯାହାକି ଏହି କିଛି ଦିନ ତଳେ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ତାଙ୍କର ବାହାଘର ବହୁତ ଧୂମଧାମ ରେ ହୋଇ ଥିଲା ଯେଉଁଥିରେ ଓଲିଓଡ଼ ଜଗତ ର ଅନେକ ବଡ଼ ବଡ଼ ଷ୍ଟାର ସେଥିରେ ଯୋଗ ଦେଇ ଥିଲେ | ତେବେ ଲିପ୍ସା ମିଶ୍ର ରିଲ ରେ ଆପଣ ଅନେକ ଥର ଦେଖି ଥିବେ କି ସେ ବିବାହ କରିଛନ୍ତି କି କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାଙ୍କର ରିୟଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |

ତେବେ ଲିପ୍ସା ମିଶ୍ର 2013 ମସିହା ରେ ପ୍ରଥମ ଥର ପାଇଁ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରି ଥିଲେ ଆଉ ସେ ଓଡ଼ିଆ ଫିଲ୍ମ ମାଧ୍ୟମ ରେ ଓଲିଓଡ଼ ଜଗତ କୁ ପାଦ ଦେଇ ଥିଲେ |

ଆଉ ଏହାପରେ ସେ କେବେ ବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି, ଓଡ଼ିଆ ସିନେମା ସହିତ ସେ ଓଡ଼ିଆ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି | ତାଙ୍କ ନିଜ ସୁନ୍ଦର ଓ ଚୁଲବୁଲି ଅଭିନୟ କାରଣ ରୁ ଅନେକ ଜାଗାରୁ ତାଙ୍କୁ ବେସ ଭଲ ପାଇବା ମିଳି ଆସିଛି | ଖାଲି ଓଡ଼ିଆ ସିରିଏଲ ନୁହେଁ ଓଡ଼ିଆ ଯାତ୍ରା, ଓଡ଼ିଆ ଆଲବମ ଓ ଓଡ଼ିଆ ୱେବ ସିରିଜ ରେ ମଧ୍ୟ ଲିପ୍ସା ମିଶ୍ର ବେସ ସୁନ୍ଦର ଭାବରେ ଅଭିନୟ କରିଛନ୍ତି | ତେବେ ଗତ କାଲି ହୋଲି ର ପର୍ବ ଯାଇଛି ଆଉ ଏହି ହୋଲି ର ଉତ୍ସବ ରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ରଙ୍ଗ ଖେଳୁ ଥିବାର ଦେଖିବା ପାଇଁ ମିଳିଛି |

ତେବେ ବିବାହ ପରେ ଲିପ୍ସା ପ୍ରଥମ ଥର ପାଇଁ ତାଙ୍କ ଶାଶୁ ଘରେ ହୋଲି ର ଉତ୍ସବ କୁ ବେସ ଖୁସିବାସ ରେ ପାଳନ କରିଛନ୍ତି | ଦେଖିବା ପାଇଁ ମିଳିଛି କି ଲିପ୍ସା ତାଙ୍କ ଶଶୁର ଘର ପରିବାର କୁ ରଙ୍ଗ ଲଗେଇ ଦେଉଛନ୍ତି ଆଉ ତାଙ୍କ ପରିବାର ରେ ମଧ୍ୟ ସମସ୍ତେ ବୋହୂ କୁ ରଙ୍ଗ ଲଗେଇ ଦେଉଛନ୍ତି | ଏହାପରେ ଲିପ୍ସା ତାଙ୍କ ସ୍ୱାମୀ ଆକାଶ ଙ୍କ ପାଦରେ ରଙ୍ଗ ଦେଇ ତାଙ୍କୁ ପ୍ରଣାମ କରୁଛନ୍ତି ଆଉ ଆକାଶ ମଧ୍ୟ ସ୍ତ୍ରୀ ଲିପ୍ସା ଙ୍କ ସିନ୍ଥି ରେ ଆଉ ମୁହଁରେ ରଙ୍ଗ ଲଗାଇ ଦେଉଛନ୍ତି |

କେବଳ ସେତିକି ନୁହେଁ ଲିପ୍ସା ଙ୍କର ହୋଲି ଗେଟଅପ ମଧ୍ୟ ଖୁବ ଆକର୍ଷଣୀୟ ରହି ଥିଲା ଏବଂ ରଙ୍ଗ ରେ ସେ ଆହୁରି ସୁନ୍ଦର ଦେଖା ଯାଉ ଥିଲେ | ତେବେ ଏହି ହୋଲି କୁ ନେଇ ଅନେକ ଭିଡ଼ିଓ ସହିତ ତାଙ୍କ ସ୍ୱାମୀ ଆଉ ଶାଶୁ ଘର ପରିବାର ସହିତ କିଛି ଫଟୋ ନିଜ ଆକାଉଣ୍ଟ ରେ ସେୟାର କରିଛନ୍ତି ଯାହାକି ବେସ ସୁନ୍ଦର ରହିଛି | ଆଉ ଏହି ଫଟୋ ଭିଡ଼ିଓ କୁ ଦର୍ଶକ ମାନେ ମଧ୍ୟ ଖୁବ ଭଲ ପାଇବା ଦେବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |