ଦେଖନ୍ତୁ viral ଭିଡ଼ିଓ “ନ୍ୟୁଜ୍ ଦେଖି ମୁଁ ଦେହ ବ୍ୟବସାୟ କରେ, ନିଜ ସୁବିଧା ପାଇଁ କରୁଛି, ମୁଁ ମୁର୍ଖ ନୁହେଁ” ପୁଅ ଧରେଇ ଦେଲା ମା ର ଦେହ ବ୍ୟବସାୟ…

ଅନେକ ସ୍ଥାନରେ ଅନେକ ସମୟରେ ଦେହ ବ୍ୟବସାୟ ର ପସରା କିପରି ମେଲିଥାଏ ତାହା ଆପଣ ଅନେକ ଖବରରୁ ଜାଣିବାକୁ ପାଉଥିବେ। କେତେବେଳେ ପୋଲିସ୍ ର ଆଢ଼ୁଆଳରେ ତ ପୁଣି କେତେବେଳେ ଜାଣତରେ ଏହିଭଳି କାମ ହେଉଥିବା ଦେଖିବାକୁ ମିଳୁଛି।ତେବେ ଏହି କାମରେ ଦେହ ବ୍ୟବସାୟ ରେ ଉଡୁଛି ଅନେକ ଟଙ୍କା | ତେବେ ବର୍ତ୍ତମାନ ସମୟରେ କିପରି ଭାବରେ ଦେହ ବ୍ୟବସାୟ ଭଳି ଘଟଣା ବଢ଼ିବାରେ ଲାଗିଛି ତାହା ଆପଣ ଜାଣି ପାରୁଥିବେ।

ଧିରେ ଧିରେ ସମାଜରେ କିପରି ନିନ୍ଦନୀୟ କାର୍ଯ୍ୟ କଳାପ, କ୍ରାଇମ୍, ଏବଂ ଦେହ ବ୍ୟବସାୟ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ତ ଆପଣ ଜାଣି ପାରୁଥିବେ। ରାଜଧାନୀ ଭୁବନେଶ୍ବର ରେ ଏପରି ଘଟଣା ଅନେକ ସଂଖ୍ୟାରେ ଦେଖିବାକୁ ମିଳୁଛି।

ବିଶେଷ କରି ସେକ୍ସ୍ ଏବଂ ବ୍ଲାକ ମେଲିଂ ପରି ଘଟଣା ଏବେ ଅନେକ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।ଦୁନିଆରେ ଦିନକୁ ଦିନ ସଂଖ୍ୟାଧିକ ଅପରାଧ ବଢ଼ି ଚାଲିଛି। ଏହାରି ଭିତରେ ରେପ୍, ହତ୍ୟା ,ଚୋରି, ନୃସଂଶତା ଭଳି ଅନେକ ଘଟଣା ଘଟୁଛି ଏବଂ ପୋଲିସ ପାଖକୁ ଏହାର ଅଭିଯୋଗ ବି ଯାଉଛି। ଆଜି ଆମେ ସେହିପରି ଏକ ନିନ୍ଦନୀୟ କାର୍ଯ୍ୟକଳାପ ଉପରେ ଆଲୋଚନା କରିବା।


ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। ପ୍ରତିଦିନ ଦୁନିଆରେ ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ଭୟାନକ ଘଟଣା ସବୁ ଘଟି ଯାଉଛି। ମାରପିଟ୍ ରେ କେତେବେଳେ କାହାର ଜୀବନ ଚାଲି ଯାଉଛି ତ ପୁଣି କିଏ ହତ୍ୟା, ଷଡ଼ଯନ୍ତ୍ର ର ଶିକାର ହେଉଛି।

ଆଉ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି।କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି।ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଏହିଭଳି ସମାଜରେ କଣ କାହା ସହ କେତେବେଳେ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ ଅଟେ। ସେହିପରି ଆମେ କହିବାକୁ ଯାଉଥିବା ଘଟଣାରେ ମୟୂରଭଞ୍ଜ ରେ ଏକ ସେକ୍ସ୍ କାରବାର ର ଷ୍ଟିଙ୍ଗ ଅପରେସନ ର ଭିଡିଓ ସାମ୍ନାକୁ ଆସିଛି । ତେବେ ଉଦଳାର ଜଣେ ମହିଳା ଘରେ ରାଣୀ ମହୁମାଛି ସାଜି ଚ଼ଳେଇଥିଲେ ସେକ୍ସ ରାକେଟ ତାହା ପୁଣି ଉଦଳାର ଜନଗହଳି ପୂର୍ଣ୍ଣ ସ୍ଥାନରେ ।

ଆଉ ପୋଲିସ ଖବର ପାଇ ଚଡାଉ କରିବା ପରେ କିନ୍ତୁ ଖାଲି ହାତରେ ପଡିଛି । ତେବେ ପୋଲିସ ଚଢାଉ ପରେ ମଧ୍ୟ କୋଣସି ପ୍ରମାଣ ପାଇ ନଥିଲେ ବରଂ କେବଳ କିଛି ଆପତ୍ତିଜନକ ଜିନିଷ ପାଇଥିଲା। ତେବେ ଏନେଇ ମହିଳା ଜଣକ ନିଜର ପେଟ ପୋଷିବା ପାଇଁ ଏସବୁ କରୁଥିବା କହିଥିବା ବେଳେ ମହିଳାଙ୍କ ପୁଅ ଏଠାରେ ସେକ୍ସ ରାକେଟ ଚାଲିଥିବା ପୋଲିସକୁ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।